ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି ଘଟଣାରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ…

ସିଲ୍‌ ହେଲା ଲତାଙ୍କ ଘର

ମୁମ୍ବାଇ,୩୦।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇ ସାରିଛି। କରୋନା କବଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଆସି ଗଲେଣି। ବଲିଉଡ୍‌ ମହାନାୟକ ବିଗ୍‌ ବିଙ୍କଠାରୁ ଆରମ୍ଭ…

୬୦୦ ବର୍ଷ ପୁରୁଣା ଏହି ହୋଟେଲରେ ସୁଶାନ୍ତଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିବା ନେଇ କହିଥିଲେ ରିୟା: ଭିତରୁ ଦେଖିବାକୁ ଏପରି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ସିବିଆଇ। ଘଟଣାରେ ରିୟା ଚର୍କବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗଣାଯାଉଛି। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଚର୍ଚ୍ଚାକୁ ଆସିଛନ୍ତି ରିୟା। ଏଥିରେ ସେ…

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର ସହିତ ରହୁଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ସମସ୍ତଙ୍କର…

ସ୍ବାମୀଙ୍କଠାରୁ ୨୬ ବର୍ଷ ସାନ ଅଙ୍କିତା

ମୁମ୍ବାଇ: ଅଙ୍କିତା କୁଓ୍ବର ଏବେ ଏକ ପରିଚିତ ନାଁ। ସେ ଜଣାଶୁଣା ଅଭିନେତା ମିଲିନ୍ଦ ସୋନମଙ୍କ ପତ୍ନୀ। ଏକଥା ଅବଶ୍ୟ ସମସ୍ତେ ଜାଣିଛନ୍ତି ଅଙ୍କିତା ମିଲିନ୍ଦଙ୍କଠାରୁ ବୟସରେ ୨୬ ବର୍ଷ ସାନ। ହେଲେ ଦୁଇଜଣଙ୍କ ମଧ୍ୟରେ ଭଲପାଇବା ଖୁବ୍‌ ଗଭିର। ଉଭୟ…

ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା: କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଘରେ ପ୍ରାୟ ସବୁବେଳେ ପାର୍ଟି ହେଉଥିଲ ବୋଲି କୁହାଯାଉଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ…

ଗୋଟିଏ ଫିଲ୍ମର ଆୟ ସହ ସମାନ ସଲମାନଙ୍କ ବିଗ୍‌ବସ୍‌ ୧୪ର ପାରିଶ୍ରମିକ!

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ଶୋ’ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏଥର ବିଗ୍‌ ବସ୍‌-୧୪କୁ ନୂଆ ଟ୍ବିଷ୍ଟ ଓ ନୂଆ ଟର୍ଣ୍ଣ ନେଇ ବଲିଉଡ୍‌ ଭାଇଜାନ ସଳମାନ ଖାଁ ହୋଷ୍ଟ କରିବାକୁ ଯାଉଥିବା ଜଣାପଡିଛି। ଶୋ’ର…

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଆଉ ଏକ ଅଡିଓ କ୍ଲିପ୍‌: ଏଥିରେ ରିୟା କ’ଣ କହିଛନ୍ତି ଜାଣନ୍ତୁ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଚଳିତବର୍ଷ ଜାନୁୟାରୀର ଆଉ ଏକ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି। ଏଥିରେ ସୁଶାନ୍ତ, ରିୟା ଏବଂ ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀଙ୍କ ସହ ଆଉ କିଛି ବିତ୍ତୀୟ ପରାମର୍ଶଦାତା ଏକସାଥୀରେ ବସି ସୁଶାନ୍ତଙ୍କ ଆର୍ଥିକ ପରିଚାଳନା ବିଷୟରେ…

ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ

ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର କରି ସେ ଏହି ଖୁସି ଖବର ପ୍ରଶଂସକଙ୍କୁ କହିଥିଲେ। ଜାନୁୟାରୀରେ ଉଭୟଙ୍କ ଘରକୁ ନୂଆ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବା ଦୁଇମାସ ପୂରିସାରିଲାଣି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି। ସିବିଆଇ ଏବଂ ନେରୋକୋଟିକ୍‌ ଓ୍ବିଙ୍ଗ୍‌ ମଧ୍ୟ ଏହି ଘଟଣାରେ ନିୟୋଜିତ ହୋଇଛନ୍ତି। ଏବେ ଆଉ…

ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିବା ବାନ୍ଦ୍ରା ଡିସିପି କରୋନା ଆକ୍ରାନ୍ତ

ମୁମ୍ବାଇ,୨୯।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ମାୟାନଗରୀର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ନେଇ ନିଜ ପାଇଁ ବଲିଉଡ୍‌ରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ‘ତେଜାବ’ ଫିଲ୍ମରୁ ନିଜର ଏକ ଜବରଦସ୍ତ ପରିଚୟ ସୃଷ୍ଟି କରିଥିବା ମାଧୁରୀ ଏବେ ଏଣ୍ଟଟେନମେଣ୍ଟ ଦୁନିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?