ସମ୍ପାଦକୀୟ

ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ. ମୋନିକା ଜୈନ। ରାଜସ୍ଥାନର ଉଦୟପୁର ସହରର ୨୭ ନମ୍ବର ଓ୍ବାର୍ଡର କାଉନ୍‌ସିଲର ମୋନିକା ଏବେ…

ଆଜିର ଅର୍ଥନୀତି/ ମିଛ ମାନ୍ୟତା

ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସେସ୍‌ (ଜିଏସ୍‌ପି) ଯୋଜନାରୁ ବାଦ୍‌ ଦେବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ପାଇଁ ଆମେରିକା ଭାରତକୁ ଏକ ‘ବିକଶିତ ଅର୍ଥନୀତି’ର ଦେଶ ଭାବେ ବର୍ଗୀକୃତ କରିଛି। ଉକ୍ତ ଯୋଜନା ଅନୁସାରେ ବିକାଶଶୀଳ ଦେଶଗୁଡ଼ିକୁ ଆମେରିକା ଶୁଳ୍କମୁକ୍ତ ପ୍ରବେଶ (ଆକ୍ସେସ୍‌)…

ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଉପରେ ଗୁରୁତ୍ୱ

ଧର୍ମେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କୁ ଅଳ୍ପ-ବହୁତ ବିଶ୍ୱତାପନର ଗୁରୁତର ପରିଣାମ ଭୋଗିବାକୁ ପଡ଼ୁଛି। ଭୂପୃଷ୍ଠର ତାପମାତ୍ରା ଅତି ସାମାନ୍ୟ ପରିମାଣରେ, ମାତ୍ର ୦.୩ରୁ ୧.୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିର ଗମ୍ଭୀର ପ୍ରଭାବ ମଧ୍ୟ ଆମ ଉପରେ ପଡ଼ୁଛି। ଉଦାହରଣ ସ୍ବରୂପ ନିକଟରେ…

ତସ୍ମୈ ଶ୍ରୀ ଶିଷ୍ୟବେ ନମଃ

ତୁଳସୀଦାସ ମିଶ୍ର ପାଠ ନ ଜାଣିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷକ ଜଣେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ‘କହି ଦେଉଥାଏ ପରକୁ, ବାଟ ନ ଦିଶଇ ନିଜକୁ’ ଆପ୍ତ ବାକ୍ୟଟି ବୋଧହୁଏ ଏଇ ଗୁରୁଜୀଙ୍କ ପାଇଁ ତିଆରି ହୋଇଥିଲା।…

ଏଇ ଭାରତରେ

ନିଜେ ଉଚ୍ଚତର ଶିକ୍ଷା ହାସଲ କରିନାହାନ୍ତି, କିନ୍ତୁ ଗଁାର ପିଲାମାନେ କିପରି ତାହା ଲାଭ କରିବେ ସେଥିପାଇଁ ଜଣେ କୃଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଏହିପରି ଜଣେ କୃଷକ ହେଉଛନ୍ତି ମଧ୍ୟପ୍ରଦେଶ ବିଦିଶା ଜିଲାର କମଳ ସିଂ ଧାକଡ଼।…

ବେଆଇନ ମାଂସ ଶିଳ୍ପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସାରା ଦେଶରେ ବେଆଇନ ‘ଶୀତଳ ଭଣ୍ଡାର’ ଓ ‘ମାଂସ ପ୍ରକ୍ରିୟାକରଣ’ ଶିଳ୍ପଗୁଡିକର ଏକ ର଼୍ୟାକେଟ୍‌ ଚାଲିଛି। ଗତବର୍ଷକର୍ନାଟକର ବେଲାଗାଭି ଅଞ୍ଚଳର ଲୋକଙ୍କ ଅନୁରୋଧ ରକ୍ଷା କରି ମୁଁ ସେଠାକୁ ଯାଇଥିଲି। ସେମାନେ ସେଠାରେ ଲୁଚାଚୋରାରେ କେତେକ…

