ସମ୍ପାଦକୀୟ

ପଞ୍ଚମ ସ୍ତମ୍ଭର ଅଭ୍ୟୁଦୟ

ପ୍ରକାଶ ତ୍ରିପାଠୀ ଗତ ସତୁରି ଦଶକ ଶେଷ ପର୍ଯ୍ୟନ୍ତ ରେଡିଓ ଓ ଖବରକାଗଜ ଥିଲା ଖବର ଜାଣିବାର ଏକମାତ୍ର ଉତ୍ସ। ରେଡିଓରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଦେଶବିଦେଶର ଖବର ଶୁଣୁଥିଲୁ। ରେଡିଓରେ ଖବର ଶୁଣିବାକୁ ଅପେକ୍ଷାକରି ବସି ରହୁଥିଲୁ। ସେହିପରି ଖବରକାଗଜରେ…

ଅନ୍ତରୀକ୍ଷ ପରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ପିଲାଟିଏ କାନ୍ଦିଲେ ମାତାପିତା ତାକୁ ଆକାଶ ଦେଖାଇଥାଆନ୍ତି। ଜହ୍ନ ମାମୁ ଓ ପରି ରାଇଜର କଥା କୁହାଯାଇ ତାକୁ ତୁନି କରାଯାଇଥାଏ। କିନ୍ତୁ ବଡ଼ ହେଲା ପରେ ମହାକାଶ ଓ ମହାଜାଗତିକ ବସ୍ତୁ ବିଷୟରେ ଜାଣିବାକୁ ଆଗ୍ରହ…

ଏଇ ଭାରତରେ

ଅନ୍ୟର ଉପକାର କରିବା ପାଇଁ ବେଳେବେଳେ ମଣିଷ କିଛି ନିଆରା କାମ କରିଥାନ୍ତି ଯାହା କରୁଛନ୍ତି ରାଜସ୍ଥାନ ଉଦୟପୁର ନିବାସୀ ଅଶୋକ ପାଲିଓ୍ବାଲ। କ୍ୟାନ୍‌ସର ରୋଗୀଙ୍କଠାରେ ସକାରାତ୍ମକ ଭାବନାର ଆବଶ୍ୟକତାକୁ ଉପଲବ୍ଧି କରି ସେ ଏଥିପାଇଁ ଆରମ୍ଭ କରିଛନ୍ତି ‘କେଶ ଦାନ…

ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ ନିଯୁକ୍ତିକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଆଇଏଏସ୍‌ ଅଧିକାରୀମାନେ ଖୋଳତାଡ଼ କରି ଏହି ପଦକ୍ଷେପ…

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିନସାରା କ୍ଲାସ୍‌, ପାୱାର ପଏଣ୍ଟ ଆଦି କରି କରି ଭାରାକ୍ରାନ୍ତ ହେଇପଡ଼ିଥାଉ। ତେଣୁ…

ଗୁଣାତ୍ମକ ଶିକ୍ଷା: କେତେ କଥା କେତେ କାମ

ଘାସିରାମ ପଣ୍ଡା ଜାନୁୟାରୀ ୧୭ରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ପ୍ରଶାସକମାନଙ୍କୁ ସମ୍ବୋଧିତ କରିବା ଅବସରରେ ସମଗ୍ର ରାଜ୍ୟବାସୀ ତାଙ୍କର ପରିବାର ବୋଲି ଦୋହରାଇଥିଲେ। ଏହା ତାଙ୍କର ରାଜନୈତିକ ପରିପକ୍ୱତା ଓ ଉତ୍ତରଦାୟିତ୍ୱକୁ ପରିପ୍ରକାଶ କରୁଛି। ଏହି ଦିନର ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିବା…

