ମନୋରଞ୍ଜନ

ସୁଶାନ୍ତ ଅଧାରାତିରୁ ଉଠି କାନ୍ଦୁଥିଲେ: ହନୁମାନଙ୍କ ମୂର୍ତ୍ତିକୁ କୁଣ୍ଢାଇ ଧରୁଥିଲେ

ମୁମ୍ବାଇ, ୧।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ରହସ୍ୟ ଏବେ ବି ଜଣାପଡ଼ିନି। ଏହାର ଯାଞ୍ଚ୍‌ ସିବିଆଇ କରୁଛି। ଇତିମଧ୍ୟରେ ବହୁ ଲୋକଙ୍କୁ ପଚରା ଉଚରା କରାଯାଇଛି। ପଚରା ଉଚରା ସମୟରେ ସୁଶାନ୍ତଙ୍କ ପୂର୍ବତନ ହାଉସ୍‌ ମ୍ୟାନେଜର…

ସିଙ୍ଗାପୁର ସିଫ୍ଟ ହେବେ ଅଭିନେତ୍ରୀ କାଜଲ: ଝିଅପାଇଁ ନେଲେ ଏଭଳି ପଦକ୍ଷେପ

କରୋନା ଭାଇରସ ଯୋଗୁ ସମସ୍ତ ବିଶ୍ୱ ଏବେ ଚିନ୍ତାରେ। ଏହାକୁ ଏଡ଼ାଇବା ପାଇଁ ସମସ୍ତେ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍‌ କଳାକାରମାନେ ମଧ୍ୟ ନିଜ ପିଲାମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଅଭିନେତା ଅଜୟ ଦେବଗନ୍‌ ଏବଂ କାଜଲଙ୍କୁ ଝିଅ…

ଅନୁଷ୍କାଙ୍କ ଚମତ୍କାରୀ ପୋଷାକର ଦାମକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ନିକଟରେ ଅନୁଷ୍କା ମା’ ହେବା ଖବର ବିରାଟ ଜଣାଇବା ପରେ ଏବେ ଏମାନଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏମାନଙ୍କ…

ସନ୍ନିଙ୍କ ପରେ କଲେଜ ମେରିଟ ଲିଷ୍ଟରେ ନେହା କକ୍କରଙ୍କ ନାମ

ନୂଆଦିଲ୍ଲୀ, ୩୧।୮-ପଶ୍ଚିମବଙ୍ଗର ଏକ କଲେଜର ମେରିଟ ତାଲିକାରେ ଗତକାଲି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଆସିଥିଲା। ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଗାୟିକା ନେହା କକ୍କରଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି। ପଶ୍ଚିମବଙ୍ଗର ମାଲଦା ଜିଲାର ଏକ କଲେଜର ପ୍ରବେଶିକା ପରୀକ୍ଷାର…

ମହାରାଷ୍ଟ୍ର ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଅନେକ ସମୟରେ ସହଯୋଗର ହାତ ବଢାଇଥିବା ଦେଖାଯାଇଛି। ଏଥର କିନ୍ତୁ ତାଙ୍କ ସହଯୋଗକୁ ଦେଖିଲେ ଗର୍ବ କରନ୍ତି ତାଙ୍କ ପ୍ରଶଂସକ। କରୋନା ମହାମାରୀ ପାଇଁ ଏବେ ଶୁଟିଂ ବନ୍ଦ ଥିବାରୁ ସେ ତାଙ୍କ ପନଓ୍ବଲ…

ଶେଷରେ ବର ବେଶରେ ସଜେଇ ହେଲେ ଅନୁପ ଜଲୋଟା

ପ୍ରସିଦ୍ଧ ଭଜନ ଗାୟକ ଅନୁପ ଜଲୋଟା ଗତ କିଛି ବର୍ଷ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ସେ ବିଗ୍‌ ବସ୍‌ରେ ଭାଗ ନେଇଛନ୍ତି ସେବେଠୁ ତାଙ୍କୁ ନେଇ ଆଲୋଚନା ଚାଲିଛି। ନିକଟରେ ତାଙ୍କ ନୂଆ ଫଟୋସୁଟ ଲୋକଙ୍କ ଦୃଷ୍ଟି ଆକର୍ଷଣ…

କମୁଛି କଙ୍ଗନାଙ୍କ ଫଲୋୟର୍ସ ସଂଖ୍ୟା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ଖୁବ୍‌ ଚର୍ଚ୍ଚାରେ। ବଲିଉଡ୍‌ରେ ବଂଶବାଦ ଓ ପକ୍ଷପାତିତାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଉଥିବା କଙ୍ଗନାଙ୍କର ଏବେ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟରରେ ଫଲୋୟର୍ସଙ୍କ ସଂଖ୍ୟା ଦିନକୁ ଦିନ କମ୍‌ ହେବାରେ ଲାଗିଛି। ସୂଚନା…

ରିଆ ଜଣେ ବିଷକନ୍ୟା: ସ୍ବାମୀ

ନୂଆଦିଲ୍ଲୀ, ୩୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏପରିସ୍ଥଳେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ବାମୀ କହିଛନ୍ତି ଯେ,…

ଅଭିନେତା ସୋନୁ ସୁଦଙ୍କୁ ଗୋଟିଏ ମାସର ଦରମା ଦେବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମିଳିଲା ଏମିତି ଉତ୍ତର

ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। କାହାକୁ ଘର ତ ଆଉ କାହାକୁ ଚାକିରି ଦେଇ ସୋନୁ ଏବେ ଦେଶରେ ଲୋକପ୍ରିୟତା ହାସଲ କରିଛନ୍ତି। ସୋନୁଙ୍କ କାମରେ ଖୁସି ହୋଇ ଜଣେ ଯୁବକ ନିଜ…

ରିୟାଙ୍କୁ ୯ ଘଣ୍ଟା ଧରି ଜେରା କଲା ସିବିଆଇ

ମୁମ୍ବାଇ, ୩୦।୮(ପି.ଟି.)-ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ରବିବାର ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ। ତୃତୀୟ ଦିନ ପାଇଁ ସିବିଆଇ ତାଙ୍କୁ ଜେରା କରିଛି। ସିବିଆଇ ଅଧିକାରୀମାନେ ତାଙ୍କୁ ୯ ଘଣ୍ଟା ଧରି…

ମକା ଫଟୋ ଶେୟାର କରି ସମସ୍ତଙ୍କ ହୃଦୟ ଜିତିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କେମିତି

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି। କେତେବେଳେ ନିଜ ଫିଲ୍ମର ଫଟୋ ଶେୟାର କରନ୍ତି ତ ଆଉ କେତେବେଳେ କିଛି ଶିକ୍ଷଣୀୟ କଥା କହି…

କରୋନାରୁ ସୁସ୍ଥ ହେଲେ ଜେନେଲିଆ

ମୁମ୍ବାଇ,୩୦।୮-ବଲିଉଡ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଶନିବାର କରୋନାରୁ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ତିନି ସପ୍ତାହ ପୂର୍ବରୁ ମୋର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଗତ ୨୧ ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?