ଚୁଜି ହେଲେଣି ହୁମ୍ମା
ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ ତର୍ଜମା କରିବେ। ତା’ପରେ ସେଥିରେ ଆକ୍ଟିଂ କରିବେ କି ନାହିଁ ଚିନ୍ତା କରିବେ। ଏ…
ଶୁଟିଂ ସେଟ୍କୁ ଫେରିଲେ ଅମିତାଭ
ମୁମ୍ବାଇ,୧୦ ।୯: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଫେରିଥିଲେ । ଆଉ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ପୁଣିଥରେ ଶୁଟିଂ ସେଟକୁ ଫେରିଥିବା ଦେଖାଯାଇଛି ।…
ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ରିୟାଙ୍କୁ ଟାର୍ଗେଟ କରି ଅଙ୍କିତା କହିଛନ୍ତି…
ଏହି କାରଣରୁ ଅଜୟ ଦେବଗନ୍ଙ୍କୁ କିସ୍ କରିବାକୁ ମନା କରିଦେଇଥିଲେ କରିନା
ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି। ତେବେ ବେବୋ ଅନେକ ଫିଲ୍ମରେ ଲିପ୍ଲକ୍କୁ ହଁ କରିଥିବା ବେଳେ ଗୋଟିଏ ଫିଲ୍ମରେ ଅଜୟଙ୍କୁ…
ମାନ୍ୟତାଙ୍କଠାରୁ ଆରମ୍ଭ କରି ରିନା ରାୟ: ହିନ୍ଦୁ ନୁହନ୍ତି ବଲିଉଡ୍ର ଏହି ୮ ଅଭିନେତା
ବଲିଉଡରେ ଏପରି ଅଭିନେତା ଅଛନ୍ତି, ଯେଉଁମାନେ ଫିଲ୍ମରେ ଥିବା ଚରିତ୍ରର ନାମକୁ ନେଇ ଲୋକପ୍ରିୟ ହୋଇଛନ୍ତି। ନଚେତ ଫିଲ୍ମ କରିବା ପୂର୍ବରୁ କେହି କେହି ନିଜ ନାମ ପରିବର୍ତ୍ତନ କରିଥିବାର ନଜିର ରହିଛି। ଉକ୍ତ ନାମରୁ ସେମାନେ କେଉଁ ଧର୍ମର ତାହା…
ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍ର ଏହି କୁଇନ୍
ବମ୍ବେ: ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଶିବସେନା ଏବଂ ମହାରାଷ୍ଟ୍ର ପୋଲିସ ବିରୋଧରେ ଲଗାତାର ଭାବେ କଟୁ ଟିପ୍ପଣୀ ଦେଉଥିବା ଅଡୁଆରେ ଫସିଛନ୍ତି କଙ୍ଗନା। ବିବାଦକୁ ନେଇ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା…
୨୬୦ କୋଟିର ପ୍ରାଇଭେଟ୍ ଜେଟ୍, ୮୦ କୋଟି ବଙ୍ଗଳାର ମାଲିକ ହେଉଛନ୍ତି ବଲିଉଡ୍ର ଏହି ଅଭିନେତା: ମୋଟ ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକା
ବଲିଉଡ୍ର ଖିଲାଡି କିଙ୍ଗ ଭାବେ ପରିଚିତ ଅକ୍ଷୟ କୁମାରଙ୍କର ଆଜି ଜନ୍ମଦିନ। ୧୯୬୭ ସେପ୍ଟେମ୍ବର ୯ରେ ଅମୃତସରରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ଏହି ଖାସ୍ ଦିନ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କରୋନାକୁ ନେଇ ଲକ୍ଡାଉନ୍ ଚାଲିଥିବା…
କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍ସି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍ସି ବେଆଇନ ନିର୍ମାଣ ଅଭିଯୋଗରେ ଭାଙ୍ଗି ଦେଇଛି। ଏନେଇ କଙ୍ଗନାଙ୍କୁ ପୂର୍ବରୁ ନୋଟିସ୍ ହୋଇଥିଲା। ଅନ୍ୟପକ୍ଷରେ…
ଖିଲାଡି କିଙ୍ଗଙ୍କୁ ଜନ୍ମଦିନରେ ଏଭଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: କହିଲେ ‘ଆପଣ ରୋଲ ମଡେଲ, ହିରୋ’
ଆଜି ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ହାପି ବର୍ଥ ଡେ। ୧୯୬୭ ସେପ୍ଟେମ୍ବର ୯ ତାରିଖଷର ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ…
ସମସ୍ତେ ମୋ ଝିଅକୁ ଫାଶୀରେ ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ: ରିୟାଙ୍କ ବାପା
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି ପ୍ରେମିକା ରିୟା ଚକ୍ରବର୍ତ୍ତୀ। ଭାଇ ସୌଭିକଙ୍କ ପରେ ମଙ୍ଗଳବାର ଏନ୍ସିବି ତାଙ୍କୁ ଗିରଫ କରିଛି। ଏପରିକି ତାଙ୍କୁ ୧୪ ଦିନ ପାଇଁ…
ସିମ୍ କାର୍ଡରେ ସୋନୁ ସୁଦଙ୍କ ଫଟୋ ବନାଇଲେ ବ୍ୟକ୍ତି: ଏମିତି ମଜାଳିଆ ଉତ୍ତର ଦେଲେ ଅଭିନେତା
କରୋନା ମହାମାରୀ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅଭାବୀ ଲୋକଙ୍କୁ ସହଯୋଗ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲୋକେ ତାଙ୍କୁ ଯେଉଁପ୍ରକାରର ସହଯୋଗ ମାଗିଛନ୍ତି ସେ ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି। ଏଥିପାଇଁ ଦେଶ ବାହାରେ ମଧ୍ୟ…
ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା
୨୦୨୦ ବର୍ଷ ସିନେମା ପାଇଁ କଳା ବର୍ଷ ବୋଲି ପ୍ରମାଣିତ ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଏହି ସମୟରେ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ତାଙ୍କ…

