ସମ୍ପାଦକୀୟ

ଏଇ ଭାରତରେ

ଜଣେ ବ୍ୟକ୍ତି ରେଲ୍‌ଓ୍ବେ ଚାକିରି ଛାଡି ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସବୁ ସମୟ ଲଗାଇଦେବା ଘଟଣା ଦେଖିବାକୁ ମିଳିଛି ଝଡ଼ଖଣ୍ଡରେ। ଚାଇବାସା ପୁଲହାତୁର ସଞ୍ଜୟ କଚ୍ଛପ ପରଶୁଡିହ (ଜାସେଦ୍‌ପୁର)ର କୃଷି ଉପତ୍ାଦନ ବଜାର ସମିତିର ସମ୍ପାଦକ। ୨୦୦୮ରେ କୃଷି…

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ

ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍‌ ଶିଳ୍ପର ସମ୍ଭାବ୍ୟ ଭିତ୍ତିଭୂମି ରାଜସ୍ବ ୨୦୨୩ ସୁଦ୍ଧା ୨୧,୫୦୦ କୋଟି ଟଙ୍କାରୁ ୩୧,୦୦୦ କୋଟି ଟଙ୍କାରେ…

ସୁମାକରଙ୍କ ଦର୍ଶନ ଓ ଭାରତୀୟ ଅର୍ଥନୀତି

ନେତାଜୀ ଅଭିନନ୍ଦନ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଇ.ଏଫ୍‌.ସୁମାକରଙ୍କ ଦ୍ୱାରା ୧୯୭୩ରେ ଲିଖିତ “Small is Beautiful: A study of Economics as if People Mattered” ବହିଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପ୍ରକାଶିତ ବିଶ୍ୱର ଶହେଟି ପ୍ରଭାବଶାଳୀ ପୁସ୍ତକ ମଧ୍ୟରେ ସ୍ଥାନ…

ଡାକିଆର ଡାକ: ଚିଠି ନବ ଚିଠି

ଡ. ବିଭୁଦତ୍ତ ମିଶ୍ର ପ୍ରତ୍ୟେକ ଦିନ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ପ୍ରେମ, ଶାନ୍ତି, ସୌହାର୍ବ୍ଦ୍ୟ, ପ୍ରୀତି, ଦୟା, କରୁଣା, ସ୍ନେହର ବାର୍ତ୍ତାକୁ ସହସ୍ର କୋଶ ଦୂରରୁ ପହଞ୍ଚିବା କାମ ଡାକବାଲା, ପୋଷ୍ଟମ୍ୟାନ ବା ଡାକିଆ କରିଥାନ୍ତି। ପ୍ରତିବର୍ଷ ଅକ୍ଟୋବର ୯ରୁ ୧୫…

ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ ଭାବେ ଦେବତାଙ୍କୁ ନିମନ୍ତ୍ରଣ କରିନଥିବାରୁ ସେମାନେ ଦଶହରାରେ ସାମିଲ ହେବାକୁ ଆସିଥିବାରୁ ତାଙ୍କ ବିରୋଧରେ…

ଭବିଷ୍ୟତର ପୂର୍ବାନୁମାନ

ଆକାର ପଟେଲ ଭବିଷ୍ୟତ ସମ୍ବନ୍ଧରେ ପୂର୍ବାନୁମାନ କରିବା ସବୁବେଳେ କଷ୍ଟକର ବୋଲି କୁହାଯାଏ। କିନ୍ତୁ ପରିବର୍ତ୍ତନର ହାର ସମ୍ବନ୍ଧରେ ପୂର୍ବାନୁମାନ କରିବାର ଗୋଟିଏ ଉପାୟ ଅଛି। ଏହାକୁ କୁହାଯାଏ ‘ମୁର୍‌ଙ୍କ ନିୟମ’, ଯାହା କମ୍ପ୍ୟୁଟର ଚିପ୍‌ କମ୍ପାନୀ ଇଣ୍ଟେଲର ପ୍ରତିଷ୍ଠାତା ଗର୍ଡନ…

ବିପର୍ଯ୍ୟୟ ମୁକାବିଲା ଲାଗି ଭିତ୍ତିଭୂମି ଲୋଡ଼ା

ପ୍ରମୋଦ କୁମାର ମିଶ୍ର ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ୱ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରିଥାଏ। ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ସରକାର ଓ ସଂଗଠନ ଏହି ଦିବସକୁ ପାଳନ କରିଥାନ୍ତି।…

ସଂହତି ରକ୍ଷାକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜାତୀୟ ଅଖଣ୍ଡତା ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସଂହତି ଓ ସମାଜକୁ ଉଲ୍ଲେଖନୀୟ ଅବଦାନ ଲାଗି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ଏହି ସମ୍ମାନ…

ଏଇ ଭାରତରେ

ଆଇନ ଆଖିରେ ସମସ୍ତେ ସମାନ। ମଣିଷ କଥା ଛାଡ଼ନ୍ତୁ, ପଶୁ ବି ଏହି ନିୟମରୁ ବାଦ୍‌ ପଡୁନାହାନ୍ତି। ଅନେକ ଜାଗାରେ ପଶୁ ଗିରଫ ହୋଇ ଥାନାକୁ ଅଣାଯିବା ଘଟଣା ଦେଖିବାକୁ ମିଳେ ଆମ ଦେଶରେ। କିନ୍ତୁ ଏବେ ସ୍ବୟଂ ଦେବତା ମଧ୍ୟ…

ଆମୂଳ ପରିବର୍ତ୍ତନ ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ତିରିଶ ବର୍ଷ ଭିତରେ ପ୍ରଥମ ଥର ପାଇଁ ସରକାର ସମସ୍ତ ସେବାର ଅଧିକାରୀମାନଙ୍କ ପୂର୍ଣ୍ଣାଙ୍ଗ ବିବରଣୀ (ପ୍ରୋଫାଇଲ) ସଂଗ୍ରହ କରିବାକୁ ଆରମ୍ଭ କରିଛନ୍ତି। ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ସମେତ ସମସ୍ତ କେନ୍ଦ୍ରୀୟ ସରକାରୀ ସେବାର…

ପ୍ରେମ ପରୀକ୍ଷାର ଖେଳ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ ଜୀବନ, ପ୍ରେମରେ ହିଁ ମୋ ନିର୍ବାଣ। ଜଣେ ପ୍ରେୟସୀଙ୍କୁ ବହୁଦିନ ପ୍ରେମ କଲା ପରେ…

ନୋବେଲ୍‌ ପଦାର୍ଥ ବିଜ୍ଞାନୀ

ଡ. ଗୌରୀଶଙ୍କର ସାହୁ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି। ଏ ଦୁଇଟି ଗବେଷଣା ବ୍ରହ୍ମାଣ୍ଡରେ ଆମର ସ୍ଥିତି ସମ୍ବନ୍ଧରେ ନୂତନ ଦିଗନ୍ତ ଖୋଲିଦେଇଛି। ଆମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri