ସମ୍ପାଦକୀୟ

ଏଇ ଭାରତରେ

ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ ବ୍ଲକ୍‌ର ବନିୟାଡିହ ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଏକ ଅଜବ ଘଟଣା। ଲୋକମାନେ ରାବଣ…

ଆଜିର ଅର୍ଥନୀତି/ନୈରାଶ୍ୟଜନକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପର୍ଯ୍ୟାୟକ୍ରମେ ଗତ ଫେବୃୟାରୀରୁ ଚଳିତ ଅକ୍ଟୋବର ମଧ୍ୟରେ ରେପୋ ରେଟ୍‌ (ଯେଉଁ ସୁଧ ହାରରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ) ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାର…

କାହାକୁ କହିବା ସୁଶାସନ

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ ସମାପ୍ତ। ପିତାମହ ଭୀଷ୍ମ ଶରଶଯ୍ୟାରେ। ଯୁଧିଷ୍ଠିର ଯାଇ ପ୍ରଶ୍ନ କଲେ- ”ପିତାମହ! ସୁଶାସନ କାହାକୁ କହନ୍ତି?“ ପିତାମହ କହିଲେ- ”ସୁଶାସନ ଅର୍ଥ, ରାଜା ଦେଶର ଅର୍ଥନୈତିକ ଓ ସାମାଜିକ ସମ୍ବଳକୁ ଉଚିତ ଭାବରେ ପରିଚାଳନା…

ଅମର ଶହୀଦ ବାଜି ରାଉତ

ଡ. ଉଦ୍ଧବ ଚରଣ ନାୟକ ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୁର। ନାମ ବଡ଼ କିନ୍ତୁ ଶାସନ କୁତ୍ସିତ। ବଡ଼…

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର କେତେକ ଅଞ୍ଚଳରେ ଦଶହରାରର ପୂଜା ବିଧି ଓ ରାବଣ ପୋଡିକୁ ନେଇ ଅଜବ ପରମ୍ପରା…

ପ୍ରାଣୀଙ୍କ ସାମାଜିକ ଜୀବନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପିମ୍ପୁଡ଼ି ଓ ମହୁମାଛିମାନେ ଏକ ବ୍ୟବସ୍ଥାର ଅଂଶବିଶେଷ ଯେଉଁମାନେ ବିନା କେନ୍ଦ୍ରୀୟ ନିୟନ୍ତ୍ରଣରେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରନ୍ତି। ବୁଦ୍ଧିମତ୍ତା (Intelligence) ଶୀର୍ଷସ୍ଥାନୀୟ ଜଣଙ୍କ ପାଖରେ ଠୁଳ ହୋଇ ନ ଥାଏ ବରଂ ଏହା…

ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ

ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ଆମ ଭବିଷ୍ୟତ ପିଢ଼ି ପାଇଁ ଅନେକ ବିପଦ ଡାକିଆଣିବ। ଏପରିକି ପରିବାର ଛୋଟ…

ମାନସିକ ରୋଗ ଓ ଆମ ଦାୟିତ୍ୱ

ସୁଜାତା ପରିଡ଼ା ଆଖିରେ ଆଖିଏ ସ୍ବପ୍ନ ଓ ମା’ ବାପାଙ୍କ ଆଶାକୁ ନେଇ ଆମ ରାଜ୍ୟ ଓଡ଼ିଶାର ବଲାଙ୍ଗୀରଠାରେ ଥିବା ସରକାରୀ ପଲିଟେକ୍‌ନିକ କଲେଜରେ ପାଠ ପଢୁଥିଲେ ଭଦ୍ରକର ୨୦ବର୍ଷ ବୟସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ର ଚନ୍ଦ୍ରଶେଖର ବେହେରା। ୨୦୧୮ ସେପ୍ଟେମ୍ବର…

ଏଇ ଭାରତରେ

ଆଲ୍ଲାହାବାଦରେ ଅନୁଷ୍ଠିତ ସର୍ବପୁରାତନ ରାମଲୀଳା ମହୋତ୍ସବରେ ମୁସଲମାନଙ୍କ ଯୋଗଦାନ ସାମ୍ପ୍ରଦାୟିକ ସଦ୍‌ଭାବନାର ପ୍ରତୀକ ସାଜିଛିି। ଏହି ମହୋତ୍ସବରେ ହନୁମାନଙ୍କ ପ୍ରତିକୃତି ଗଢିଥାନ୍ତି ଏକ ମୁସଲମାନ ପରିବାର। ରାମଲୀଳା ଲାଗି ଆକର୍ଷଣୀୟ ରଥ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ତିଆରି କରନ୍ତି ଏମାନେ।…

‘ବିକାଶ’ ଲାଗି ଜିଦି

କିଛିବର୍ଷ ଧରି ଭାରତରେ ‘ବିକାଶ’ ଏକ ଚର୍ଚ୍ଚିତ ଶବ୍ଦ ରହିଆସିଛି। ଯେଉଁଠାରେ ଅସଙ୍ଗତି ଦେଖାଦେଉଛି ବା ସମାଲୋଚନା କଲା ଭଳି ପରିସ୍ଥିତି ଉପୁଜୁଛି, ସେଠାରେ ‘ବିକାଶ’ ନାମରେ ସବୁକିଛି ଅତିକ୍ରମ କରାଯିବା ଲାଗି ପ୍ରୟାସ ହେଉଛି। ଏବେ ପ୍ରଶ୍ନ ହେଲାଣି କାହା…

ବିପଦ ଚିହ୍ନିଲେ ବିପର୍ଯ୍ୟୟ ନାହିଁ

ତତ୍ତ୍ୱ ଓ ତର୍କ ବିମଳ ପାଣ୍ଡିଆ ‘ଫାଇଲିନ’ ବାତ୍ୟାର ‘ସଫଳ’ ମୁକାବିଲା ପାଇଁ ଜାତିସଂଘ ଓଡିଶା ସରକାରଙ୍କୁ ବାହାବା କରିଥିଲା। ଏବେ ‘ଫୋନି’ ବାତ୍ୟାର ‘ସଫଳ’ ମୁକାବିଲା କରିଥିବାରୁ ନ୍ୟାଶ୍‌ନାଲ ଜିଓଗ୍ରାଫିକ ଚ୍ୟାନେଲ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି…

ଚାମୁଣ୍ଡା ଉପାସନା ଓ ଭାରତ

ଡ. ତ୍ରିନାଥ ପଟ୍ଟନାୟକ ଚଣ୍ଡମୁଣ୍ଡ ବିଧ୍ୱଂସିନୀ ଚାମୁଣ୍ଡା, ବିଶ୍ୱ ସଂହାରିଣୀ ହେଲେ ସୁଦ୍ଧା ଦେବୀ ଜଗଜ୍ଜନନୀ, କଲ୍ୟାଣମୟୀ ଦୁର୍ଗାରୂପେ ପରିଚିତା, ଦେବୀ ଚଣ୍ଡମୁଣ୍ଡ ମସ୍ତକ ଦୁଇଟି ଦୁଇ ହାତରେ ଧାରଣ କରିଥିବା ଯୋଗୁ ଚାମୁଣ୍ଡା ନାମରେ ବ୍ୟକ୍ତ ହେଲେ। ଚାମୁଣ୍ଡାଙ୍କ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri