ଏଇ ଭାରତରେ
ନିଜ ଚାକିରିକୁ ଦେଖିବା ସହ ଅଭାବୀଙ୍କ ମୁହଁରେ ହସ ଖେଳାଇବା ନିଶ୍ଚିତ ପ୍ରଶଂସନୀୟ। ଏମିତି କାର୍ଯ୍ୟରେ ଲାଗିଛନ୍ତି ତେଲେଙ୍ଗାନାର ଭିନିଲ ରେଡ୍ଡୀ। ତାଙ୍କୁ ବର୍ତ୍ତମାନ ବୟସ ୨୫। ପେସାରେ ସେ ଜଣେ ଏରୋନଟିକାଲ ଇଞ୍ଜିନିୟର। ୨୦୧୫ରେ ସ୍ନାତକ ଡିଗ୍ରୀ ହାସଲ କରିବାର…
ଶୁଦ୍ଧ ଶାକାହାରବାଦ ନ୍ୟାୟ ସଂଗ୍ରାମର ଅଂଶ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଭିଗନିଜମ୍ ବା ଶୁଦ୍ଧ ଶାକାହାରବାଦ ଏକ ରାଜନୈତିକ ଆନ୍ଦୋଳନରେ ପରିଣତ ହେବା ଉଚିତ। କିନ୍ତୁ ଏହା ବିଶ୍ୱର କୌଣସିଠାରେ ଦେଖାଯାଉ ନାହିଁ। ଏଥିରେ ଭିଗନ୍ (ଶୁଦ୍ଧ ଶାକାହାରୀ)ମାଙ୍କେର ହିଁ ଭୁଲ୍ ରହିଛି। ଏବେ ମଣିଷ ପୂରା…
ହାତଛଡ଼ା ସୁଯୋଗ
ଡ. ସୁବାସ ଚନ୍ଦ୍ର ପାତ୍ର କୁହାଯାଏ ନାୟକ ଓ ଖଳନାୟକ ମଧ୍ୟରେ ପାର୍ଥକ୍ୟରେଖା ବହୁତ କ୍ଷୀଣ। ସାମାନ୍ୟ ବୈଚାରିକ ତ୍ରୁଟିପାଇଁ ଏହି ମୁହୂର୍ତ୍ତରେ ଯେ ନାୟକ, ସାଧାରଣ ମୂଲ୍ୟାୟନରେ ଯେ ହିମାଳୟର ଶିଖରରେ, ପରବର୍ତ୍ତୀ ସମୟରେ ଆମେ ତାଙ୍କୁ ଧୂଳିଧୂସରିତ ଅବସ୍ଥାରେ…
ଓଡ଼ିଶାରେ ମୃତ୍ତିକା କ୍ଷୟ
ଶେଖ୍ ଫରିଦ୍ଉଦ୍ଦିନ ପ୍ରତିବର୍ଷ ଲକ୍ଷ ଲକ୍ଷ ହେକ୍ଟର ଜମି ବନୀକରଣ କରାଯାଉଛି ବୋଲି ତଥ୍ୟ ପ୍ରକାଶ ପାଉଛି। ମାତ୍ର ଏପଟେ ଓଡ଼ିଶା ଧୀରେ ଧୀରେ ମରୁଭୂମି ପାଲଟିବାକୁ ବସିଲାଣି। ଦେଶର ପ୍ରମୁଖ ପାଞ୍ଚଟି ମରୁଡ଼ିପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି।…
ଏଇ ଭାରତରେ
ନିତିଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା ଅନୁଭବ କରିଛନ୍ତି ମଧ୍ୟପ୍ରଦେଶର ସରଳା ତ୍ରିପାଠୀ। ତାଙ୍କୁ ଏବେ ବୟସ ୯୪ ବର୍ଷ। ଗ୍ବାଲିୟର ଗାନ୍ଧୀନଗରରେ ରୁହନ୍ତି ସରଳା। ବୟସର ଅପରାହ୍ଣରେ ରେଳଷ୍ଟେଶନରେ ସେ ଲୋକମାନଙ୍କୁ ଥଣ୍ଡାପାଣି ପିଆଉଛନ୍ତି। ସେ ଏହି ସେବା…
ଅପରାଧର ଶିକାର
ସମ୍ପାଦକୀୟ/ତଥାଗତ ସତପଥୀ ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରାୟ ସବୁ ଗଣମାଧ୍ୟମରେ ଏ ସମ୍ପର୍କରେ ଆଲୋଚନା ହୋଇସାରିଲାଣି। ତେବେ କେହି ଜଣେ ମଧ୍ୟ କୌଣସି ପ୍ରତିକାର ସମ୍ପର୍କରେ ସ୍ପଷ୍ଟ ମତ…
