ଏଇ ଭାରତରେ
ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍ମାନେ। ବୃତ୍ତି ପାଇଁ ଧର୍ମ ଓ ସମ୍ପ୍ରଦାୟ ବାଧକ ହୋଇପାରେନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ଏମାନେ। ବିହାରର ସୀତାମଢି ଜିଲା…
ବୋର୍ଓ୍ବେଲ୍ରେ ମୃତ୍ୟୁ
ତାମିଲନାଡୁର ତିରୁଚିରାପଲ୍ଲୀରେ ୨ ବର୍ଷର ବାଳକ ସୁଜିତ ଓ୍ବିଲ୍ସନ ୮୮ ଫୁଟ ଖୋଳା ଯାଇଥିବା ଏକ ବୋର୍ଓ୍ବେଲ୍ରେ ୨୫ ଅକ୍ଟୋବରରେ ପଡ଼ିଯାଇଥିଲେ। ଏଭଳି ଦୁର୍ଘଟଣା ଭାରତବର୍ଷର ବିଭିନ୍ନ ସ୍ଥାନରେ ଘଟୁଥିବାର ବାରମ୍ବାର ପରିଲକ୍ଷିତ ହେଉଛି। ଏହା ସତ ଯେ, ଏପରି ଦୁଃଖଦାୟକ…
ବିବେକାନନ୍ଦଙ୍କ ଦୃଷ୍ଟିରେ ପ୍ରତୀକ ଉପାସନା
ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ୱାମୀ ବିବେକାନନ୍ଦଙ୍କ ରାଜପୁତାନା ପରିଭ୍ରମଣ ସମୟର କଥା। ଅଲଓ୍ବାରର ରାଜା ମଙ୍ଗଲ ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମହାରାଜା ସ୍ବାମିଜୀଙ୍କୁ ପଚାରିଲେ, ମୁଁ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖେ ନାହିଁ। ପଥର, ମାଟି, କାଠ, ଧାତୁକୁ…
ସାହିତ୍ୟର ସଂକଳ୍ପ
ଅରୁଣ କୁମାର ପଣ୍ଡା ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା ବେଳକୁ ବୋଧ ହେଉଛି, ଏକ ସହିତ ସେ ଅନେକ, ଏକାଧିକ ଲୋକଙ୍କ ଏକତ୍ର ସମାବେଶ,…
ଏଇ ଭାରତରେ
ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର ଲୋକମାନେ ବରର ପାଟି ଶୁଂଘିବା ପରମ୍ପରା ପ୍ରଚଳିତ ରହିଛି। କେବଳ ବର ନୁହନ୍ତି, କନ୍ୟା…
ଅବୁ ବକର୍ ଅଲ୍-ବାଗ୍ଦାଦି
ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍)ର ମୁଖ୍ୟ ଅବୁ ବକର୍ ଅଲ୍-ବାଗ୍ଦାଦିଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଛି ବୋଲି ପୂର୍ବରୁ ଅନେକଥର ମିଥ୍ୟା ପ୍ରଚାର କରାଯାଇଥିଲା। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶର ସ୍ପେଶାଲ ଫୋର୍ସେସ୍ ବାଗ୍ଦାଦିଙ୍କୁ ପଶ୍ଚିମ ସିରିଆର ଏକ…
ମନୋହର ଆଲୁଅ