ଏଇ ଭାରତରେ

ଲାଭ ଆଶାରେ ନୁହେଁ ବରଂ ଘରଗୁଡିକରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ଲାଗିଛନ୍ତି ହାଇଦ୍ରାବାଦ୍‌ର ଚାରିଜଣ ଉଚ୍ଚଶିକ୍ଷିତ ଯୁବକ। ବର୍ଜ୍ୟବସ୍ତୁକୁ ସେମାନେ ରିସାଇକ୍ଲିଂ କରାଉଛନ୍ତିି। ରୋଷନ ମିରନ୍ଦା, ଉଦିତ ପଟିଦାର, ଜୟନାରାୟଣ କୁଲଥିଙ୍ଗଲ ମିଶି ଏହି କାର୍ଯ୍ୟରେ…

ଆଜିର ଅର୍ଥନୀତି/ସ୍ପଷ୍ଟ କର

କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ସାଧାରଣ ଲୋକମାନେ ବ୍ୟକ୍ତିଗତ ଆୟକରରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଜାଣିବା ପାଇଁ ସବୁବେଳେ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥିପାଇଁ ସେମାନେ ଆଗ୍ରହର ସହ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ଶୁଣନ୍ତି। କିନ୍ତୁ ବଜେଟ ଉପସ୍ଥାପନ ପରେ…

କେନ୍ଦ୍ର ବଜେଟ ଓ ଗାଁ ଲୋକଙ୍କ ଆୟ ବୃଦ୍ଧି

ନଟବର ଖୁଣ୍ଟିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବଜେଟରେ ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଶେଷ ଭାଗରେ ରିପୋର୍ଟ ପ୍ରକାଶ ପାଇଲା ଯେ, ଗ୍ରାମାଞ୍ଚଳବାସୀଙ୍କ ଆୟ ଯଥେଷ୍ଟ ବୃଦ୍ଧି ହେଉ ନ ଥିବାରୁ ସେମାନଙ୍କର କ୍ରୟଶକ୍ତି ହ୍ରାସ…

ଓଡ଼ିଶାର ମହିମାଧର୍ମ

ଡ. ଉଦ୍ଧବ ଚରଣ ନାୟକ ଊନବିଂଶ ଶତକର ପ୍ରଥମ ଭାଗ। ଏହି ସମୟରେ ଭାରତୀୟ ହିନ୍ଦୁ ସମାଜ ଜାତିଭେଦ, ମୂର୍ତ୍ତିପୂଜା, ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ବ୍ରାହ୍ମଣ୍ୟ ଧର୍ମର ପ୍ରଭାବରେ ଉବୁଟୁବୁ ହେଉଥିଲା। ସମାଜର ନୀଚ ଶ୍ରେଣୀର ଲୋକେ ଲାଞ୍ଛିତ, ଅପମାନିତ, ନିଷ୍ପେଷିତ…

ଏଇ ଭାରତରେ

ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶକୁ ମଣିଷ ସ୍ବୀକାର କରୁଛି ସତ, କିନ୍ତୁ ସେମାନଙ୍କ ମଧ୍ୟରେ ବସା ବାନ୍ଧିଥିବା ଅଜବ ବିଶ୍ୱାସ ଦୂର ହୋଇନାହିଁ। ଏମିତି ଏକ ବିଶ୍ୱାସରେ ବାନ୍ଧି ହୋଇଛନ୍ତି ହିମାଚଳପ୍ରଦେଶ କୁଲୁ ଜିଲାର ମନୁଋଷିଙ୍କ ଗାଁ ମନାଲିର ଅଧିବାସୀ। ଏଠାରେ…

ଚନ୍ଦ୍ର ଓ ରାତ୍ରିଚର ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜୀବନ ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି। ଏହା ପ୍ରଜନନ, ଶିକାର, ଯାତାୟାତ, ଯୋଗାଯୋଗ ଓ ପ୍ରାଣିଜଗତର ଅନ୍ୟ କେତେକ କ୍ରିୟାକୁ ପ୍ରଭାବିତ କରେ। ରାତ୍ରିଚର ପ୍ରାଣୀମାନେ ଚନ୍ଦ୍ରାଲୋକରେ ଭଲଭାବେ ଶିକାର କରିପାରନ୍ତି, ଯଦିଓ ଶିକାର କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri