ମନୋରଞ୍ଜନ

ରିୟାଙ୍କ ସମର୍ଥନରେ ବାହାରିଲା ବଲିଉଡ୍‌: ଏହିସବୁ କଳାକାର କଲେ କ୍ୟାମ୍ପେନ୍‌

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏନସିବି ରିୟାଙ୍କୁ ଡ୍ରଗ ସିଣ୍ଡିକେଟର ଜଣେ ସକ୍ରିୟ ସଦସ୍ୟ ବୋଲି କହିଛି। ଏଭଳି ପରିସ୍ଥିତିରେ ରିୟାଙ୍କ…

ରିୟାଙ୍କ ସାଙ୍ଗରେ କାମ କରିବାକୁ ଚାହିଁ ବସିଛନ୍ତି ଏହି ବଲିଉଡ୍‌ ନିର୍ଦ୍ଦେଶକ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରେଟ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ଦ୍ଦେଶକ ନିଖିଲ ଦ୍ୱିବେଦୀ ରିୟାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ସେ ରିୟାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଖିଲ ଅନେକ ଟୁଇଟ୍‌ କରି…

ଡରିବି ନାହିଁ କି ନଇଁବି ନାହିଁ, ରାଣୀ ଲକ୍ଷ୍ମୀବାଇଙ୍କ ପଦାଙ୍କ ଅନୁସରଣ କରିବି‌: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। କଙ୍କନା ସେପ୍ଟେମ୍ବର ୯ ଅର୍ଥାତ୍‌ ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଚଣ୍ଡିଗଡ଼ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଯାତ୍ରା କରିବା ପୂର୍ବରୁ କଙ୍କନା…

ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି: ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୯ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏବେ ଏକ ଚିଠି ଭାଇରାଲ ହେଉଛି। ଏହି…

ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଥିବା ପ୍ରମାଣିତ ହୋଇଛି: ବିହାର ଡିଜିପି

ପାଟଣା,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାକୋର୍ର୍ଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନ୍‌ସିବି) ମଙ୍ଗଳବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିୟା ଗିରଫ ହେବା ପରେ ବିହାର ଡିଜିପି ଗୁପ୍ତେଶ୍ୱର…

୩୦ ଲକ୍ଷରେ ବିଗ୍‌ ବି ବିକୁଛନ୍ତି କୋଟିଏରୁ ଅଧିକ ମୂଲ୍ୟର ଏହି କାର୍‌? ୧୪ ବର୍ଷ ପୂର୍ବେ ସଉକରେ କିଣିଥିଲେ

ବମ୍ବେ: କାର୍‌ ବିକିବେ ବିଗ୍‌ ବି ଅମିତାଭ। ନିଜର ପୋର୍ଚେ କେମ୍ୟାନ୍‌ ଏସ୍‌ କାର୍‌କୁ ବିକ୍ରି କରିବାକୁ ଅମିତାଭ ନିଷ୍ପତ୍ତି ନେଇଛନ୍ତି। କାରଟିର ମୂଲ୍ୟ ୧.୨୦ କୋଟି ଟଙ୍କା ହୋଇଥିଲେ ହେଁ ସେ ଏହାକୁ ୩୦ ଲକ୍ଷ ଟଙ୍କାରେ ବିକିବେ ବୋଲି…

ରିୟାଙ୍କ ଗିରଫ ପରେ ଟୁଇଟ କରି ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା

ମୁମ୍ବାଇ,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନସିବି) ମଙ୍ଗଳବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ରିୟାଙ୍କ ଗିରଫ ଖବର ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ…

ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବୟାନ ଦେଇ କଙ୍ଗନା ଏବେ ଚର୍ଚ୍ଚାରେ…

ସୋନୁଙ୍କୁ ମାମୁ ସମ୍ବୋଧନ କରି ଗୁହାରି କଲେ କୁନି କୁନି ଶିଶୁ

ମୁମ୍ବାଇ: ମଧ୍ୟପ୍ରଦେଶ ରିଓ୍ବା ଜିଲାର ଏକ ସ୍କୁଲରେ ପଢୁଥିବା କୁନି କୁନି ପିଲାମାନେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ମାମୁ ବୋଲି ସମ୍ବୋଧନ କରିଛନ୍ତି। ଏହାସହ ସେମାନେ ସୋନୁଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ…

ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହି ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆରବଙ୍କୁ ଏବେ…

ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା

ଶେଷରେ ପ୍ରତୀକ୍ଷାର ଅନ୍ତ ହୋଇଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି ଗିରଫ କରିଛି। ଡ୍ରଗ୍ସ ସେବନ କରିବା ସହିତ ରିୟାଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ…

କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!

ମୁମ୍ବାଇ,୮।୯: ତୁଟୁନି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍‌ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ ଅଡୁଆ ଯେମିତି ବଢିବାରେ ଲାଗିଛି। କଙ୍ଗନା ମୁମ୍ବାଇକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?