ଡ. ରମେଶ ଚନ୍ଦ୍ର ପରିଡ଼ା ଉଦିତ ସୂର୍ଯ୍ୟର ମନୋଲୋଭା ରୂପ ମନରେ ଭରି ଦେଇଥାଏ ବିଲୋଳ ଆନନ୍ଦ। ପ୍ରାତଃସ୍ମରଣୀୟ କବି ସଚ୍ଚି ରାଉତରାୟ ସମ୍ଭବତଃ ଏହାକୁ ହିଁ ତାଙ୍କ ଛୋଟ ଗାଁର ‘ମନୋହର ଆଲୁଅ’ ରୂପେ ବର୍ଣ୍ଣନା କରିଛନ୍ତି- ‘ଆଲୁଅ ତା’ର…
ଆଶ୍ରୟସ୍ଥଳୀ ପରିଚାଳନାରେ ସ୍ଥାନୀୟ ସହଭାଗିତା
ଶୁଭନାରାୟଣ ଶତପଥୀ ମହାବତ୍ୟାର ଅନୁଭୂତିକୁ କୋଡିଏ ବର୍ଷ ହୋଇଥିଲେ ମଧ୍ୟ ୧୯୯୯ ଅକ୍ଟୋବର ୨୯ ତାରିଖରେ ପ୍ରକୃତିର ଭୟଙ୍କର ରୂପ ଏବେ ବି ଆଖି ଆଗରେ ନାଚି ଉଠେ। ଭୂଇଁରେ ଲୋଟି ଯାଉଥିବା ମହାଦ୍ରୁମ, ଉଡିଯାଉଥିବା ଛପର, ବୁଡି ଯାଉଥିବା ମଣିଷ,…
ଏଇ ଭାରତରେ
‘ଈଶ୍ୱରଙ୍କ ସଂସାରରେ କୌଣସି ଜିନିଷର ଅଭାବ ନାହିଁ, ଖୋଜିଲେ କୋହିନୂର ମଧ୍ୟ ମିଳିଯାଏ। ନିଜ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଅନ୍ଧାରରେ ଚାଲୁଥିବା ବ୍ୟକ୍ତିଙ୍କୁ ବି ଈଶ୍ୱର ଆଲୋକର ବାଟ ଦେଖାଇ ଦିଅନ୍ତି।’ ଏହି ଉକ୍ତିକୁ ସାକାର କରିଛନ୍ତି ଛତିଶଗଡ଼ର ରାୟପୁରସ୍ଥିତ…
ମିଛ ଦେଶପ୍ରେମ
ଆକାର ପଟେଲ ଇଂଲିଶ ଡିକ୍ସନାରି ଲେଖିଥିବା ସାମୁଏଲ ଜନ୍ସନ କହିଥିଲେ: ”ଦେଶପ୍ରେମ ହେଉଛି ଖଳବ୍ୟକ୍ତିିମାନଙ୍କର ଶେଷ ଆଶ୍ରୟସ୍ଥଳୀ।“ ତାଙ୍କ କହିବାର ଅର୍ଥ ହେଲା, ଆଜିଯାଏ ନିଜକୁ ଦେଶଭକ୍ତ ବୋଲି ଚିତ୍କାର କରୁଥିବା ଲୋକ ଯେକୌଣସି ଅପରାଧ ବା ଅଶିଷ୍ଟାଚରଣ କଲେ ମଧ୍ୟ…
ଏବେ ଭଲରେ ଅଛୁ
ପ୍ରକାଶ ତ୍ରିପାଠୀ ଗତ ଦଶହରା ଛୁଟି ସମୟରେ କିଛିଦିନ କାଟିଥିଲି ମୋ ଗାଁରେ। ମହାଷ୍ଟମୀରେ ଗାଁ ଠାକୁରାଣୀଙ୍କ ପୀଠରେ ଜନ୍ତାଳ ଓ ଦଶହରାରୁ କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜାକୁ ମନଭରି ଉପଭୋଗ କରିଥିଲି। ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବରେ ଆଲେକା ସଜ୍ଜା, ଡିଜେ,…
ପ୍ରେରଣାଦାୟିନୀ ପ୍ରଶାସିକା
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ‘ଜୀବନରେ କେବେ ପରାସ୍ତ ହେବା କଥା ନୁହେଁ କି କେତେବେଳେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ ନୁହେଁ। ପ୍ରଚେଷ୍ଟା ଥିଲେ ଲକ୍ଷ୍ୟସିଦ୍ଧି ହୋଇପାରିବ।’ ନିକଟରେ କେରଳ ଥିରୁଭାନନ୍ତପୁରମ୍ର ଉପଜିଲାପାଳ ଭାବେ ଦାୟିତ୍ୱ ନେବା ପରେ ଏହା କହିଛନ୍ତି…
Archives


