ଅତୀତ ନୁହେଁ, ଆଗକୁ ଭାବ
ତଥାଗତ ସତପଥୀ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଓଡ଼ିଶା ସମେତ ଅଳ୍ପ କେତେକ ରାଜ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ଯାଏ ଲକ୍ଡାଉନ୍ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀମାନଙ୍କୁ ସୋମବାର, ୧୩ ଏପ୍ରିଲଠାରୁ କାମରେ…
ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବନାମ କୋଭିଡ୍-୧୯
ନଟବର ଖୁଣ୍ଟିଆ ମହାତ୍ମା ଗାନ୍ଧୀ କେବଳ ଭାରତକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରିବା ପାଇଁ ଅହିଂସା ମାର୍ଗରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥିଲେ, ସ୍ବାଧୀନ ଭାରତର ଅର୍ଥନୈତିକ ବ୍ୟବସ୍ଥା ଏପରି ପରିଚାଳିତ ହେବା ଆବଶ୍ୟକ ଯେପରି ସମାଜରେ ବାସ…
ଧେତ୍ ଏ କରୋନା
ସୁଧାକର ଦାସ ସକାଳ ଛ’ଟା ହେଇନି, ଗୋଟେ ଫୋନ୍ ଆସି ନିଦ ଭାଙ୍ଗିଦେଲା। ଲକଡାଉନ୍ ସମୟରେ ଏତେ ସକାଳୁ ଇଏ କାହାର ଫୋନ୍? ଫୋନ୍ ଆଣି ଦେଖିଲା ବେଳକୁ ନମ୍ବରଟି ଅଚିହ୍ନା। ସେପଟୁ ଯେଉଁ ସ୍ବର ଶୁଣିଲି ତାହା କିନ୍ତୁ ଅପରିଚିତ…
ମଣିଷ ଶିଖୁ
ମାନସ ରଂଜନ ବିଶ୍ୱାଳ ଆଖିକୁ ଦେଖାଯାଉ ନ ଥିବା ଏକ ଭୂତାଣୁର ପ୍ରଭାବ ନିକଟରେ ସମଗ୍ର ବିଶ୍ୱ ଅସହାୟ। ଗୋଟିଏ ଝଟକାରେ ମାଟିରେ ମିଶିଗଲା ମଣିଷ ଜାତିର ସବୁ କଳ, ବଳ, କୌଶଳକୁ ନେଇ ଯେତେସବୁ ଆତ୍ମବଳ ଓ ଅହଂକାର। ଅତ୍ୟାଧୁନିକ…
ଏଇ ଭାରତରେ
ପରିବେଶକୁ ଭଲ ପାଇ ସାରା ଜୀବନ ତା’ ସୁରକ୍ଷାରେ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ଖୁବ୍ କମ୍ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ସେଜା ଉର୍ହା ଅନ୍ୟତମ। ମସୁରିରେ ସେ ୧୧୦ ଏକର ପଡିଆ ଜମିକୁ ଜଙ୍ଗଲରେ ପରିଣତ କରିଦେଇଛନ୍ତି।…
ଲକ୍ଡାଉନ୍ର ଉଦ୍ଦେଶ୍ୟ
ଆକାର ପଟେଲ ଭାରତ ବିଶ୍ୱରେ ସବୁଠୁ ଅଧିତ୍କ ଦିନ ଲକ୍ଡାଉନରେ ରହିବାକୁ ଯାଉଛି। ଲକ୍ଡାଉନ ସମ୍ପର୍କରେ ଲୋକମାନଙ୍କୁ ସବୁଠୁ କମ୍ ସୂଚନା ଦେଇ ଓ ସବୁଠୁ କମ୍ ପ୍ରସ୍ତୁତି ସହ ସରକାର ଏହା କରିବାକୁ ଯାଉଛନ୍ତି। ଅନେକ ରାଜ୍ୟ ଏପ୍ରିଲ ଶେଷ…
କୋଭିଡ୍-୧୯ ବିଶେଷଜ୍ଞ
କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଭାରତରେ ଅଦ୍ୟାବଧି ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସ୍ ଯେଭଳି ଅଧିକ ଲୋକଙ୍କୁ ସଂକ୍ରମିତ ନ ହେବ ସେଥିଲାଗି ଦେଶବ୍ୟାପୀ ଲକ୍ଡାଉନ କରାଯାଇଛି। କୋଭିଡ୍-୧୯…
ଅର୍ଥନୀତି ଭୁଶୁଡ଼ିବ – ସରକାର ପକେଟ ନୁହେଁ, ପେଡ଼ି ଖୋଲନ୍ତୁ
ତର୍କ ଓ ତତ୍ତ୍ୱ/ ବିମଳ ପ୍ରସାଦ ପାଣ୍ଡିଆ ରାଜନୈତିକ, ଆର୍ଥିକ ଓ ସାମରିକ ମାମଲାରେ ଆମେରିକା ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଓ ଶକ୍ତିଶାଳୀ ଦେଶ। ଏବେ ସେହି ଦେଶରେ ସବୁଠାରୁ ଅଧିକ ‘କରୋନା’ ରୋଗୀ। କରୋନା ତ ଦାଉ ସାଧୁଛି, କିନ୍ତୁ…
ଏଇ ଭାରତରେ
ଭାରତରେ ମାନବ ଚାଲାଣ ଭଳି ଏକ ଉତ୍କଟ ସମସ୍ୟାକୁ ପ୍ରତିହତ କରିବା ଲାଗି ବାପ ଓ ଝିଅଙ୍କ ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାଦାୟକ। ସୁନ୍ଦରବନ ଜିଲା ଗୋରାଁବୋଷ ଗାଁର ବାସିନ୍ଦା ନୀହାର ରପ୍ତାନ ଏବଂ ତାଙ୍କ ଝିଅ ଶୁଭଶ୍ରୀ ପ୍ରାୟ ୨,୫୦୦…
କରୋନା ଲଢ଼େଇର ଆଗରେ ବାବୁ
କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ସମେତ ଦେଶର ବାବୁମାନେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛନ୍ତି । ସେମାନେ କେବଳ ଖବରରେ ରହୁନାହାନ୍ତି, ବରଂ ଏହି ଅଭୂତପୂର୍ବ ସ୍ବାସ୍ଥ୍ୟ ସଂକଟକୁ ଆୟତ୍ତ କରିବା ପାଇଁ ପରଦା ପଛରେ…
କରୋନାରେ ଦାଦନ ଶ୍ରମିକ
ସତୀଶ ବିଶ୍ୱାଳ ନାଁଟି ତା’ର ଚିତା ସାହୁ। ବୟସ ୭୦ ପାଖାପାଖି। ଘର ଯାଜପୁର ଜିଲାର ଧର୍ମଶାଳା ବ୍ଲକ ମଧୁପୁରଗଡ (କୁକୁଡାଖାଳି)। କାହିଁ କେବେଠାରୁ ସ୍ବାମୀ ଆରପାରିକୁ ଚାଲିଗଲେଣି। ଚିତାର ସାହା ଭରସା କହିଲେ ତା’ର ଦୁଇ ପୁଅ। ଜମିବାଡି ସେମିତି…
ଶ୍ରୀରାମ ଓ ଆମେ
ସୁଧିରାଜ ରାଉତ ଜଣେ ବନ୍ଧୁଙ୍କ ପ୍ରଶ୍ନଟିଏ ମନେପଡୁଛି ”ପ୍ରକୃତରେ ଶ୍ରୀରାମ ଜନ୍ମ ହୋଇଥିଲେ କି? “ କହିଲି, ଏହାର ସପକ୍ଷରେ ଓ ବିପକ୍ଷରେ ଅନେକ ବିଦ୍ବାନ୍ ବହୁ ଉତ୍ତର ଦେଇଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଉତ୍ତରଟି ଏଇଭଳି – ଆଲେକଜାଣ୍ଡର, ଚେଙ୍ଗିଜ ଖାଁ,…
Archives


