ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହି ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆରବଙ୍କୁ ଏବେ ମାତ୍ର ୧୮ ବର୍ଷ। ତେବେ ଅକ୍ଷୟ ଓ ଟ୍ବିଙ୍କିଲଙ୍କର ଆଉ ଏକ ୭ ବର୍ଷର ଝିଅ ନିତାରା ବି ରହିଛନ୍ତି। ଅକ୍ଷୟଙ୍କ ସବୁଠାରୁ ଲୋକପ୍ରିୟ ଶୋ’ ମ୍ୟାନ ଭର୍ସେସ ଓ୍ବାଲଡକୁ ଏବେ ସମସ୍ତଙ୍କର ଅପେକ୍ଷା। ତେବେ ଡିସକଭରି ଚ୍ୟାନେଲର କାର୍ଯ୍ୟକ୍ରମ ‘ଇନ ଟୁ ଦି ଓ୍ବାଇଲ୍ଡ ଓ୍ବିଥ୍‌ ବେୟର ଗ୍ରିଲ୍ସ’ର ଆଗାମୀ ଏପିସୋଡରେ ବେୟରଙ୍କ ସହ କଥାବାର୍ତ୍ତା ସମୟରେ ଅକ୍ଷୟ କହିଥିଲେ ମୋ ପୁଅ ସବୁଠାରୁ ଅଲଗା। ସେ କେତେବେଳେ ମୋ ପରିଚୟ ନେଇ ବଞ୍ଚିବାକୁ ଚାହିଁ ନ ଥାଏ। କାରଣ ସେ ନିଜର ପରିଚୟ ସୃଷ୍ଟି କରିବାକୁ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ହେଲିକପ୍ଟରୁ ତଳକୁ ଖସି ପଡ଼ିଥିଲେ ଏହି ଅଭିନେତା: ପରେ ବଳାତ୍କାର ଅଭିଯୋଗରେ ହୋଇଥିଲେ ଗିରଫ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରଦାରେ କାମ କରିଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ...

ଜନ୍ମଦିନ ପୂର୍ବରୁ ନିଜପାଇଁ ସ୍ୱତନ୍ତ୍ର ଉପହାର କିଣିଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ର ବେଶ୍ ଲୋକପ୍ରିୟ ଅଭିନେତା ତଥା ବଲିଉଡ୍ ଗାୟିକା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିଂମାଶ କୋହଲି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ...

ସରିଲା ‘ଶକୁନ୍ତଳା ଦେବୀ’ ପ୍ରଥମ ସିଡ୍ୟୁଲର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଶକୁନ୍ତଳା ଦେବୀ’ର ପ୍ରଥମ ସିଡ୍ୟୁଲର ଶୁଟିଂ ଶେଷ ହୋଇଛି। ଏହାପରେ ଏଥିରେ ଅଭିନୟ କରୁଥିବା କଳାକାରମାନେ ପାର୍ଟି କରୁଥିବା ନଜର ଆସିଛି।...

ଜନ୍ମଦିନରେ କିଛି ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରଣବୀର

ଜୁଲାଇ ୬ ଅର୍ଥାତ ଆଜି ରଣବୀର ସିଂହଙ୍କ ଜନ୍ମଦିନ। ଚଳିତବର୍ଷ ରଣବୀର ୩୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ବ୍ୟସ୍ତତା ଭିତରେ ନିଜ ପରିବାରକୁ ରଣବୀର...

ଏହି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ବେଳେ ଡରି ଯାଇଥିଲେ ସୈଫ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର ବବ୍‌ଲି-୨’କୁ ନେଇ ଏବେ ଚର୍ଚ୍ଚାରେ। ଏହି...

ଆସନ୍ତା ବର୍ଷ ରିଲିଜ ହେବ ‘ସ୍ତ୍ରୀ ୨’

ମୁମ୍ବାଇ: କମେଡି-ହରର ମୁଭି ‘ସ୍ତ୍ରୀ’କୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଓ ପଙ୍କଜ ତ୍ରିପାଠୀଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ...

ଆର୍‌ପିର ପ୍ରକୃତ ଅର୍ଥ ବୁଝାଇଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ଗତ କିଛି ମାସ ହେବ କ୍ରମାଗତ ଭାବେ ଟ୍ରୋଲ୍‌ର ଶିକାର ହେଉଛି। ତାଙ୍କ ନାମ କ୍ରିକେଟର ରିଷଭ ପନ୍ତଙ୍କ ସହ...

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିବେନି ହ୍ରିତିକ

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବା କଥା ଶୁଣିବାକୁ ମିଳିଥିଲା। ଆଉ ଏହାର ଲିଡ୍‌ ରୋଲରେ ହ୍ରିତିକ...

Advertisement
Archives

Model This Week