ପୁନଃ ଶୂନଗାଡ଼ି
ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର ଯାନର ବ୍ୟବହାର ଯୋଗୁ ସହଜ, ସରଳ ଓ ଆରାମଦାୟକ ହୋଇପାରିଲା ଗମନ ଓ ପରିବହନ।…
କମୁନି ଗରିବୀ
ହରିଶଙ୍କର ମିଶ୍ର ସୂର୍ଯ୍ୟକିରଣ କେବଳ ଜଳୀୟ ଉତ୍ସକୁ ବାଷ୍ପ କରାଏ। ସେଇ ବାଷ୍ପ ମେଘ ହୋଇ ପର୍ବତଠାରୁ ସମୁଦ୍ର ଯାଏ ବର୍ଷିଯାଏ। ଉଚିତ ରାଜଧର୍ମରେ ସେପରି କେବଳ ଧନୀଙ୍କଠାରୁ ଟିକସ ଆଦାୟ କରାଯାଇ ସାମୂହିକ କଲ୍ୟାଣ କରାଯାଇଥାଏ। ଦେଶ ସ୍ବାଧୀନ ହେବା…
ଉଦ୍ଦେଶ୍ୟ ମହତ୍ ହେଲେ ହେଲା
ଡ. ଚିନ୍ତାମଣି ପଣ୍ଡା ରାଜ୍ୟ ଶାସନ କରିବାକୁ ହେଲେ ଚାଣକ୍ୟଙ୍କର ଚତୁରଙ୍ଗ ନୀତିକୁ ଅନେକେ ଅନୁକରଣ କରିଥାନ୍ତି। ତାହା ହେଲା ସାମ, ଦାନ, ଦଣ୍ଡ ଓ ଭେଦ। ‘ଦଣ୍ଡେନ ପାଳୟେତ୍ ପ୍ରଜା।’ ଏହି ଦଣ୍ଡ ପୁଣି ଉଚିତ ମାତ୍ରାରେ, ଉଚିତ ବ୍ୟକ୍ତିଙ୍କୁ…
ଏଇ ଭାରତରେ
ଛତିଶଗଡ଼ରେ ଏମିତି ଏକ ସ୍କୁଲ୍ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ସ୍କୁଲ ପିଲା ଓ ଶିକ୍ଷକ ସମ୍ବିଧାନର ପ୍ରସ୍ତାବନାକୁ ଏକାଠି ପଢୁଛନ୍ତି। ବିଳାଶପୁର ଜିଲା ଦୂରସ୍ଥ…
ସମ୍ପାଦକୀୟ/ଜନଅନୁକୂଳ ଆଭିମୁଖ୍ୟ
ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଚାଲିଥିବା ସମସ୍ତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିମଧ୍ୟରେ ରହିଛି ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍ ଓ ଆରେଠାରେ ମେଟ୍ରୋ କାର୍ ରହଣି ପାଇଁ କରାଯାଉଥିବା…
ବାଲିଯାତ୍ରାରେ ବନ୍ଧୁ ଅର୍ଜନ
ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଏହା ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣମୀରେ ପାଳନ କରାଯାଉଥିବା ବାଲିଯାତ୍ରା ଉତ୍ସବ କଥା ନୁହେଁ, ବାଲିରେ ତିନି ସପ୍ତାହ କଟେଇ ଘରକୁ ଫେରିବା ବେଳର କଥା। ବାଲିରୁ କାଲିଫର୍ନିଆ ଫେରୁଥାଏ। ୩ ସପ୍ତାହ ଧରି ରିସର୍ଚ୍ଚ ଏବଂ କିଛି…
Archives


