ମନୋରଞ୍ଜନ

ରକୁଲ୍‌ଙ୍କ ଖୁସି

ରକୁଲ୍‌ ପ୍ରୀତ୍‌ ସିଂଙ୍କ ଖୁସି କହିଲେ ନ ସରେ। କାରଣ ସେ ଯାହା ଆଶା କରୁଥିଲେ ତାହା ପୂରଣ ହୋଇଛି। କଥା କ’ଣ ଅଜୟ ଦେବଗନଙ୍କ ସହ ସେ ‘ଦେ ଦେ ପ୍ୟାର୍‌ ଦେ’ରେ ଅଭିନୟ କରିଥିଲେ। ଏବେ ସେ ପୁଣି…

ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିକଟରେ ଜ୍ୟାକଲିନ୍‌ ଫର୍ନାଡିସ୍‌ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ସେ ଏକ ଚାଲେଞ୍ଜିଂ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବାକୁ ଚାହୁଁଥିଲେ, ଆଉ ତାଙ୍କୁ ଏପରି ଏକ…

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ: ବିକାଶ ସିଂ

ମୁମ୍ବାଇ,୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ବୁଧବାର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ମାନସିକ ଅବସାଦ…

୧୭ ବର୍ଷ ବୟସରେ ପ୍ରଥମ ବିଶ୍ୱ ସୁନ୍ଦରୀ ହୋଇଥିଲେ ଏହି ଯୁବତୀ, ଆଉ ତା ପରେ..

ବମ୍ବେ: ଫିନ୍‌ଲ୍ୟାଣ୍ଡର ଆର୍ମି ହେଲେନା କୁସେଲା ୧୯୫୨ ମସିହାରେ ପ୍ରଥମ ବିଶ୍ୱସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ। ଅଗଷ୍ଟ ୨୦ରେ ସେ ୮୬ ବର୍ଷର ହୋଇଛନ୍ତି। ୧୯୩୪ରେ ଜନ୍ମିତ କୁସେଲା କଲେଜରେ ପଢ଼ିବା ସମୟରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।…

ବଲିଉଡ୍‌ର ଏହି ସୁପରଷ୍ଟାରମାନେ ହଲିଉଡ୍‌ରେ ବି କରିଛନ୍ତି ଦମ୍‌ଦାର ଅଭିନୟ

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର ହଲିଉଡ୍‌ ଫିଲ୍ମରେ ମଧ୍ୟ ସେମାନଙ୍କର ଦମ୍‌ଦାର ଅଭିନୟ ଦେଖାଇଛନ୍ତି। ଇରଫାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସୁପରଷ୍ଟାରମାନେ ହଲିଉଡ୍‌ରେ ସେମାନଙ୍କ ଜଲ୍‌ଓ୍ବା ଦେଖାଇଛନ୍ତି। ଏପରିକି କିଛି କଳାକାର ମାତ୍ର କେତେ ସେକେଣ୍ଡ ପାଇଁ…

ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରିପବ୍ଲିକ ଭାରତ ଟେଲିଭିଜନ…

ସ୍ତ୍ରୀଙ୍କୁ ଛାଡି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ରହୁଥିଲେ ଗୋବିନ୍ଦା

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋଟିଏ ସମୟରେ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହେଉଥିଲା। ସେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ବଲିଉଡ୍‌ରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ଯୋଡି ମଧ୍ୟ ଜମିଛି।…

କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨ କଳାକାର ପରସ୍ପରଙ୍କୁ ପାଗଳପରି ପ୍ରେମ କରୁଥିଲେ। ସେମାନଙ୍କ ନିର୍ବଦ୍ଧ ଶେଷ ହୋଇଥିବା ମଧ୍ୟ ଶୁଣିବାକୁ…

ରିୟାଙ୍କ ସପକ୍ଷରେ ବାହାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇ ପଡିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ। ସିବିଆଇ ଏବଂ ଇଡି ବ୍ୟତୀତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କ ରିୟା…

ନେଗେଟିଭ ରୋଲ୍‌ ପାଇଁ ଶ୍ରୀୟା ଖୁସି

ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ ପସନ୍ଦ କରିଥିଲେ। ‘ଅନ୍ଧାଧୂନ’ର ତେଲୁଗୁ ରିମେକ୍‌…

ସେପ୍ଟେମ୍ବରରେ ହେବ ‘ଇନ୍‌ଟୁ ଦ ଓ୍ବାଇଲ୍ଡ’ର ପ୍ରିମିୟର

ମୁମ୍ବାଇ: ଡିସକଭରି ଚ୍ୟାନେଲର ଲୋକପ୍ରିୟ ଶୋ’ ‘Into The Wild with Bear Grylls’କୁ ଅପେକ୍ଷା ରଖିଛନ୍ତି ଦର୍ଶକେ। ତେବେ ଦର୍ଶକଙ୍କର ଉତ୍ସୁକତାକୁ କମ୍‌ କରିବାକୁ ବଲିଉଡ୍‌ ନାୟକ ଅକ୍ଷୟ କୁମାର ଶୋ’ର ପ୍ରିମିୟର ଡେଟ୍‌ ଘୋଷଣା କରିଛନ୍ତି। ଅକ୍ଷୟ କୁମାର…

୫ ମାସ ପରେ ଏହି କାମ କଲେ ଅଭିନେତ୍ରୀ ମଲାଇକା ଅରୋରା

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ନିଜର ଅଭିନୟ ଏବଂ ଫିଟ୍‌ନେସ୍‌ ପାଇଁ ବେଶ୍‌ ପରିଚିତ। ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ନିଜର ବ୍ୟାୟାମ, ସ୍ବାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?