ମନୋରଞ୍ଜନ

ଯାହାପରେ ବଦଳିଯାଇଥିଲା ସୁଶାନ୍ତଙ୍କ ଜୀବନ: ଦେଖନ୍ତୁ ରିୟାଙ୍କ ସହ ସେହି ୟୁରୋପ୍‌ ଟ୍ରିପ୍‌ର ଫଟୋ

ବମ୍ବେ: ଇତିମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦୁଇ ମାସ ହେଲାଣି। ହେଲେ ଦିନକୁ ଦିନ ମୃତ୍ୟୁର ରହସ୍ୟ ବଢ଼ି ବଢ଼ି ଚାଲିଛି। ଏସବୁ ଭିତରେ ସବୁଠୁ ଅଧିକ ଦୋଷୀ ପାଲଟିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ପରିବାରଠାରୁ…

ସୋନୁ ସୁଦଙ୍କୁ ଭିଡିଓଗେମ୍‌ ମାଗିଲେ ଏହି ପିଲା: ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ। କେଉଁଠି କୃଷକଙ୍କ ପାଇଁ ସେ ଟ୍ରାକ୍ଟର ପଠାଉଛନ୍ତି ତ ଆଉ କାହାକୁ ଚାକରି ଦେଉଛନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଏବେ…

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍‌ପି ଅଛନ୍ତି। ଏକ…

‘ପୂଜା ମୋ’ ଝିଅ ହୋଇ ନ ଥିଲେ ବିବାହ କରିନେଇଥାନ୍ତି’: ଜାଣନ୍ତୁ ଏପରି କାହିଁକି କହିିଥିଲେ ମହେଶ ଭଟ୍ଟ

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଆସିଛନ୍ତି ମହେଶ ଭଟ୍ଟ। ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେଉଁଠି ମହେଶ ବିବାଦ ଘେରକୁ ଆସିଛନ୍ତି। ପୂର୍ବରୁ…

ଇବ୍ରାହିମଙ୍କ କାନ୍ଧରେ ବସି ମୌସୁମୀର ମଜା ନେଉଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସାରା ଅଲି ଖାଁ ଏବେ ଖୁବ୍‌ ଚର୍ଚ୍ଚାରେ। ମଝିରେ ମଝିରେ ସେ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଶେୟାର କରି ଆସୁଛନ୍ତି ଚର୍ଚ୍ଚାକୁ। ସାରା ଓ ତାଙ୍କ ଭାଇ ଇବ୍ରାହିମଙ୍କ ବଣ୍ଡିଙ୍ଗକୁ ନେଇ ସମସ୍ତେ…

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ…

୫ ଦିନରେ ସୁଶାନ୍ତଙ୍କୁ ୨୫ଥର କଲ୍‌ କରିଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ସମସ୍ତଙ୍କ ନଜର ଏବେ ସୁଶାନ୍ତ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ଗୁରୁବାର ରିୟାଙ୍କ କଲ୍‌ ଡିଟେଲସ୍‌…

ଏହି ଅଭିନେତାଙ୍କୁ ଜାଣିଶୁଣି ବାଇକ୍‌ ଚାଳକ ଦେଲେ ଧକ୍କା, ହେଲା ଏମିତି ଅବସ୍ଥା

ବିଗ୍‌ ବସ୍‌ ସିଜିନ୍‌ ୧୩ର ରନର୍ସଅପ୍‌ ରହିଥିବା ମଡେଲ ତଥା ଅଭିନେତା ଆସିମ ରିୟାଜଙ୍କୁ ଜଣେ ବାଇକ୍‌ ଚାଳକ ଧକ୍କା ଦେଇଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ନିଜେ ସୂଚନା ଦେଇଛନ୍ତି ଆସିମ। ଇନ୍‌ଷ୍ଟାଗ୍ରାମରେ ଆହତ…

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ଜଣାଶୁଣା ଟିଭି କଳାକାର ସମୀର ଶର୍ମା…

ନେପୋଟିଜମ୍‌କୁ ନେଇ ମୁହଁ ଖୋଲିଲେ ବେବୋ

ମୁମ୍ବାଇ: ବଲିଉଡ୍‌ ପାଇଁ ୨୦୨୦ ହେଉଛି ଏକ ଅଶୁଭ ବର୍ଷ। ଚଳିତବର୍ଷ ବଲିଉଡ୍‌ ବହୁ ଅଭିନେତା ଅଭିନେତ୍ରୀଙ୍କୁ ହରେଇଛି। ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁ ସ୍ବାଭାବିକ ସ୍ଥିତି ଫେରିବାକୁ ଆହୁରି ସମୟ ଲାଗିବ। ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ…

ଆପଣ ଗରିବ ଲୋକଙ୍କୁ କାହିଁକି ଦାନ କରୁନାହାନ୍ତି, ପ୍ରଶ୍ନରେ ଏମିତି ଜବାବ ଦେଲେ ଅମିତାଭ ବଚ୍ଚନ

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ କରୋନାକୁ ହରାଇ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ ବିଗ୍‌ ବି ବେଶ୍‌ ସକ୍ରିୟ ରହୁଛନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ ପ୍ରତିଦିନ ପ୍ରଶଂସକଙ୍କୁ ଅପଡେଟ୍‌ ମଧ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ବିଗ ବି…

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହୋଇଯାଉଛନ୍ତି। ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରିୟାଙ୍କୁ ସମନ ପଠାଯାଇଇଛି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?