ମନୋରଞ୍ଜନ

ଆସନ୍ତା ୯ରେ ମୁମ୍ବାଇ ଯାଉଛି, କାହା ବାପାର ସାହାସ ଅଛି ମୋତେ ଅଟକାଇବ: କଙ୍ଗନା

ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଗତକାଲି ମୁମ୍ବାଇକୁ ପାକିସ୍ତାନ ଅଧିକୃତ…

ପବ୍‌ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ

ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍‌ ଆପ୍‌ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ ଆପ୍‌ ବ୍ୟାନ କରିଥିବା ବେଳେ ଦେଶରେ ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଆପ୍‌ ପବ୍‌ଜୀର ମଧ୍ୟ…

ଇନ୍ଦ୍ରାଣୀ ମୁଖାର୍ଜୀ ମାମଲାରେ କରିଥିଲେ ବଡ଼ ଖୁଲାସା, ଜାଣନ୍ତୁ କିଏ ଅର୍ନବ ଗୋସ୍ବାମୀଙ୍କ ଜୀବନସାଥୀ

ଦେଶର ଜଣାଶୁଣା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ହେଲେ ଅର୍ନବ ଗୋସ୍ବାମୀ। ନିଜର ଆଙ୍କରିଂ ଷ୍ଟାଇଲ୍‌କୁ ନେଇ ସେ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ବିଗତ କିଛି ଦିନ ଧରି ସେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିପୋଟିଂ…

ରିୟା, ମିରାଣ୍ଡାଙ୍କ ଘରେ ଏନ୍‌ସିବି ଟିମ୍‌ର ଚଢ଼ାଉ: ଜବତ କରିନେଲେ..

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ଲାଗିଛି। ଗୋଟିଏ ପଟେ ସିବିଆଇ ତଦନ୍ତ ଭାର ନେଇଥିବା ବେଳେ ଇଡି ଏବଂ ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମଧ୍ୟ ଯାଞ୍ଚରେ ଲାଗିଛନ୍ତି। ଏହି କ୍ରମରେ…

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର ଏକ ଫଟୋ ଶେୟାର କରିଛନ୍ତି। ସେ ଏହି ଚକୋଲେଟକୁ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି।…

ସଞ୍ଜୟ ଦତ୍ତଙ୍କୁ କ୍ୟାନ୍‌ସର ହେବା ଜଣାପଡ଼ିବା ପରେ ଭାଙ୍ଗି ପଡ଼ିଛନ୍ତି ମାନ୍ୟତା ! ଏପରି କହି ବାଣ୍ଟିଲେ ଦୁଃଖ

ବମ୍ବେ: ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। କିଛିଦିନ ତଳେ ଏହା ଜଣାପଡ଼ିବା ପରେ ପରିବାର ଉପରେ ଦୁଃଖର ବାଦଲ ଢ଼ାଙ୍କି ହୋଇଯାଇଛି। ହେଲେ ପରିସ୍ଥିତି ସହ ଲଢ଼ିବାକୁ ସେମାନେ ନିଶ୍ଚିତ କରିଛନ୍ତି। ସଞ୍ଜୟ ଏବେ ଚିକିତ୍ସାଧୀନ ଥିବା…

କିଏ ସେହି ବଣ୍ଟି, ଯାହାଙ୍କର ସୁଶାନ୍ତ-ଦିଶାଙ୍କ ମୃତ୍ୟୁ ସହ ରହିଛି ଏମିତି ସମ୍ପର୍କ, ସିବିଆଇ କରୁଛି ଯାଞ୍ଚ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ବୁଢ଼ିଆଣୀ ଜାଲ ପରି ଗୁଡ଼ାଇ ହେଉଛି ପଛେ ଛିଡୁନାହିଁ। ବର୍ତ୍ତମାନ ସିବିଆଇ ଏ ଦିଗରେ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ…

ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଆଜି ହାପି ବର୍ଥ ଡେ। ୧୯୭୬ ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିବେକ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘କମ୍ପାନୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଏଥିପାଇଁ ତାଙ୍କୁ…

୨ ସପ୍ତାହ ମଧ୍ୟରେ ୨ ଭାଇଙ୍କୁ ହରାଇଲେ ଏହି ପ୍ରସିଦ୍ଧ ଅଭିନେତା…

ମୁମ୍ବାଇ, ୩।୯: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଦିଲ୍ଲୀପ କୁମାରଙ୍କର ଦୁଇ ଭାଇଙ୍କ ପରଲୋକ ୨ ସପ୍ତାହ ମଧ୍ୟରେ ଘଟିଛି। ଦିଲ୍ଲୀପଙ୍କ ଭାଇ ଏହସାନ ଖାଁ ଏବଂ ଅସଲମ୍‌ ଖାଁଙ୍କର ନିଶ୍ୱାସ ନେବାରେ ସମସ୍ୟା ହୋଇଥିବାରୁ ସେମାନଙ୍କୁ ଅଗଷ୍ଟ ୧୫ରେ ଲୀଳାବତୀ ହସ୍ପିଟାଲରେ…

ସୋନୁ ସୁଦଙ୍କୁ ଯୁବକ ମାଗିଲେ ଆଇଫୋନ୍‌, ଜବାବ ମିଳିଲା ଏମିତି

ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ସୋନୁ ସୁଦ ମଧ୍ୟ ଟୁଇଟରରେ ବେଶ୍‌ ସକ୍ରିୟ ଏବଂ ସାହାଯ୍ୟ ମାଗୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ…

ଆଇଟମ୍‌କୁ ନା

ନବାଗତା ଅନନ୍ୟା ପାଣ୍ଡେ। ଚଙ୍କି ପାଣ୍ଡେଙ୍କ ଏହି କନ୍ୟା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ, ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ଫିଲ୍ମ ଫେୟାର ପୁରସ୍କାର…

ଡବଲ ହ୍ୟାଟ୍ରିକ୍‌

ଅଭିନେତା ବବି ମିଶ୍ର ଖୁବ୍‌ଶୀଘ୍ର ନୂଆ ରୂପରେ ଦେଖାଦେବେ। ଅବଶ୍ୟ ‘ଜୟଶ୍ରୀରାମ’ ଚଳଚ୍ଚିତ୍ରର ନାୟକ ସାଜିବା ପରେ ସେ ଅନେକ ସିନେମାରେ ଖଳନାୟକ, ଚରିତ୍ର ଅଭିନେତା, କମେଡି ଆଦି ରୋଲ୍‌ରେ ନିଜ ଦକ୍ଷତା ଦେଖାଇସାରିଛନ୍ତି। ହେଲେ ଏହାପୂର୍ବରୁ ସେ ଓଡ଼ିଆ ଆଲବମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?