ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ଟିଭି ଶୋ’ ‘ଇଶ୍କବାଜ’ର ଅଭିନେତା ନକୁଲ ମେହତା ବାପା ହେବାକୁ ଯାଉଛନ୍ତି। ନକୁଲଙ୍କ ସ୍ତ୍ରୀ ଜାନକୀ ଗର୍ଭବତୀ ଅଛନ୍ତି। ଏ ନେଇ ନକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାରକରି ସୂଚନା ଦେଇଛନ୍ତି। ଉକ୍ତ ଫଟୋରେ ନକୁଲ ଏବଂ ତାଙ୍କ ସ୍ତ୍ରୀ ରୋମାଣ୍ଟିକ୍‌ ଦେଖାଯାଉଛନ୍ତି। ଜାନକୀ ବେବି ବମ୍ପ୍‌ ସହ ନଜର ଆସୁଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଟିଭି କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।
ଉଦୟପୁର ଶହରରେ ଜନ୍ମଗ୍ରହଣ କରିଥିବା ନକୁଲ ରାଜପରିବାର ଅଟନ୍ତି। ସେ ରାଜା ପୃଥ୍ବୀରାଜ ଚୌହ୍ବାନଙ୍କ ବଂଶଧର। ୨୦୧୨ ମସିହାରେ ସିଲିଏଲ୍‌ ‘ପ୍ୟାର କା ଦର୍ଦ୍ଦ ହୈ, ମିଠା ମିଠା ପ୍ୟାରା ପ୍ୟାରା’ରୁ କ୍ୟାରିୟର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ...

ଦୀପିକାଙ୍କ ଫିଲ୍ମରେ ରାନୁ ମଣ୍ଡଳ ଗାଇବେ ଗୀତ, ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଦେଲେ ଏଭଳି ବାର୍ତ୍ତା

ବମ୍ବେ: ଦୀର୍ଘଦିନର ବିରତି ପରେ ଫେରୁଛନ୍ତି ସୋସିଆଲ ମିଡ଼ିଆ ସେନ୍‌ସେଶନ ରାନୁ ମଣ୍ଡଳ। ସେ ଅଭିନେତ୍ରୀ ଦିପିକା ଚିଖଲିୟାଙ୍କ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତରେ କଣ୍ଠଦାନ...

ଆଇଏମ୍‌ଡିବିର ଟପ୍‌୧୦ ଲିଷ୍ଟରେ ‘ଦମନ’

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ବି ଥମିନି। ଶୁଭମୁକ୍ତି ହେବା ପରଠୁ ଆଜିପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି। ଏବେ ‘ଦମନ’...

ମହେଶ ଭଟ୍ଟଙ୍କ ହାର୍ଟ ସର୍ଜରି

ଆଜିକାଲି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଆଳିଆଭ ଭଟ୍ଟଙ୍କ ମହେଶ ଭଟ୍ଟଙ୍କ ସ୍ବାସ୍ଥ୍ୟକୁ ନେଇ ଭଟ୍ଟ ପରିବାର ଟେନସନରେ ଅଛନ୍ତି। ନିକଟରେ ମହେଶଙ୍କ ହାର୍ଟ...

ଗୋଟିଏ ବିଜ୍ଞାପନ ପାଇଁ ସଲମାନ ନେଇଥାନ୍ତି ଏତିକି କୋଟି

ମୁମ୍ବାଇ: ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।...

କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ...

ଓଲିଉଡ୍‌ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ଦମନ’

ଭୁବନେଶ୍ୱର,୪।୧୧(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ପରେ ଏଥର ଫିଲ୍ମ ଫ୍ରାଇଡେ’ ଶୁକ୍ରବାରରେ ଶୁଭମୁକ୍ତି କରୁଛି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ବର୍ତ୍ତମାନ ଓଡ଼ିଆ ସିନେମାର ସ୍ଥିତି ଠିକ୍‌...

Advertisement
Archives

Model This Week