ଚିନ୍ତା ବଢ଼ାଉଛି ‘ଡି’

ଈପ୍ସିତା ମହାନ୍ତି ସୁସ୍ଥ ରହିବାକୁ କିଏ ବା ନ ଚାହେଁ। ସୁସ୍ଥ ଶରୀର ପାଇଁ ଭିଟାମିନ ବା ଜୀବସାରର ଆବଶ୍ୟକତାକୁ ମଧ୍ୟ ସଭିଏ ଜାଣନ୍ତି। ଏହା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ହେଲେ ବର୍ତ୍ତମାନ ଭାରତୀୟଙ୍କ ଶରୀରରେ ଗୋଟିଏ ଭିଟାମିନର…

ରେଡିଓର ଜୟଯାତ୍ରା

ବସନ୍ତ କୁମାର ଦାସ ପ୍ରକୃତରେ ସକାଳର ରେଡିଓ ତା’ର ପ୍ରସାରଣ ଆରମ୍ଭ କରିବା ପୂର୍ବରୁ ଯେଉଁ ସ୍ବର ପ୍ରସାରିତ ହୋଇଥାଏ, ସେଥିସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁପରିଚିତ। ମାର୍କୋନୀଙ୍କୁ ରେଡିଓର ଜନକ ଭାବେ ସମସ୍ତେ ଜାଣନ୍ତି, କିନ୍ତୁ ବାସ୍ତବରେ ରେଡିଓର…

ଏଇ ଭାରତରେ

ମେହନତି ମଣିଷ ପାଇଁ ସବୁ କିଛି ସମ୍ଭବ। ଏହିପରି ଜଣେ ମଣିଷ ହେଉଛନ୍ତି ପଟିଆଲା ଜିଲାର ଭାଦସୋଁ-୨ର ବ୍ଲକ୍‌ ଶିକ୍ଷା ଅଧିକାରୀ ବଲକାର କୌର। ନିଷ୍ଠାପର ଉଦ୍ୟମ ବଳରେ ସେ ବ୍ଲକ୍‌ର ପ୍ରାଥମିକ ସ୍କୁଲଗୁଡିକର ଛବି ବଦଳାଇ ଦେଇଛନ୍ତି। ବିନା ସରକାରୀ…

କ୍ଷୁଦ୍ର ମାନସିକତା ଦେଶ ବିରୋଧୀ

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୦ ଫଳାଫଳ ୧୧ ଫେବୃୟାରୀରେ ପ୍ରକାଶ ପାଇଛି। ଏଥିରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୬୨ ଆସନ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି (ଭାଜପା) ମାତ୍ର ୮ ସିଟ୍‌ ଅକ୍ତିଆର କରିଛି। ଅନ୍ୟତମ ଜାତୀୟ ଦଳ କଂଗ୍ରେସ…

ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ ଆଗେଇ ଆସିଲେ। ମାତ୍ର ସ୍ବାମୀ ବିବେକାନନ୍ଦଙ୍କ ଦୃଷ୍ଟିଭଙ୍ଗୀ ଥିଲା ଭିନ୍ନ। ସେ କହୁଥିଲେ ଗୋଟିଏ…

ମୁଁ ହିନ୍ଦୁ, ଆତଙ୍କବାଦୀ ନୁହେଁ

ଲିପ୍ସା ପଣ୍ଡା ଆମେରିକାର ପେଣ୍ଟାଗନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପରେ ମୁସଲମାନମାନଙ୍କ ପ୍ରତି ଅତ୍ୟଧିକ କଠୋର ହୋଇପଡ଼ିଥିଲେ ତାଙ୍କ ସରକାର। ଏୟାରପୋର୍ଟରେ ‘ଖାନ୍‌’ ନାଁ ଶୁଣିଲେ ତ ଡ୍ରେସ୍‌ ଖୋଲି ତଲାସି ଆରମ୍ଭ କରିଦେଉଥିଲେ ତାଙ୍କ ସୁରକ୍ଷାକର୍ମୀ, ଯେଉଁଥିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri