ଟୁଇଟରରେ ଅନୁରାଗଙ୍କ ମୃତ୍ୟୁ ଖବର: ଫିଲ୍ମ ନିର୍ମାତା କହିଲେ ଯମ ନିଜେ ମୋତେ ଘରେ ଛାଡିଦେଇ ଗଲେ

ମୁମ୍ବାଇ,୧୪ ।୯: ବର୍ତ୍ତମାନ ସମୟରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ଆଉ ଇତିମଧ୍ୟରେ ଟୁଇଟରରେ ଏକ ଗୁଜବ ଦେଖିବାକୁ ମିଳିଛି । ସୋମବାର ଗ୍ୟାଙ୍ଗସ୍ ଅଫ୍ ୱାସିପୁର ଓ ସାକ୍ରେଡ ଗେମ୍ସ ଭଳି ଫିଲ୍ମ ଓ ସିରିଜ ନିର୍ମାତା ଅନୁରାଗ କଶ୍ୟପଙ୍କ ମୃତ୍ୟୁ ହୋଇଛି । ଏହାକୁ ଦେଖିବା ପରେ କେତେଜଣ ସମବେଦନା ପ୍ରକାଶ କରିଥିବା ବେଳେ କେତେକ ଶ୍ରଦ୍ଧାଞ୍ଜଳି ବି ଦେଇଦେଇଛନ୍ତି । ଆଉ ଏହାକୁ ଦେଖି ନିଜେ ଅନୁରାଗ ଟୁଇଟ୍ କରି କହିଛନ୍ତି ଯମ ନିଜେ ଆସି ମୋତେ ଘରେ ଛାଡି ଦେଇଗଲେ । ଟୁଇଟର ଆକଉଣ୍ଟ @KRKBoxOfficeରୁ ଏଭଳି ଟୁଇଟ୍ କରାଯାଇଥିବା ଜଣାପଡିଛି । ଯେଉଁଥିରେ ଲେଖାଯାଇଛି ଅନୁରାଗ କଶ୍ୟପଙ୍କ ଆତ୍ମାକୁ ଶାନ୍ତି ମିଳୁ ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଇରଫାନ୍‌

ବମ୍ବେ: ପରଲୋକରେ ବଲିଉଡ୍‌ର ଖ୍ୟାତନାମା ଅଭିନେତା ଇରଫାନ୍‌ ଖାନ୍‌। ୫୪ ବର୍ଷ ବୟସରେ ବମ୍ବେର କୋକିଲାବେନ୍‌ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିର୍ଦ୍ଦେଶକ...

ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା କେଜିଏଫ୍‌ ୨

ଫିଲ୍ମ କେଜିଏଫ୍‌ ଚାପ୍ଟର ୨ ରିଲିଜ୍‌ ପୂର୍ବରୁ ରେକର୍ଡ କରିଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ପ୍ରତୀକ୍ଷା...

ବିନା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ରେ ବି ୧୮ରୁ ୪୪ ବର୍ଷ ବୟସ୍କ ନେଇପାରିବେ ଟିକା

ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ ନ କରି...

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ...

ପରମ୍ପରା ଭାଙ୍ଗିଲେ ଉପରାଜ୍ୟପାଳ: ଲୋକଙ୍କ ବିଶ୍ୱାସ ଜିଣିବା ପ୍ରୟାସ…

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରିଛନ୍ତି। ପୁଲଓ୍ବାମା ଗସ୍ତ ସମୟରେ ସେ ହେଲିକପ୍ଟରର...

ମୋବାଇଲ ଭ୍ୟାନରେ ପିଆଜ ଯୋଗାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୯: ଦେଶର ଅଧିକାଂଶ ସ୍ଥାନରେ ଏବେ ପିଆଜ କିଲୋ ପିଛା ଦାମ୍‌ ୫୦ ଟଙ୍କା ଛୁଇଁଥିବା ବେଳେ ସାଧାରଣ ଖାଉଟି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।...

ନୀତିଶଙ୍କ ରଣନୀତି: ୬ ଜଣିଆ ଦଳ ଉପରେ ଦାୟିତ୍ୱ

ପାଟନା, ୨୮।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ବାଚନ ସ୍ବତନ୍ତ୍ର ରଣନୀତି ଆପଣେଇବା ସହିତ ଏହାର ଦାୟିତ୍ୱ ୬...

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର...

Advertisement
Archives

Model This Week