ସମ୍ପାଦକୀୟ

ବିଦେଶୀ କିଏ

ଆଜି ଭାରତବର୍ଷ ଅଟୋଇମୁନୋ ରୋଗରେ ଆକ୍ରାନ୍ତ। ଏହା ଏଭଳି ଏକ ଅବସ୍ଥା, ଯେଉଁଥିରେ ନିଜର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା ସ୍ବୟଂ ସେହି ଦେହକୁ ବିନାଶ କରିଥାଏ। ଏହାଫଳରେ ଦେହର ବିଭିନ୍ନ ଅଙ୍ଗକୁ ଶତ୍ରୁ ଭାବି ନଷ୍ଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବା…

ମିଛସତର ମଝିରେ ନାଚାର ଜୀବନ

ସୋନାମିକା ରାୟ ଭାରତୀୟ ସଂସ୍କୃତି ବିଶ୍ୱର ପ୍ରାଚୀନତମ ସଂସ୍କୃତି ମଧ୍ୟରେ ଅନ୍ୟତମ। ବିଶାଳତା, ଉଦାରତା, ପ୍ରେମ, ସହିଷ୍ଣୁତା ଓ ନୈତିକତା ଆଦି ଗୁଣର ଡୋରରେ ବନ୍ଧାହୋଇଥିବା ଏହି ମହାନ୍‌ ଆର୍ଯ୍ୟସଂସ୍କୃତି ଅନନ୍ୟ ଓ ଅସାଧାରଣ। ଏକ ଉନ୍ନତ ସାମାଜିକ ମୂଲ୍ୟବୋଧ ଏହାର…

ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ। ଦିନଟି ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ଦୁଇଟି। ଆମେ ଏକ ବିଶେଷ ସତ୍ତା ଭିତରେ ଦୁଇଟି…

ଏଇ ଭାରତରେ

କୁକୁର ବିବାହ କରାଇଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ ଯାହାର କୁଣ୍ଡଳୀ ଦୋଷ ଥାଏ ତାହା ମଧ୍ୟ ଖଣ୍ଡନ ହୋଇଥାଏ। ସେହି ଘରେ ଥିବା…

ଭାରତର ପ୍ରମୁଖ ସମସ୍ୟା

ଆକାର ପଟେଲ ଚଳିତ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି, ଯାହା ଗତ ଛଅବର୍ଷ ଭିତରେ ସର୍ବନିମ୍ନ। ନିର୍ମାଣ ଶିଳ୍ପ, ଯାହା ମେକ୍‌ ଇନ୍‌ ଇଣ୍ଡିଆର ମୁଖ୍ୟ, ତାହାର ଅଭିବୃଦ୍ଧି ୧ ପ୍ରତିଶତରୁ ତଳେ ରହିଛି।…

ସତ୍ୟପଥର ବିରଳ ଯାତ୍ରୀ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଦୁଇ ବନ୍ଧୁଙ୍କର ଯୁକ୍ତିଯୁଦ୍ଧକୁ ମନ ଓ ବିବେକର ଯୁଦ୍ଧ ବୋଲି ଧରି ନିଆଯାଉ। ‘ସତରେ ଥିଲେ ରାତିଅଧରେ ଭାତ ମିଳେ’- ଏମିତି ଏକ ଗାଉଁଲି ଢଗ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ପ୍ରଥମ ବନ୍ଧୁ…

ଯୁଦ୍ଧ ବିମାନ ରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ନୋଟ୍‌ବୁକ୍‌ରେ ସେ ଲେଖିଥିଲେ ବଡ଼ ହେଲେ ପାଇଲଟ ହେବେ। ଶ୍ରେଣୀ ଭିତରେ ଜଣେ ଛାତ୍ରୀଙ୍କ ଏଭଳି ଦୁଃସାହସିକତା ଶିକ୍ଷକ ଓ ସହପାଠୀଙ୍କୁ ସେତେବେଳେ ଖୁସି ଦେଇଥିଲା। ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ…

ଏଇ ଭାରତରେ

ଦରଖାସ୍ତ ଭଲ ଭାବେ ନ ପଢ଼ି ତାକୁ ମଞ୍ଜୁର କରିଦେଲେ କେତେ ଯେ ହଟହଟା ହେବାକୁ ହୁଏ ତା’ର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଥିବା ବିଷୟ ଦରଖାସ୍ତରେ ଲେଖି ପ୍ରିନି୍ସପାଲଙ୍କୁ…

ଦୂରଦର୍ଶନର କସରତ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଆଜକୁ ଅନେକ ବର୍ଷ ହେଲା, ବିଶେଷତଃ ଡିଜିଟାଲ ମିଡିଆର ଆଗମନ ପରେ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ କେବଳ ଅତୀତକୁ ଝୁରିହେଉଛି। ସରକାର ପରେ ସରକାର ଏହାର ପ୍ରାସଙ୍ଗିକ ହୋଇ ରହିବାର ଚେଷ୍ଟାକୁ ବିଫଳ କରିଆସିଛନ୍ତି,…

ବିପଦରେ ବର୍ଣ୍ଣବୋଧ

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ପରିଚୟ ହେଉଛି ତା’ର ଭାଷା। ମାତ୍ର ଭାଷାର ବ୍ୟବହାର ଉପରେ ନିର୍ଭର କରେ ସେହି ପରିଚୟ ଓ ପ୍ରତିଷ୍ଠା। ଯେମିତି ସହସ୍ରାଧିକ ବର୍ଷ ଧରି ନିରବଚ୍ଛିନ୍ନ ବ୍ୟବହାର ଫଳରେ ଓଡ଼ିଆ ଭାଷାକୁ…

ବୁଢ଼ୀମା’ର ହାତ

ରୁଦ୍ରପ୍ରସନ୍ନ ରଥ ଗାଁର ଯୌଥ ପରିବାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଲା ପରିବାରର ବୁଢ଼ୀବୁଢ଼ାମାନେ। ସହରର ଛୋଟିଆ ପରିବାର ପାଖରେ ହୁଏତ ପଇସାର ଅଭାବ ନ ଥାଇପାରେ, ହେଲେ କୋଠାଘର, ରଙ୍ଗିନ ଟିଭି, ଏସି ଆଉ ଦାମୀ ଗାଡ଼ି ଭିତରେ ବି…

ଏଇ ଭାରତରେ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା। ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବାକୁ ହେବ। ଉତ୍ତରପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବନ୍ଦିତା ଶ୍ରୀବାସ୍ତବ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବ୍ୟବସ୍ଥା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri