ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲ୍‌ରେ ନିଜକୁ ଖୋଜିଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି। ତେବେ ମୁମ୍ବାଇ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲରେ ନିଜକୁ ଖୋଜିଥିଲେ। ସୁଶାନ୍ତଙ୍କ ମୋବାଇଲ ଫୋରେନସିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ଆତ୍ମହତ୍ୟା କରିଥିବା ଦିନ ଅର୍ଥାତ୍‌ ଜୁନ ୧୪ରେ ଗୁଗୁଲରେ ତାଙ୍କ ନାମ ‘ସୁଶାନ୍ତ ସିଂ ରାଜପୁତ’ ମାରି ଖୋଜିଥିଲେ। ଏହା ପରେ ନିଜ ସହ ଜଡିତ କିଛି ଖବର ପ୍ରବନ୍ଧ ଏବଂ ରିପୋର୍ଟ ମଧ୍ୟ ସେ ପଢିଛନ୍ତି ବୋଲି ମଧ୍ୟ କୁହାଯାଉଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ୨୦ ଦିନ ପରେ ବି ତାଙ୍କ ସହ ଥିବା ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ବସ୍‌ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ...

ବଲିଉଡ୍‌ ପରେ ଏବେ ଟଲିଉଡ୍‌ ଷ୍ଟାରଙ୍କ ‘ଫେସ୍‌ ଅପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ଫେସ୍‌ ଅପ୍‌’ ଚ୍ୟାଲେଞ୍ଜର ନିଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟିଙ୍କ ପରେ ଏବେ ଏହି...

ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ...

କାହାଣୀର ସଠିକ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଏ

ନିର୍ଦ୍ଦେଶନା ଏକ ଗୁରୁ ଦାୟିତ୍ୱ। ପୁଣି ମଞ୍ଚରେ ତ କଟ୍‌ ଓକେ ନାହିଁ। ଲାଇଭ ଆକ୍ଟିଂ। ତେଣୁ ଅଭିନୟ କିପରି ଜୀବନ୍ତ ହେବ, କାହାଣୀରେ ଯାହା...

‘ଦେଶଦ୍ରୋହୀ’ କହି ଅକ୍ଷୟଙ୍କୁ କରାଯାଉଛି ଟ୍ରୋଲ…ଜାଣନ୍ତୁ କାରଣ…

ବମ୍ବେ: ବିବାଦରେ ଖିଲାଡି କିଙ୍ଗ ଅକ୍ଷୟ କୁମାର। ଏକ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। ନିଜେ ଶେୟାର କରିଥିବା ଭିଡିଓର ଏକ କ୍ଲିପରେ ଅକ୍ଷୟ...

ଲଗଜରୀ ହେବ ନତାଶା-ହାର୍ଦ୍ଦିକଙ୍କ ବିବାହ

ମୁମ୍ବାଇ: କିଛିଦିନ ହେବ ବଲିଉଡରେ ଶୁଣିବାକୁ ମିଳିଛି ବିବାହ ଖବର । କେଏଲ ରାହୁଲ ଓ ଆଥିୟା ସେଟ୍ଟି ବିବାହ କରିବା ପରେ ଏବେ କିଆରା...

୧୦ବର୍ଷ ପରେ…

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର।...

କରିନାଙ୍କ ପାଇଁ ବନ୍ଧୁଙ୍କ ଆଗରେ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ…

ବମ୍ବେ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌- କରିନା କପୁର ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ...

Advertisement
Archives

Model This Week