ମନୋରଞ୍ଜନ

୫୦ କୋଟିର ଘର, ୩.୨୯ କୋଟିର କାର, ୬୮ ଲକ୍ଷର ଜୋତା ଏବଂ ୩୦୭ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଅଭିନେତା

ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ ରଣବୀର ସିଂ। ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କର ଶେଷ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହେବାର ମାତ୍ର ୪ ଦିନରେ ୯୬.୩୫ କୋଟି…

ଏହି ଅଭିନେତାଙ୍କୁ ସୁରକ୍ଷାକର୍ମୀ ପୂରାଇ ଦେଇ ନ ଥିଲେ ଘରକୁ, ଏବେ ସେହି ଘରର ମାଲିକ

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର। ସେପ୍ଟେମ୍ବର ୯ରେ ଦିଲ୍ଲୀର ଚାନ୍ଦନୀ ଚୌକ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅକ୍ଷୟଙ୍କର ଖେଳପ୍ରତି ଆଗ୍ରହ ରହିଥିଲା। ତେଣୁ ୧୦ମ ପାସ୍‌ କଲା ପରେ ସେ…

ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୨ରେ ସେ ବିଦେଶୀ ମ୍ୟୁଜିସିଆନ୍‌…

ଅମିତାଭ ଲେଖିଲେ ଏମିତି ମଜାଳିଆ କଥା‌, ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ବହୁତ ଆକ୍ଟ୍ରିଭ୍‌ ରହୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିଦିନ ପ୍ରଶଂସକଙ୍କ ସହ ତାଙ୍କ ଦୈନନ୍ଦିନ ଜୀବନ, ପିତାଙ୍କ କବିତା, ଫଟୋ, ଚିନ୍ତାଧାରା ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ…

ବୋଲ୍ଡ ସିନ୍‌ ପାଇଁ ବଦ୍‌ନାମ ଏହି ଅଭିନେତ୍ରୀ, ବିବାହର ବର୍ଷକ ମଧ୍ୟରେ ସ୍ବାମୀଙ୍କ ଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ ଅଭିନେତ୍ରୀ ମଲିକା ଶେରାଓ୍ବତ୍‌ଙ୍କୁ କିଏ ବା ନ ଜାଣେ। ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ମଲ୍ଲିକା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଇମରାନ ହାଶମୀଙ୍କ ସହ ଫିଲ୍ମ ‘ମର୍ଡର’ରେ କାମ କରିବା ପରଠାରୁ ସେ ବଦ୍‌ନାମ…

ସମୁଦ୍ର ମଧ୍ୟକୁ ଯାଇ କାନ୍ଦୁଥିଲେ ବଲିଉଡ୍‌ର ସବୁଠୁ ହ୍ୟାଣ୍ଡସମ୍‌ ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସବୁଠାରୁ ହ୍ୟାଣ୍ଡସମ୍‌ ହିରୋ ଶଶି କପୁରଙ୍କ ସ୍ତ୍ରୀ ଜେନିଫର କେଣ୍ଡେଲଙ୍କର ସୋମବାର ଅର୍ଥାତ୍‌ ଆଜି ହେଉଛି ୩୬ତମ ଶ୍ରାଦ୍ଧ ପାର୍ଷିକୀ। ସେପ୍ଟେମ୍ବର ୭, ୧୯୮୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ବି ଶଶି ଆଉ ଆମ ଗହଣରେ ନାହାନ୍ତି। ହେଲେ…

ବର୍ଷା-ଅନୁଭବ ବିବାଦ: ଶୁଣାଣି ତାରିଖ ଘୁଞ୍ଚିଲା

କଟକ ଅଫିସ,୭ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ…

୩୬୯ କାରର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ମାଲୟାଲମ୍‌ ଅଭିନେତା ହେଉଛନ୍ତି ମାମୋତିି। ତାଙ୍କର ପୁରା ନାମ ମହମ୍ମଦ କୁଟି ଇସ୍‌ମାଇଲ ପାନିପରମ୍ବିଲ। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ନିଜ ନାମ ରଖିଛନ୍ତି ମାମୋତି। ମାଲୟାଲମ୍‌ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ…

କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ। ଏହାସହ ଶିବସେନାର ମହିଳା କର୍ମୀମାନେ…

ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ

ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା ସଂକ୍ରମିତ ହେବା ନେଇ ତାଙ୍କ ଭଉଣୀ ଅମୃତା ଆରୋରା ସୂଚନା ଦେଇଛନ୍ତି। ତାଙ୍କ ପାଖରେ…

ନିୟା ଶର୍ମାଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ ଖତରୋଁ କା ଖିଲାଡିର ଓ୍ବିନର ତଥା ଟେଲିଭିଜନ ଦୁନିଆର ଅଭିନେତ୍ରୀ ନିୟା ଶର୍ମା ଏବେ ଖୁବ୍‌ ଚର୍ଚ୍ଚାରେ। ଟେଲିଭିଜନ ଧାରାବାହିକରେ ଜଣେ ସଂସ୍କାରି ବୋହୂର ଚରିତ୍ରରେ ନଜର ଆସିଥିବା ନିୟାଙ୍କର ଏବେ କିଛି ବୋଲ୍ଡ ଫଟୋ…

ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ,୬।୯: ବଲିଉଡ୍‌ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ ଏବେ କରୋନାରେ ପୀଡ଼ିତ। ତେବେ ଏହି ଖବର ଆପଣମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଭାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?