ସମ୍ପାଦକୀୟ

ପ୍ଲାଷ୍ଟିକ୍‌ ପଞ୍ଝାରେ ପୃଥିବୀ

ଡ. ପ୍ରଫୁଲ୍ଲ କୁମାର ସାହୁ ପରିବେଶ ପ୍ରଦୂଷଣ କହିଲେ ଆଗେ ଧୂଆଁ ଦ୍ୱାରା ବାୟୁ ଏବଂ ସହରୀ ଓ କାରଖାନା ବର୍ଜ୍ୟ ଦ୍ୱାରା ଜଳ ପ୍ରଦୂଷଣକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଥିଲା, ମାତ୍ର ଏବେ ତାକୁ ପଛରେ ପକେଇଦେଇଛି ପ୍ଲାଷ୍ଟିକ ଦ୍ୱାରା…

ମୋ ସରକାର: ଗାନ୍ଧୀରୁ ନବୀନ

ତୁଷାରକାନ୍ତ ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଯାଇଛନ୍ତି- ତାହା ହେଉଛି (୧) ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ, (୨) ଯୋଜନାଟିଏ କଲାବେଳେ ଲକ୍ଷ୍ୟ ରଖିଥିବ, ତାହାଦ୍ୱାରା ସମାଜର…

ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ ପ୍ରଭାବିତ ଉସୁର ବ୍ଲକ୍‌ ମୁଖ୍ୟାଳୟଠାରୁ ୩୫ କିମି ଦୂର ମଲ୍ଲେମପେଣ୍ଟା ଗାଁରେ ଏହି ସ୍କୁଲ…

ହ୍ବାଟ୍‌ସଆପ୍‌ ହ୍ୟାକିଂ

ଆକାର ପଟେଲ ଭାରତରେ ହ୍ବାଟ୍‌ସଆପ୍‌ ହ୍ୟାକିଂ କେମିତି ଚାଲିଛି, ସେ ବିଷୟରେ ଆମେ ଜାଣିବା ଓ ବୁଝିବା ଆବଶ୍ୟକ। ପ୍ରଥମତଃ ଯେଉଁ କମ୍ପାନୀ ବିରୋଧରେ ହ୍ୟାକିଂର ଅଭିଯୋଗ ଆସିଛି, ତାକୁ ଆମେରିକାରେ ହ୍ବାଟ୍‌ସଆପ୍‌ର ମାଲିକ ଫେସ୍‌ବୁକ୍‌ ଦ୍ୱାରା କୋର୍ଟକୁ ଟଣାଯାଇଛି। ଅଭିଯୁକ୍ତ…

ଭଲ ବିଭକ୍ତ ଖରାପ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ସମୟ ସା ସାତଟା। ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ସୂର୍ଯ୍ୟ ଡୁବିଗଲେଣି। ରାଜଧାନୀର ଅସ୍ତାଚଳରେ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଆଲୋକରେ ଉଦ୍ଭାସିତ ହେଲାଣି ମହାନଗରୀର ପ୍ରଶସ୍ତ ରାଜପଥ। ବ୍ୟସ୍ତବହୁଳ, କୋଳାହଳମୁଖରିତ ସରକାରୀ ଦପ୍ତରଗୁଡ଼ିକରେ ଛାଇଗଲାଣି ନିଶୂନ ନୀରବତା। ମାତ୍ର…

ଲଦାଖର ତତ୍ତ୍ୱାବଧାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଆସିଥିବା ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ଏଥିସହିତ ଏହାକୁ ଦିଆଯାଇଥିବା ରାଜ୍ୟର ମାନ୍ୟତାକୁ ହଟେଇ ଦିଆଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ…

ଏଇ ଭାରତରେ

ଦେଶରେ ମହିଳାବିରୋଧୀ ଅପରାଧ ନିତି ସାମ୍‌ନାକୁ ଆସୁଛି। କିନ୍ତୁ ଏମିତି କମ୍‌ ଲୋକ ଅଛନ୍ତି ଯେଉଁମାନେ ପୀଡିତାଙ୍କ ସହ ପ୍ରତି କ୍ଷେତ୍ରରେ ଠିଆହୋଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଗୁଡଗାଓଁ ନିବାସୀ ଅଞ୍ଜୁ ରାଓ୍ବତ ସମ୍ପୂର୍ଣ୍ଣ ଭିନ୍ନ। ୪୨…

ବଦଳିରୁ ବିବାଦ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ୧୯୯୫ କ୍ୟାଡର ଆଇଏଏସ୍‌ ଅଫିସର ପ୍ରତୀକ ହାଜେଲାଙ୍କୁ ୭ ଦିନ ମଧ୍ୟରେ ମଧ୍ୟପ୍ରଦେଶକୁ ବଦଳି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ଆସାମ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଜେଲା ଭାରତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର…

ବ୍ୟଥିତ ଭାରତ

ଉପେନ୍ଦ୍ର ବିଶ୍ୱାଳ ବିଶ୍ୱ ଆଜି ଦେଖୁଛି ଭାରତକୁ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିର ଦେଶ ବା ଭଲ ଅର୍ଥ ବ୍ୟବସ୍ଥାର ଭୂଖଣ୍ଡ ଭାବେ। ବିଶ୍ୱର ଦ୍ୱିତୀୟ ବୃହତ୍ତମ ଖାଦ୍ୟଶସ୍ୟ ଉପତ୍ାଦନର ଦେଶ ଭାରତ। କୋଟିପତିଙ୍କ ସଂଖ୍ୟାରେ ବିଶ୍ୱରେ ଆମେ ଆଜି ଅଷ୍ଟମ ସ୍ଥାନରେ।…

ବିପଦରେ ବଣ୍ଡା ସଂସ୍କୃତି

ଦ୍ୱିତୀ ଚନ୍ଦ୍ର ସାହୁ ଘୋଡେଇ ହୋଇଛି ମାଛକାତିଆ ଆକାଶ। ନୀଳ ଓ ଧଳାର ଅପୂର୍ବ ସମନ୍ବୟରେ ଆକାଶ ଆହୁରି ଆକର୍ଷଣୀୟ ହୋଇଉଠିଛି ଶରତର ପହିଲି ଛୁଆଁରେ। ସବୁ ନୀରବତାକୁ ଭାଙ୍ଗି ଶୁଣିବାକୁ ବାଧ୍ୟ କରୁଛି ପାହାଡି ଝରଣାର ମୂର୍ଚ୍ଛନା। ପାହାଡ ଉପରେ…

ଏଇ ଭାରତରେ

ସମାଜରେ ହିନ୍ଦୁ ଓ ମୁସଲମାନ ଏକାଠି ବିଭିନ୍ନ ପର୍ବ ପାଳନ କରୁଥିବାର ଦୃଷ୍ଟାନ୍ତ ରହିଥିବାବେଳେ ବିହାରର ଏକ ଗାଁ ଏଥିରୁ ବାଦ୍‌ପଡିନି। ଗାଁର ନାମ ବଥୁଆ ବୁଜୁର୍ଗ। ସମସ୍ତିପୁର ଜିଲା ଅନ୍ତର୍ଗତ ସରାୟରଞ୍ଜନ ବ୍ଲକ୍‌ର ଏହି ଗାଁ ଛଟ୍‌ ଅବସରରେ ଧର୍ମର…

ଏକ ଚେତାବନୀ

ଆମେରିକାର ବିଶାଳ ରିଟେଲ ବ୍ରାଣ୍ଡ୍‌ ଫର୍‌ଏଭର ୨୧ ଯାହାକି ୨୦୦୦ରେ ନୂତନ ଶୈଳୀରେ ଶସ୍ତା ଜିନିଷ ବିକ୍ରି କରି ପ୍ରଚୁର ଲାଭ କରିଥିଲା। ଏବେ ଏହାର ବିକ୍ରୟ କେନ୍ଦ୍ରଗୁଡିକୁ ବନ୍ଦ କରି ଚାଲିଛି। ଏହା ସଂଗଠିତ ରିଟେଲ ବ୍ୟବସାୟ ପାଇଁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri