ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ
ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ…
ଲିଭ୍ ଇନ୍ରେ ରହି ବି ଏହି ଅଭିନେତ୍ରୀ ଅଭିନେତା ପରେ ହୋଇଛନ୍ତି ଅଲଗା
ମୁମ୍ବାଇ: ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଭାରତରେ ମଧ୍ୟ ଲିଭ୍ ଇନ୍ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ର ଅଭିନେତ୍ରୀ ଆଉ ଅଭିନେତା। ଏମାନଙ୍କ ମଧ୍ୟରୁ କେତେକ ଯୋଡ଼ି ସଫଳ ହୋଇଥିବା ବେଳେ ଆଉ କେତେକ…
ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ନେଇ ଖୁସିରେ ବିଭୋର ‘ସୀତା’: ଭଗବାନ ରାମଙ୍କୁ ଏପରି କଲେ ସ୍ବାଗତ
ବମ୍ବେ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ନଗରୀରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ରାମମନ୍ଦିର ନିମନ୍ତେ କରିଛନ୍ତି ଶିଳାନ୍ୟାସ। ସାରା ଦେଶରେ ଏହାକୁ ନେଇ ଉତ୍ସବର ମାହୋଲ। ଲୋକମାନେ ସୋସିଆଲ ମିଡିଆରେ ନିଜ ଖୁସି…
ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମିଳିଲା ଏହି ବଡ଼ ସଫଳତା, ଜାଣନ୍ତୁ…
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବହୁ ପ୍ରତିକ୍ଷିତ ମୋଡ ଆସିଛି। ଦୀର୍ଘ ଦିନ ଧରି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ହୋଇ ଆସୁଥିଲା। ଶେଷରେ ତାହା ହିଁ ହୋଇଛି। ବିହାର ସରକାର ଏଥିନେଇ ସୁପାରିସ…
ଜୁଆ ଖେଳ ଯୋଗୁ ଏହି ପ୍ରସିଦ୍ଧ ଅଭିନେତାଙ୍କ ଉଜୁଡି ଯାଇଥିଲା ବୈବାହିକ ସଂସାର
ଜୁଆ ଖେଳର ନିଶା ଯୋଗୁ କେତେ ଘର ନଷ୍ଟ ହୋଇଯାଇଛି। ଏହାର ଏକ ବଡ଼ ଉଦାହରଣ ହେଉଛି ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅରବାଜ ଖାନ। ଜୁଆ ଖେଳ ଯୋଗୁ ଏହି ହୁହିଁଙ୍କ ବୈବାହିକ ଜୀବନରେ ପଡିଛି ଯବନିକା। ଯଦିଓ…
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ: ଜାଣନ୍ତୁ କାହିଁକି…
ଡେଟିଂ ଉପରେ ଆଧାରିତ ଟିଭି ରିଆଲିଟି ଶୋ’ ‘ମୁଝ୍ସେ ଶାଦି କରୋଗେ’ରୁ ଘରେ ଘରେ ପରିଚିତ ହୋଇସାରିଥିବା ଅଭିନେତ୍ରୀ ହେଉଛନ୍ତି ଆଞ୍ଚଲ ଖୁରାନା। ମଙ୍ଗଳବାର ସନ୍ଧ୍ୟାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଗାଡି ତାଙ୍କ କାରକୁ ଧକ୍କା ଦେବାରୁ…
ରିୟାଙ୍କ ମାୟାଜାଲରୁ ମୁକୁଳାଇବା ଲାଗି ଭଉଣୀଙ୍କୁ ଅନୁରୋଧ କରିଥିଲେ ସୁଶାନ୍ତ
ମୁମ୍ବାଇ, ୫।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅଧିକ ରହସ୍ୟମୟ ହେବାରେ ଲାଗିଛି। ସମ୍ପ୍ରତି ସୁଶାନ୍ତଙ୍କ ବଡ଼ ଭଉଣୀ ରାନୀଙ୍କ ମନ୍ତବ୍ୟ ଆତ୍ମହତ୍ୟାକୁ ହତ୍ୟା ଭଳି ପ୍ରତିପାଦିତ କରିଛି। ରାନୀ କହିଛନ୍ତି ଯେ, ସୁଶାନ୍ତ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କଠାରୁ…
ଇବ୍ରାହିମ ଅଲ୍କାଜିଙ୍କ ପରଲୋକ
ନୂଆଦିଲ୍ଲୀ,୫।୮: ଥିଏଟର ଲିଜାଣ୍ଡ ଇବ୍ରାହିମ୍ ଆଲ୍କାଜିଙ୍କ ମଙ୍ଗଳବାର ନୂଆଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଭାରତରେ ଥିଏଟର ଜଗତରେ ଇବ୍ରାହିମ୍ ବିପ୍ଲବ ଆଣିଥିଲେ। ୪୦ ଦଶକରେ ମୁମ୍ବାଇରେ ଜଣେ ବିଶିଷ୍ଟ ଥିଏଟର ଆର୍ଟିଷ୍ଟ ଭାବେ…
ସାକ୍ଷାତକାରରେ ଲାଇଭ୍ ଥିବା ବେଳେ କାନ୍ଦିପକାଇଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା ମୁକାବିଲା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ସ୍ବେଚ୍ଛସେବୀ ଭାବେ କାମ କରୁଛନ୍ତି। ସେ କାମ…
ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା
ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ ଥିଲା। ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅମର ସିଂଙ୍କ ଦୃଢ ସମ୍ପର୍କ…
ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର
ପାଟନା,୪।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି। ଜଣେ ଦକ୍ଷ ଅଭିନେତା କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ବା…
ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ସ୍ବାମୀ ରିଆନ ଥାମଙ୍କୁ ଛାଡପତ୍ର ଦେଇଛନ୍ତି। ୨୦୧୮ରୁ ମିନିଶା ଏବଂ ରିଆନ ଅଲଗା ରହୁଥିଲେ। ନିକଟରେ ଏକ ସାକ୍ଷାତକାରରେ ମିନିଶା କହିଛନ୍ତି, ମୁଁ ଏବଂ ରିଆନ ପରସ୍ପରଠାରୁ ଅଲଗା ହୋଇଯାଇଛୁ। ଆଇନଗତ କାର୍ଯ୍ୟ ମଧ୍ୟ ସମାପ୍ତ…

