କରୋନାକୁ ହରାଇଲେ ମୋହିନା

ବମ୍ବେ: କରୋନାକୁ ହରାଇଛନ୍ତି ୟେ ରିସ୍ତା କ୍ୟା କେହଲାତା ହୈ ଫେମ୍‌ ମୋହିନା କୁମାରୀ ସିଂ। ଏକ ମାସ ତଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ମୋହିନା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

ମୋହିନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏହି ଖୁସିଖବର ସମସ୍ତଙ୍କୁ ଜଣାଇଛନ୍ତି। ଶେଷରେ ଏକ ମାସ ପରେ ଆମର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଏଥିପାଇଁ ଋଷିକେଶର ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ମୋହିନା କହିଛନ୍ତି।

କହିରଖୁଛୁ, ମୋହିନାଙ୍କ ସହ ତାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଥିଲେ। ଏନେଇ ସେ ଏକ ଭିଡିଓ ଶେୟାର କରି କରୋନା ବିଷୟରେ କଥା ହୋଇଥିଲେ। ତାଙ୍କ ଶାଶୁ ପ୍ରଥମେ ସଂକ୍ରମିତ ହେବା ପରେ ସମସ୍ତଙ୍କୁ ଏହି ରୋଗ ସଂକ୍ରମଣ କରିଥିଲା। ପରେ ରିପୋର୍ଟ ଆସିବା ପରେ ସେମାନେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ସେବେଠାରୁ ସମସ୍ତଙ୍କର ଚିକିତ୍ସା ଜାରି ରହିଥିଲା।


All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍‌ଅପ୍‌ ଫଟୋ

କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍‌ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ...

ସୋସିଆଲ ମିଡିଆରେ ପାଣିପାଗ ସୂଚନା ଦେଲେ ବରୁଣ!

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଶନିବାର ସକାଳେ ବର୍ଷା ହୋଇଥିବା ବେଳେ ସାମାନ୍ୟ ପବନ ମଧ୍ୟ ବହିଥିଲା। ଏହି ସମୟରେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନଙ୍କର ଏକ...

କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି...

ରାଗିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଛି। ଏହି ଫିଲ୍ମର ପ୍ରିମିୟର ଜୁଲାଇ...

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ...

ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ...

ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ...

ଋଷି କପୁରଙ୍କୁ ମନେପକାଇ ପାକିସ୍ତାନୀ ନାୟିକା ଲେଖିଲେ ‘କେବଳ ତୁମର ହିନା’

ମୁମ୍ବାଇ: ଏପ୍ରିଲ ମାସ ଶେଷରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୁରୁଣା କଳାକାରଙ୍କୁ। ଋଷି କପୁର ଓ ଇର୍ଫାନ ଖାଁଙ୍କୁ। ହେଲେ ଯୁଗ ଯୁଗ ଧରି...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *