ସୌନ୍ଦର୍ଯ୍ୟର ପରିଭାଷା
ଅଲେଖ ଚନ୍ଦ୍ର ମିଶ୍ର କୁହାଯାଏ ‘ଓମ୍ୟାନ୍ ଇଜ୍ ଦ ମୋଷ୍ଟ ବ୍ୟୁଟିଫୁଲ୍ କ୍ରିଏଶନ ଅଫ୍ ଗଡ୍’ (ନାରୀ ଈଶ୍ୱରଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି)। କାହାରି କାହାରି ମତରେ ‘ମେନ୍ ଆର୍ ଫ୍ରମ୍ ମାର୍ସ, ଓମେନ୍ ଆର୍ ଫ୍ରମ୍ ଭେନସ୍’ (ପୁରୁଷର ଉତ୍ପତ୍ତି…
ଏଇ ଭାରତରେ
ଜାତିବାଦରୁ ଉପରକୁ ଉଠି ଜଣେ ମୁସଲମାନ ଯୁବକ ନିଃସ୍ବାର୍ଥ ସେବା କରି ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରନିବାସୀ ଅବଦୁଲ ହକ୍। ସେ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରୁଛନ୍ତି। ଭାରତୀୟ ନାଗରିକଙ୍କୁ ହକ୍…
ସମ୍ପାଦକୀୟ/ ଦିଲ୍ଲୀରେ କିଏ
ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୧୪ ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ଫେବୃୟାରୀରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆମ୍ ଆଦ୍ମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ଟକ୍କର ହେବା ରାଜନୈତିକ…
ଶିକ୍ଷକ ସଶକ୍ତୀକରଣ
ଡ. ସୁବାସ ଚନ୍ଦ୍ର ପାତ୍ର ନାରୀ ସଶକ୍ତୀକରଣ, କୃଷକ ସଶକ୍ତୀକରଣ ସରକାରଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଥିଲାବେଳେ ଶିକ୍ଷକ ସଶକ୍ତୀକରଣ ଏକ ଅପ୍ରସଙ୍ଗ, ଏକ ବିଡ଼ମ୍ବନା ଭଳି ଶୁଭିପାରେ। କାରଣ ଯୁଗେଯୁଗେ ଶିକ୍ଷକମାନେ ସଶକ୍ତ ତଥା ଅନ୍ୟମାନଙ୍କ ପାଇଁ ଶକ୍ତିର ଉତ୍ସ…
ବଢ଼ିଚାଲିଛି ସଡ଼କ ଦୁର୍ଘଟଣା
ଶେଖ୍ ଫରିଦ୍ଉଦ୍ଦିନ୍ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। କେନ୍ଦୁଝର, ସମ୍ବଲପୁର, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ପୁରୀ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ପାଲଟିଛି। ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ରାଜପଥରେ ମୃତାହତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି।…
ଏଇ ଭାରତରେ
ଉତ୍ତରପ୍ରଦେଶର ଜଣେ ଯୁବକ ତାଙ୍କ ପ୍ରଚେଷ୍ଟାରେ ପିଲାମାନଙ୍କ ଲାଗି ସଫଳତାର ସୌଧ ଗଢୁଛନ୍ତି। ନୋଏଡାନିବାସୀ ପ୍ରଦ୍ୟୁତ ବୋଲେଟି ଏଭଳି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ସେ ମଧ୍ୟ କୌନ ବନେଗା କରୋଡପତିରେ ୧୭ ଲକ୍ଷ ଟଙ୍କା ଜିତିଛନ୍ତି। କିନ୍ତୁ ଏହି ଟଙ୍କାକୁ…
ସମ୍ପାଦକୀୟ/କୋଚିରୁ ଶିକ୍ଷା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଏବେ ମାଟିରେ ମିଶାଇ ଦିଆଯାଇଛି। ମାରାଡୁ ମ୍ୟୁନିସିପାଲିଟିରେ ଥିବା ଏହିସବୁ ଉଚ୍ଚ ଅଟ୍ଟାଳିକା କୋଷ୍ଟାଲ ରେଗୁଲେଶନ ଜୋନ୍ ନର୍ମସ ବା ଉପକୂଳ ନିୟନ୍ତ୍ରଣ ଜୋନ୍ ନିୟମକୁ ଉଲ୍ଲଂଘନ କରିଥିବାରୁ ସେଗୁଡ଼ିକୁ ଧୂଳିସାତ୍…
ଅପରାଧ ଯଦି ପ୍ରତିନିଧିର ଯୋଗ୍ୟତା ହୁଏ
ସହଦେବ ସାହୁ ବଳାତ୍କାର ଭଳି ଅପରାଧ କାହିଁକି ବଢୁଛି ବୋଲି ପ୍ରଶ୍ନ କଲେ ଆମେ ନିଜେ ଦାୟୀ ହୋଇଯିବା। କାରଣ ଏବଂ ଉଦାହରଣ ଖୋଜିବା ଲାଗି ଓଡ଼ିଶା କଥା କହିଲେ କାହାର ନା କାହାର ଶତ୍ରୁ ହୋଇଯିବା। ତେଣୁ ପଡ଼ୋଶୀ ରାଜ୍ୟ…
ପୋଖରୀ ତୁଠ
ଡା. ବାସୁଦେବ ପ୍ରଧାନ ଆମ ପିଲାବେଳେ ଗାଁଲୋକେ ସମସ୍ତେ ପୋଖରୀରେ ଗାଧାନ୍ତି। କାଁ ଭାଁ କୂଅ ଥାଏ ଗାଁରେ। କୂଅପାଣି କେବଳ ରୋଷେଇବାସ ଓ ପିଇବା ପାଇଁ ବ୍ୟବହାର ହୁଏ। ଶୌଚ, ସ୍ନାନ ସବୁ ହୁଏ ପୋଖରୀରେ। ଗହ୍ମାପୂନେଇଁ ଦିନ ଗୋରୁ…
ଏଇ ଭାରତରେ
ଖୁବ୍ କମ୍ ବୟସରେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଚେତନତା ଧର୍ମୀ କାର୍ଯ୍ୟ କରି ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ଚେନ୍ନାଇର ଦୁଇ ଭାଇ ଜୟ ଓ ପ୍ରୀତ୍। ଏମାନଙ୍କୁ ଏବେ ବୟସ ଯଥାକ୍ରମେ ୧୭ ଓ ୧୩ । ଚେନ୍ନାଇକୁ…
କଥାକଥାରେ
ସମ୍ବିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ ଇଣ୍ଟରନେଟ୍ ସେବା ପାଇବା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ୧୦ ଜାନୁୟାରୀରେ ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ ହେବା…
ଜାଣିଛ ମୁଁ କିଏ
ପ୍ରକାଶ ତ୍ରିପାଠୀ ତାଜା ଚା’ର ଧ୍ୟାନ ଆକର୍ଷଣକାରୀ ବିଜ୍ଞାପନଟିଏ ଟିଭିରେ ପ୍ରଦର୍ଶିତ ହେଉଛି। ନେତାଙ୍କ ବେଶରେ ଥିବା ଜଣେ ବ୍ୟକ୍ତି ବିମାନବନ୍ଦର କାଉଣ୍ଟରରେ ଧାଡି ଭାଙ୍ଗି ନିଜ ପାଇଁ ଏକ ନିର୍ଦ୍ଦିଷ୍ଟ ବିମାନର ଝରକା ପାଖ ସିଟ୍ ଟିକେଟ ମାଗୁଛନ୍ତି। କାଉଣ୍ଟରରେ…
Archives


