ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ: ବିକାଶ ସିଂ

ମୁମ୍ବାଇ,୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ବୁଧବାର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ମାନସିକ ଅବସାଦ ଯଦି ଥିଲା ତେବେ ତାଙ୍କ ପରିବାର ଲୋକ କେମିତି ଜାଣିଲେ ନାହିଁ। ତାଙ୍କର ଡିପ୍ରେସନ ରୋଗ ଥିଲେ ତାହା ସିକ୍ରେଟ ହୋଇ ରହି ନ ଥାନ୍ତା । ସୁଶାନ୍ତଙ୍କୁ ଯେଉଁ ଔଷଧ ଦିଆଯାଇଛି, ତାହା ଦେବା ବାଲା ଜାଣିଛି । ରିୟା ଜାଣିଶୁଣି ସୁଶାନ୍ତଙ୍କ ମାନସିକ ସ୍ଥିତି ବିଗାଡି ଥିଲେ ବୋଲି ବିକାଶ କହିଛନ୍ତି। ଅନ୍ୟପକ୍ଷେ ସୁଶାନ୍ତଙ୍କ ପରିବାରର ବୟାନ ମୁମ୍ବାଇ ପୋଲିସ ମରାଠୀରେ ନେଇଛି। ଜାଣିଶୁଣି ପୋଲିସ ବୟାନ ଲେଖାଇଥିବା ନେଇ ବିକାଶ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ପ୍ରକାଶ ଯେ, ସିବିଆଇ ଏହି ମାମଲାର ତଦନ୍ତକୁ ଜୋରଦାର ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତାଙ୍କୁ ଗୋଟିଏ ସପ୍ତାହରେ ଆସିଲାଣି ୧୮୦ କୋଟି ବିବାହ ପ୍ରସ୍ତାବ!

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫିଲ୍ମ ‘ଭୁଲ୍‌ ଭୁଲେୟା ୨’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ...

ଆସନ୍ତା ଜାନୁୟାରୀରେ ରିଲିଜ୍‌ ହେବ ବିକ୍ରମ ଗୋଖଲେଙ୍କ ଶେଷ ଫିଲ୍ମ

ମୁମ୍ବାଇ: ହିନ୍ଦୀ ତଥା ମରାଠୀ ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଦୁନିଆରୁ ବିଦାୟ ନେଇଛନ୍ତି। ହେଲେ ସେ ତାଙ୍କ ଫିଲ୍ମ ମାଧ୍ୟମରେ ସର୍ବଦା ସ୍ମରଣ...

ଜାହ୍ନବୀଙ୍କ ଭିନ୍ନ ଲୁକ୍‌

ମୁମ୍ବଇ:ବଲିଉଡ୍ ନାୟିକା ଜାହ୍ନବୀ କପୁର ନିଜ କ୍ୟୁଟନେସ୍ ପାଇଁ ତାଙ୍କ ଫ୍ୟାନ୍ସଙ୍କ ପାଖେ ଯେତିକି ପରିଚିତ ବେଳେ ବେଳେ ତାଙ୍କ ବୋଲ୍ଡ ଲୁକ୍ ବି ହୋସ୍...

ବଲିଉଡ୍‌ର ଏହି ଅଭିନେତ୍ରୀ ଅଜବ କାରଣ ଦର୍ଶାଇ ରିଜେକ୍ଟ କରିଥିଲେ ହଲିଉଡ୍‌ର ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ହଲିଉଡ୍‌ ଫିଲ୍ମରେ କାମ କରି ବେଶ୍‌ ନାଁ କମାଇଛନ୍ତି। ବେଳେବେଳେ ଏମିତି ହୋଇଛି ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ...

ଜନ୍ମଦିନରେ ବଡ଼ ଘୋଷଣା କଲେ ଏହି ପ୍ରସିଦ୍ଧ ଅଭିନେତା

ମେଗାଷ୍ଟାର ଚିରଞ୍ଜୀବୀ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ନାଁ ଘୋଷଣା କରିଛନ୍ତି। ଚିରୁ ୧୫୩ ନାମକ...

ବିବାହ ବନ୍ଧନରେ ବାନ୍ଧି ହେଲେ ଲଭ୍‌ବାର୍ଡ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ । ୫ ବର୍ଷର ସମ୍ପର୍କକୁ ସେମାନେ ଆଜି ଅଫିସିଆଲ କରିଛନ୍ତି।...

ସଲ୍‌ମାନ ଭାଣିଜୀଙ୍କୁ କିସ୍‌ କରୁଥିବାର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍‌ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ...

କିଏ ସେ ‘ଓରି’? ଯିଏ ନ୍ୟାସାଙ୍କ ବନ୍ଧୁ, ସାରାଙ୍କ ସହପାଠୀ ଆଉ ଜାହ୍ନବୀ ସହ ଡେଟିଂକୁ ନେଇ ଚର୍ଚ୍ଚାରେ…

ବମ୍ବେ: କେତେବେଳେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ଡେଟିଂକୁ ନେଇ ଚର୍ଚ୍ଚାରେ ଥାନ୍ତି ସେ ତ କେବେ ତାଙ୍କୁ ସାରା ଅଲ୍ଲୀ ଖାଁ, ନ୍ୟାସାଙ୍କ...

Advertisement
Archives

Model This Week