ରିୟାଙ୍କ ସାଙ୍ଗରେ କାମ କରିବାକୁ ଚାହିଁ ବସିଛନ୍ତି ଏହି ବଲିଉଡ୍‌ ନିର୍ଦ୍ଦେଶକ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରେଟ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ଦ୍ଦେଶକ ନିଖିଲ ଦ୍ୱିବେଦୀ ରିୟାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ସେ ରିୟାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଖିଲ ଅନେକ ଟୁଇଟ୍‌ କରି ଲେଖିଛନ୍ତି- ରିୟା, ମୁଁ ତୁମକୁ ଜାଣେ ନାହିଁ। ମୁଁ ଜାଣେ ନାହିଁ ତୁମେ କେଉଁ ପ୍ରକାରର ଯୁବତୀ। ବୋଧହୁଏ ତୁମେ ଦେଖାଯାଉଥିବା ପରି ଖରାପ। ସମ୍ଭବତ ନୁହେଁ। ମୁଁ ଜାଣେ ଯେ ଆପଣଙ୍କ ସହ ଯାହା ହୋଇଛି ତାହା ଅନ୍ୟାୟ, ବେଆଇନ ଅଟେ। ଏକ ସଭ୍ୟ ଦେଶ ଯେପରି ଆଚରଣ କରେ ନାହିଁ। ଯେତେବେଳେ ଏସବୁ ସମାପ୍ତ ହେବ, ଆମେ ଆପଣଙ୍କ ସହିତ କାମ କରିବାକୁ ଚାହିଁବୁ। ଅପେକ୍ଷାରେ ରହିଲୁ ବୋଲି ନିଖିଲ୍‌ କହିଛନ୍ତି। ନିଖିଲ୍‌ଙ୍କ ଟୁଇଟ୍‌ ଦେଖି ୟୁଜର୍ସ ତାଙ୍କୁ ଟ୍ରୋଲ୍‌ କରିବାକୁ ପଛାଇ ନାହାନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଛନ୍ଦି ହୋଇପଡିଚନ୍ତି। ସେ ସୁଶାନ୍ତଙ୍କ ଡ୍ରଗ୍ସ ଦେବାସହ ନିଜେ ଡଗ୍ସ ନେଉଥିବା ଅଭିଯୋଗ ହୋଇଛି। ଡ୍ରଗ୍ସ ବେପାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ରିୟା ଗିରଫ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ପୁଅର ଭିଡିଓ ଭାଇରାଲ୍‌, ମୋଦି ଦେଲେ ଏଭଳି ପ୍ରତିକ୍ରିୟା

ନିକଟରେ ଅଭିନେତ୍ରୀ ଗୁଲ ପନାଗଙ୍କ କୁନି ପୁଅ ନିହାଲଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭିଡିଓରେ...

ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ

ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ...

ହରିୟାଣା ଲୋକଙ୍କୁ ଘରେ ରହିବାକୁ ରାଜି କରାଇବେ ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ

ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ ଘରେ ରହିବା ପାଇଁ ମନାଇବେ ବଲିଉଡ୍‌ ଅଭିିନେତ୍ରୀ ତଥା ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ...

ରାହୁଲ ମହାଜନଙ୍କ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କଲେ ରୁଷୀୟ ପତ୍ନୀ: ନୀତି ପଢ଼ୁଛନ୍ତି ଗୀତା

ବମ୍ବେ: ଏକାଧିକ ଥର ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ବସ୍‌ ଫେମ୍‌ ରାହୁଲ ମହାଜନ। ଦୁଇ ଦୁଇ ଥର ବିବାହ କରି ବିଫଳ ହେବା ପରେ...

୪୮ ବର୍ଷରେ ପୁଣିଥରେ ମା’ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ!

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ହେଲେ ମନ୍ଦିର ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇ...

ଅମିତାଭଙ୍କ ପୋଲିସ ବଡିଗାର୍ଡଙ୍କ ବଦଳି; ୧.୫ କୋଟି ଦରମା ପାଉଥିବା ଜଣାପଡ଼ିବା ପରେ…

ବମ୍ବେ: ଦରମାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପୋଲିସ ବଡିଗାର୍ଡ ଜିତେନ୍ଦ୍ର ଶିନ୍ଦେ। ତାଙ୍କର ମାସିକ ପାଉଣା ୧.୫ କୋଟି ଟଙ୍କା...

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଅନେକ ଦିନ...

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

Advertisement
Archives

Model This Week