ସମ୍ପାଦକୀୟ

କୋଭିଡ୍‌-୧୯ରୁ ଶିକ୍ଷା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ କରିସାରିଥିବା ଏବଂ ସମଗ୍ର ବିଶ୍ୱକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେବାର ଅହମିକା ପୋଷଣ କରୁଥିବା…

ପୁଣି ମଦ

ପ୍ରକାଶ ତ୍ରିପାଠୀ କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିଲାବେଳେ କେତେକ ସର୍ତ୍ତରେ ମଦଦୋକାନ ଖୋଲିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ୍‌ ଜାରି କରିଥିଲେ। କିଛି ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ଯେଉଁ ଦୃଶ୍ୟ ନଜରକୁ ଆସିଲା ସେଥିରୁ ଅନ୍ତତଃ…

ଏଇ ଭାରତରେ

କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିଥିଲେ। ସେଠାରୁ କୋଲକାତା ଆସି ଚାକିରି କରି…

ବୈଜ୍ଞାନିକ ଚେତନାର ଆବାହନ

ମାନବ ଜୀବନକୁ ଦୀର୍ଘାୟୁ କରିବାରେ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହୋଇଛି। ବିଜ୍ଞାନ ଅନେକ ରୋଗର ନିରାକରଣ କରିଛି, ଅନେକ ଦୁଃସାଧ୍ୟ ରୋଗର ଉପଶମ ଖୋଜି ବାହାର କରିଛି ଏବଂ ଅନେକ ବ୍ୟାଧିକୁ ନିୟନ୍ତ୍ରଣରେ ରଖିପାରିଛି। ଏହାସତ୍ତ୍ୱେ ବିଜ୍ଞାନ ଅନେକ ନୂତନ ଆହ୍ବାନକୁ…

କରୋନା ଓ କପି ପ୍ରସଙ୍ଗ

କମଳାକାନ୍ତ ଜେନା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଅଭିଯାନରେ କଲେଜ ପଢ଼ାପଢ଼ି ଓ ପରୀକ୍ଷା ବନ୍ଦ ରହିଛି। କଲେଜ ଖୋଲିଲା ପରେ ଯାଇ ଯାହା ପରୀକ୍ଷାପତ୍ର ହେବ। ଦୁଇଦିନ ତଳେ ଜଣେ ଅଭିଭାବକ ମତେ ଫୋନ୍‌ କରି କହିଲେ – ‘ସାର୍‌,…

ଘରୋଇ ହିଂସା ସାମାଜିକ ବ୍ୟାଧି

ଇଂ. ବିଦ୍ୟାଧର ପଣ୍ଡା ”ବାପା! ତୋତେ ମୋ’ ରାଣ। ବାପା! ତୋତେ ମୋ’ ରାଣ ବାପା। କାଠଫାଳିଆ ପକେଇ ଦେ। ବାପା! ତୋତେ ମୋ’ ଛୁଆଭାଇ ରାଣ। ବାପା! ତୋତେ ତୋ ପୁଅରାଣ। ବୋଉକୁ ମାରନା, କାଠଫାଳିଆ ପକେଇ ଦେ।“ ରାତି…

ଏଇ ଭାରତରେ

ଖାସିର ଜଣେ ମହିଳା ବ୍ୟାଙ୍କ ଚାକିରି ଛାଡ଼ି ନିଜର କଫି ଫାର୍ମ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ଜୀବିକା ଯୋଗାଇଛନ୍ତି। ଏହି ମହିଳା ହେଲେ ଦାସୁ ମାର୍ଲିନି। ତାଙ୍କୁ ବର୍ତ୍ତମାନ ବୟସ ୩୮ ବର୍ଷ। ମେଘାଳୟର ଶିଲଂରେ କଫି…

ବୁଦ୍ଧିଆ ଗାଈ

ରୋସମଣ୍ଡ ୟଙ୍ଗ୍‌ ‘ଦି ସିକ୍ରେଟ ଲାଇଫ୍‌ ଅଫ୍‌ କାଓଜ’ ପୁସ୍ତକ ଲେଖିଛନ୍ତି। ଗାଈମାନଙ୍କ ସମ୍ପର୍କରେ ଏହା ଏକ ଚମତ୍କାର ପୁସ୍ତକ। ସନ୍‌ଡେ ଟାଇମ୍‌ସର ସବୁଠୁ ଅଧିକ ବିକ୍ରି ହୋଇଥିବା ୧୦ଟି ପୁସ୍ତକ ମଧ୍ୟରେ ଏହା ଅନ୍ତର୍ଭୁକ୍ତ। ଛୋଟ ହେଲେ ବି ଏହା…

ସରଳ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ ଦେଖିଲି ଜଣେ ବୟସ୍କ ମଣିଷ ମୁହଁରେ ଗାମୁଛା ଘୋଡେଇ ଗାଁ ଆଡକୁ ଚାଲିଛି। ହାତରେ ଖାଲି ଗୋଟେ ବାଡି। ସନ୍ଧ୍ୟା ଭ୍ରମଣରେ ଫେରୁଥିଲି ଘରକୁ। ଲକ୍‌ଡାଉନ୍‌ ଜନିତ ଅବସାଦ ମେଣ୍ଟାଇବାକୁ ଘର ପଛ ପାଖ ରାସ୍ତାକୁ ବୁଲିବାକୁ…

ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି ଅତ୍ୟନ୍ତ ଅସହଜ ଚିତ୍ର ଜଳଜଳ ଦିଶୁଛି। ଗୁଜରାଟର ସୁରତ ନଗରୀରେ ବହୁତ ଓଡ଼ିଆ ରହନ୍ତି।…

ଏଇ ଭାରତରେ

ଗୁଜରାଟର ନର୍ସ କମଲେଶ ପରମାର କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି । ସେ ଏଥିପାଇଁ ଦିନରାତି ଏକା କରି ଦେଇଛନ୍ତି । ସେବାର ପ୍ରତ୍ୟେକ ଦିନ ତାଙ୍କ ପାଇଁ ପ୍ରଥମ ଓ ଶେଷ ବୋଲି ସେ…

ଖାଦ୍ୟ ବିପ୍ଳବ

ବିଶ୍ୱରେ ୧୯୧୮-୧୯ରେ ସ୍ପାନିସ୍‌ ଫ୍ଲୁ ବେଳେ ଯେଉଁସବୁ ଦେଶରେ ମୃତ୍ୟୁ ଘଟିଥିଲା, ତା’ର ସ୍ପଷ୍ଟ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେତେବେଳେ ଭାରତରେ ୧ କୋଟି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ବ୍ରିଟିଶ ସରକାର ଚରିତ୍ରଗତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?