ସମ୍ପାଦକୀୟ

ଏଇ ଭାରତରେ

ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଥିବାବେଳେ ଗୁଜରାଟର ଏକ ଗାଁରେ ମୃତ୍ୟୁ ପୂର୍ବରୁ ତିନି ଜଣ ବୃଦ୍ଧଙ୍କୁ ଶ୍ରାଦ୍ଧ ଦେବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ମୋରବି ଜିଲା ଗୋରଖିଜଡିଆ ଗାଁରେ।…

ସମ୍ପାଦକୀୟ/ଭାବିଚିନ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ୨୪ ଅକ୍ଟୋବରରେ ପ୍ରକାଶ ପାଇବା ପରେ ଇତିମଧ୍ୟରେ ୧୮ ଦିନ ଅତିକ୍ରମ କରିସାରିଲାଣି। ଏପରି କି ଗତ ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲାଣି। ତଥାପି ସେଠାରେ ସରକାର ଗଠନ ହୋଇପାରୁନାହିଁ। ଏହାର ମୂଳ ଗଣ୍ଠିଟି…

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ ଖରାପ ଭାବୁନାହିଁ, ଦୋଷ ତ୍ରୁଟି ପାଇଁ ଲୋକେ ତାଙ୍କୁ ବୟକଟ୍‌ କରୁନାହାନ୍ତି! ନିର୍ବାଚନରେ ବିଜୟ…

ମୋଗଲ ଅମଳରେ କଳିଙ୍ଗର ନୌବାଣିଜ୍ୟ

ହରିଗୁରୁ ଦାସ ଯୁଗେଯୁଗେ ଶିଳ୍ପ ଓ ବାଣିଜ୍ୟ ଉତ୍କର୍ଷ ଓ ବିସ୍ତାର ନିମନ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଶିଳ୍ପ ଉତ୍କୃଷ୍ଟ ଓ ପ୍ରଚୁର ନ ହେଲେ ବାଣିଜ୍ୟ ଅସମ୍ଭବ। ଅତୀତରେ ରାଜ୍ୟବାସୀଙ୍କ ଅଭାବ ପୂରଣ କରି କଳିଙ୍ଗ ଶିଳ୍ପବାଣିଜ୍ୟର ଉତ୍କର୍ଷ ଓ…

ଏଇ ଭାରତରେ

ବୁଲା କୁକୁରଙ୍କ ଉପରେ ସବୁଠି ଅତ୍ୟାଚାର କରାଯାଉଥିତ୍ବା ବେଳେ ସେମାନଙ୍କ ଦେଖାରଖା ପାଇଁ ଜଣେ ମହିଳା ନିଜର ଗହଣା ବିକିଦେବା ଭଳି ରୋଚକ ଖବର ଏବେ ସାମ୍‌ନାକୁ ଆସିଛି। ପଶ୍ଚିମବଙ୍ଗ ନଦୀୟା ଜିଲା ନିବାସୀ ନୀଳାଞ୍ଜନା ବିଶ୍ୱାସ ଏପରି କାର୍ଯ୍ୟରେ ଲାଗିଛନ୍ତି।…

ଅପେକ୍ଷାରତ

ତଥାଗତ ସତପଥୀ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦର ଚୂଡ଼ାନ୍ତ ରାୟ ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ୨.୭୭ ଏକର ବିଶିଷ୍ଟ ବିବାଦୀୟ ଭୂମିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟରେ କୁହାଯାଇଛି। ଏଥିସହିତ…

ଖୁଲଣା ଦେଈଙ୍କ ବେଲଣାକାଠି ପିଠିପୂଜା

ମାଧବ ଚନ୍ଦ୍ର ସ୍ବାଇଁ ତିଦିନ ଚଣାଚଟା ଯୁଆଡ଼େ ଯାଇ ଥାଉନା କାହିଁକି ରାତି ଦଶଟା ବେଳକୁ ପିଇ ଦେଇ ଘରକୁ ଫେରେ। ଚଣାଚଟା ସେଇ ଗୀତଟା ”ଆହାରେ ଭଲ ମନ୍ଦ ନାଇଁ, ଯେ ସ୍ଥାନେ ଯେମନ୍ତ ମିଳଇ“ ଗାଇ ଗାଇ ପାଦ…

ଏନ୍‌ଆର୍‌ସିର ଯଥାର୍ଥତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଅଗଷ୍ଟ ୩୧ରେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଅନ୍ତିମ ତାଲିକା ପ୍ରକାଶ ପାଇବା ପରେ ତାକୁ ନେଇ ଦେଶସାରା ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟା ଫଳରେ ସେଠାକାର…

ବାସ୍ତବ ଜ୍ଞାନର ଆଲୋକ

ବରଦା ପ୍ରସନ୍ନ ଦାସ ଯାହା ଆମକୁ ଅନୁଶାସିତ କରି ସତ୍‌ ଆଡ଼କୁ ନେଇଯାଏ ତାହା ହେଉଛି ଶାସ୍ତ୍ର। ସର୍ବ ପୁରାତନ ଶାସ୍ତ୍ର ହେଲା ବେଦ। ତାହା ସନାତନ ବା ହିନ୍ଦୁ ଧର୍ମର ଶାସ୍ତ୍ର। ତାହାକୁ ଅପୌରୁଷେୟ ବୋଲି କୁହାଯାଏ। ବେଦର ଅନ୍ୟ…

ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋର ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଦର୍ଶନ ସାଜିଛି ଏକ ହିନ୍ଦୁ ପରିବାର। ଏଠାରେ ଥିବା ଏକ ଦରଘାର ସବୁ ଦାୟିତ୍ୱ ଏହି ପରିବାର ବୁଝି ଆସୁଛନ୍ତି। ନନ୍ଦଲାଲପୁରା ଛକ ନିକଟ ହଜରତ ଦୁଲ୍ଲା ସୟଦ ସରକାରଙ୍କ ଦର୍‌ଘାର ଏକ ସ୍ବତନ୍ତ୍ର…

ଅଯୋଧ୍ୟା ରାୟ

ଆକାର ପଟେଲ ଅଯୋଧ୍ୟା ରାୟ ଏକ ନ୍ୟାୟିକ ଇତିହାସକୁ ସ୍ମରଣ କରାଇଦେଉଛି। ଭାରତୀୟ ଉପମହାଦେଶରେ ନ୍ୟାୟପାଳିକା ଆବଶ୍ୟକତାର ଡାକରାକୁ ଗ୍ରହଣ କରିଛି। ପାକିସ୍ତାନରେ ଏହା ୬୫ ବର୍ଷ ତଳେ ଘଟିଥିଲା। ସ୍ବାଧୀନତାର ମାତ୍ର କିଛି କାଳ ପରେ ପାକିସ୍ତାନ ସେନା ଦେଶର…

ବୌଦ୍ଧିକ ସ୍ବଚ୍ଛତା

ପ୍ରକାଶ ତ୍ରିପାଠୀ ସବୁ ମଣିଷ ସମାନ। ଏ କଥା କେବଳ ଆମ ଧର୍ମଗ୍ରନ୍ଥ ବା ଶାସ୍ତ୍ର ଆଦିରେ ଲେଖା ନାହିଁ। ଆମ ବିବେକ ମଧ୍ୟ ସ୍ବୀକାର କରେ ଯେ, ସଂସାରର ସବୁ ମଣିଷକୁ ପରମାତ୍ମା ଏକାଭଳି ଜନ୍ମ ଦେଇଛନ୍ତି। ତେଣୁ ମଣିଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri