ସମ୍ପାଦକୀୟ

ଏଇ ଭାରତରେ

ଲୋକମାନେ ଖୁସି ହେଲେ ନାଚିଥାନ୍ତି। କିନ୍ତୁ ବର୍ଷାର ପ୍ରଥମ ଅସରା ମାଟିରେ ପଡିବା ପରେ ଚାଷୀଭାଇ ନାଚି ଉତ୍ସବ ପାଳିବା ନିଆରା ନିଶ୍ଚୟ। ଦୀର୍ଘ ୪ ମାସ ଧରି ପୃଥିବୀ ଓ ଜୀବଜଗତ ଖରାତେଜ ସହିବା ପରେ ବର୍ଷାଋତୁ ଆସିଥିବାରୁ ଧାନଖେତରେ…

ଠିକ୍‌ ବାର୍ତ୍ତା ଯାଉ

ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ନିକଟରେ ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ୨୦୧୮ ପ୍ରକାଶ ପାଇଛି। ଏଥିରେ ଭାରତ ସମ୍ପର୍କରେ କୁହାଯାଇଛି ଯେ, ହିନ୍ଦୁ କଠୋରପନ୍ଥୀଙ୍କ ଦ୍ୱାରା ସଂଖ୍ୟାଲଘୁ ବିଶେଷକରି ମୁସଲମାନ ଓ ଦଳିତଙ୍କ ଉପରେ ଗୋହତ୍ୟା ଓ…

ଜଣଙ୍କୁ ଦେଖି ଆଉ ଜଣେ

ପ୍ରକାଶ ତ୍ରିପାଠୀ ପ୍ରାୟତଃ ଦେଖାଯାଇଥାଏ ଯେ, ଜଣଙ୍କର ସଫଳତା ଅପେକ୍ଷା ବିଫଳତା ଅନେକଙ୍କୁ ଅଧିକ ପ୍ରଭାବିତ କରିଥାଏ। ଅମୁକ ଲୋକ ଦ୍ୱାରା ସେ କାମ ଯଦି ହୋଇପାରିଲା ନାହିଁ, ତେବେ ମୋ ଦ୍ୱାରା କେମିତି ସମ୍ଭବ ହେବ- ଏପରି ନକାରାତ୍ମକ ଭାବନାରେ…

ଶ୍ରୋତା ବକତା କେହି ନାହିଁ

ଦାମୋଦର ବେହେରା ବର୍ତ୍ତମାନ ବିଭିନ୍ନ ସଭାସମିତିରେ ଶ୍ରୋତା ଓ ବକ୍ତାମାନଙ୍କୁ ନେଇ ଯେଉଁସବୁ ସମସ୍ୟା ମୁଣ୍ଡ ଟେକୁଛି ତାହା ଚିନ୍ତାର କାରଣ ହୋଇଛି। ସଭାସମିତି ହେଲେ ଛାପା ଯାଉଥିବା ନିମନ୍ତ୍ରଣ ପତ୍ରରେ ଯାହାସବୁ ଲେଖାଯାଉଛି ଅନେକତ୍ର ତାହା କାର୍ଯ୍ୟକାରୀ ହେଉନାହିଁ। ଏବେ…

ଏଇ ଭାରତରେ

ମନ୍ଦିର ଭିତରକୁ କୁମ୍ଭୀର ପଶିଯିବା ଏକ ଅଚାନକ ଘଟଣା ହୋଇପାରେ, କିନ୍ତୁ ଗ୍ରାମବାସୀଙ୍କ ପାଇଁ ଥିଲା ଖୁସିର ସୁଯୋଗ। ଯେଉଁଥିପାଇଁ ବନ ବିଭାଗ କର୍ମଚାରୀଙ୍କୁ କୁମ୍ଭୀର ଉଦ୍ଧାର ପାଇଁ ଗ୍ରାମବାସୀ ବାଧା ସୃଷ୍ଟି କରିଥିଲେ। ସେମାନଙ୍କ ଧାରଣା ଥିଲା ମନ୍ଦିରର ଦେବୀଙ୍କ…

ଆମେରିକା-ଇରାନ ସମ୍ପର୍କ

ଆକାର ପଟେଲ ଚଳିତ ସପ୍ତାହରେ ଆମେରିକା ଇରାନ ବିରୋଧରେ ଯୁଦ୍ଧଘୋଷଣା କରିବା ପରେ ପୁଣି ପଛଘୁଞ୍ଚା ଦେଇଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଲେ ଯେ ଆକ୍ରମଣରେ ୧୫୦ ଇରାନୀ ମରିବେ ବୋଲି କୁହାଯିବାରୁ ସେ ଆକ୍ରମଣକୁ ବାତିଲ କରିଦେଇଛନ୍ତି। ଇରାନ ତା’…

ରାଜ୍ୟ ସଭା ରେସ୍‌ ଓ ନବୀନ ପଲିଟିକ୍ସ

ସବ୍ୟସାଚୀ ଅମିତାଭ କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁ କିଛି ସମ୍ଭବ। ପୁରୁଣାକାଳିଆ ଏହି ରୂଢ଼ି ବାକ୍ୟ ସହ ଆଧୁନିକ ସମୟର ଆଉ ଗୋଟିଏ ଶବ୍ଦ ମଧ୍ୟ ଯୋଡ଼ି ହୋଇଯାଇଛି। ତାହା ହେଲା ବର୍ତ୍ତମାନ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ।…

ଲୋକ ସଭାର ଅଧିଷ୍ଠାତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଲୋକ ସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ସେ ଗୃହ ସଦସ୍ୟଙ୍କ କ୍ଷମତା ଓ ସ୍ବାଧିକାର ରକ୍ଷକ ଭାବେ ଜଣାଶୁଣା। ସଂସଦୀୟ ଶିଷ୍ଟାଚାର ବଜାୟ ରଖିବାରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିମ୍ନ ସଦନର ଅଧିଷ୍ଠାତା ହୋଇଥିବାରୁ…

ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ ପାଇ ନ ପାରେ। ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହୋଇଛନ୍ତି…

ମୋଦିଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନର ଦ୍ୱିତୀୟ ପାଳି ଆରମ୍ଭ କରିବା ଅବସରରେ ବାବୁମାନଙ୍କୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କ ସରକାର ଦୁର୍ନୀତିକୁ ଆଦୌ ସହ୍ୟ କରିବେ ନାହିଁ। ନିକଟରେ ମୋଦି ସରକାର…

ଯୁବଗୋଷ୍ଠୀର ବୃତ୍ତି ଓ ପ୍ରବୃତ୍ତି

ମନ-ମାନଚିତ୍ର/ ଡ. ନରହରି ବେହେରା ସେଦିନ ଭୁବନେଶ୍ୱରରୁ ଫେରିବାବେଳେ ଭଣ୍ଡାରିପୋଖରୀ ପରେ ରାସ୍ତାପାଖରେ ଗୋଟିଏ ଛୋଟ ରେଷ୍ଟୁରାଣ୍ଟ ଭିତରକୁ ପଶିଗଲି। ରେଷ୍ଟୁରାଣ୍ଟଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ ଏବଂ ରୁଚିପୂର୍ଣ୍ଣ ଥିଲା। ଆଧୁନିକ ସାଜସଜ୍ଜାର ମଧ୍ୟ ବ୍ୟବସ୍ଥା ଥିଲା। ଖାଇସାରି ବିଲ୍‌ ପୈଠ…

ମମତାର ଡାକ

ଦ୍ୱିତୀ ଚନ୍ଦ୍ର ସାହୁ ପ୍ରବଳ ଖରାରେ ଗାଁକୁ ଯିବାକୁ ବାହାରିଲେ ମା’। ସ୍ନେହର ପରଶରେ, ମମତାର ମୋହରେ ବନ୍ଧା ସ୍କୁଲପଢୁଆ କିଶୋର ଛାଡ଼ିବାକୁ ବାହାରିଲା ଆପେ ଆପେ। ପୁଅ ଧରିଲା ସାଇକେଲ। ନିମିଷକରେ ପହଞ୍ଚିଗଲେ ବସ୍‌ଷ୍ଟପରେ। ଫେରିବାବେଳେ ରାସ୍ତାର ଏକ ମୋଡ଼ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri