ସାଥୀ ଚୟନରେ ପୋଷା ପ୍ରାଣୀ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଜାଣୁ ଯେ ଆମ ମାନସିକ ସ୍ବାସ୍ଥ୍ୟ ପାଇଁ କୁକୁର ଉପଯୋଗୀ। ଅନେକ ଅନୁଧ୍ୟାନରୁ ବି ଏ ସତ୍ୟ ପ୍ରମାଣିତ ହୋଇଛି। ୟେଲ୍ ବିଶ୍ୱବିଦ୍ୟାଳୟର କାନାଇନ୍ କଗ୍ନିଶନ ସେଣ୍ଟରର ନିର୍ଦ୍ଦେଶକ ତଥା ମନସ୍ତତ୍ତ୍ୱ ବିଭାଗର ପ୍ରଫେସର…
ମାନ୍ଦାବସ୍ଥାର ମହୌଷଧି
ବିଚିତ୍ର ବିଶ୍ୱାଳ ଚାଷୀର ଫସଲ ଅମଳ ସମୟରେ ତଥା ବଜାରରେ ଚାହିଦା ନ ଥିବା ବେଳେ ଚାଷୀ ଯେମିତି ତା’ ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଞ୍ଚ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାଏ, ସେମିତି ବଜାରରେ ମାନ୍ଦାବସ୍ଥା ବେଳେ ଅଟୋମୋବାଇଲ୍…
ବିଦ୍ୟାସାଗରଙ୍କ ବିଚାର
ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ ଗୋବିନ୍ଦ ରାନାଡ଼େ, ରାଜା ରାମମୋହନ ରାୟ, ମହାତ୍ମା ଜ୍ୟୋତିବା ଫୁଲେଙ୍କ ଭଳି ଯଦିଓ ତାଙ୍କର…
ଏଇ ଭାରତରେ
ଏଡ୍ସ ଏକ ମାରାମତ୍କ ରୋଗ ହେଲେ ମଧ୍ୟ ଏଥିରେ ପୀଡିତ ବ୍ୟକ୍ତି ସମାଜରେ ଅଛୁଁଆ ନୁହନ୍ତି। ସାଧାରଣ ଜୀବନଶୈଳୀରେ ବଞ୍ଚିବା ସହ ସମାଜର ସବୁ କାର୍ଯ୍ୟରେ ଏମାନଙ୍କ ଯୋଗଦାନ ରହିଛି ବୋଲି ବାର୍ତ୍ତା ଦେଇଛି କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପ। ୧୦…
ସମ୍ପାଦକୀୟ/ଜଳବାୟୁ
ଆଜିର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହାର ପରିଣତି ବିଷୟରେ ଅସଂଖ୍ୟ ଆଲୋଚନା ଓ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ ପାଇଚାଲିଛି। ଅନ୍ତର୍ଜାତୀୟ ସମୁଦାୟ ଏହାର ମୁକାବିଲା କରିବା ଲାଗି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀରେ…
କୁକୁଡ଼ା ବଞ୍ଚିଲେ ସୁନାର ଅଣ୍ଡା
ରଞ୍ଜନ କୁମାର ଦାସ ଚାକିରି କରୁଥିବା ଲୋକଙ୍କୁ ଭଲରେ ଅଛନ୍ତି ଭାବି ଅନ୍ୟମାନେ ଈର୍ଷା କରନ୍ତି। ସମସ୍ତଙ୍କର ଧାରଣା ଯିଏ ଥରେ ଚାକିରିଟେ ପାଇଗଲା ତା’ ଜୀବନ ସାର୍ଥକ ହୋଇଗଲା। ଯେତେବେଳେ ଯାହା ଖାନାପିନା, ମୌଜମସ୍ତି ଚାହିଁବ ସବୁ ହାସଲ କରିପାରିବ।…
ବାହ୍ୟପୂଜା ଓ ଶ୍ରାଦ୍ଧ
ବରଦା ପ୍ରସନ୍ନ ଦାସ ଯେଉଁ ହିନ୍ଦୁଧର୍ମର ସନାତନ ଶାସ୍ତ୍ର ବେଦ ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ। ପରମେଶ୍ୱରଙ୍କ ଆଜ୍ଞା ହେଲା ସତ୍ୟଂ ବଦ, ଧର୍ମଂ ଚର, ଦୟାଂ କୁରୁ। ଅର୍ଥାତ୍ ଦୁଃଖୀର…
ଏଇ ଭାରତରେ
ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟାରେ କେବଳ କଲେଜ ପିଲାମାନେ ଭାଗ ନେଉଛନ୍ତି। କିନ୍ତୁ ସ୍କୁଲରେ ନିର୍ବାଚନ ହେବା ଶୁଣିଛନ୍ତି କି? ଛତିଶଗଡ଼ର କୋରବା ଅନ୍ତର୍ଗତ ଗଡକଟରା ଗାଁର ସରକାରୀ ସ୍କୁଲ୍ରେ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଏମିତି ଏକ ନିର୍ବାଚନ। ଆଦିବାସୀ…
ସମ୍ପାrଦକୀୟ/ପିଆଜ ଲୁହ
ପାକିସ୍ତାନରେ ଗତ ମାସ ପିଆଜ ଦର ୩୦୦ ଟଙ୍କା ଉପରକୁ ଚାଲିଯାଇଥିଲା। ସେତେବେଳେ ଭାରତରେ ଆଲୋଚନା ହେଲା ଯେ, ସେଠାକାର ଖାଉଟି ହନ୍ତସନ୍ତ ହୋଇଯାଉଥିବେ। କେତେକେ ମତ ଦେଇଥିଲେ ଯେ ପାକିସ୍ତାନ ଅର୍ଥନୀତି ଦବିଯିବା ଓ ଭାରତରୁ ରପ୍ତାନି ବନ୍ଦ ହୋଇଯିବାରୁ…
ଗଣତନ୍ତ୍ର ନା ଭୋଗୀତନ୍ତ୍ର
ସହଦେବ ସାହୁ ସୁଇଜରଲାଣ୍ଡରେ ଜନ୍ମିତ ଆମେରିକାନ୍ କିୟୁବ୍ଲର-ରସ୍ (୧୯୨୬-୨୦୦୪) କହନ୍ତି ସମସ୍ୟାର ୫ଟି ସ୍ତର ଅଛି- ନାପସନ୍ଦ, ରାଗ, ମୂଲଚାଲ, ବିଷାଦ ଓ ମାନିଯିବା (ଡିନାୟାଲ୍, ଆଙ୍ଗର୍, ବାର୍ଗନେିଂ, ଡିପ୍ରେସନ୍ ଓ ଆକ୍ସେପ୍ଟାନ୍ସ)। ସରକାର ବା ଶାସକ ଦଳ ଯାହା କରୁଛି…
ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ
ତୁଷାରକାନ୍ତ ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍ ଯତ୍ନବାନ୍ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ ନ ଥିବା ଜନସାଧାରଣ ଏ ଦିଗରେ କେତେଦୂର ସହଯୋଗ କରିବେ, ତାହା ସଂଶୟର ବିଷୟ।…
ଏଇ ଭାରତରେ
ସଂଶୋଧିତ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ପ୍ରଶାସନ ଓ ଗାଡି ଚାଳକ ପୂରା ଚଳଚଞ୍ଚଳ ହୋଇପଡିଛନ୍ତି। ତା’ ଭିତରେ ଘଟିଯାଉଛି ଅନେକ ଅଜବ ଘଟଣା। ତେବେ ଚାଲାଣ କଟାକୁ ନେଇ ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଛି ଏକ ରୋଚକ ଖବର।…
Archives


