ସମ୍ପାଦକୀୟ

ଏଇ ଭାରତରେ

ଚାକିରି ଛାଡି ବ୍ୟକ୍ତିଗତ ଉଦ୍ୟମରେ ଜଣେ ବ୍ୟାଘ୍ର ଅଭୟାରଣ୍ୟ ସୃଷ୍ଟି କରିପାରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି ପୂର୍ବତନ ଆଇଏଏସ୍‌ ଆଦିତ୍ୟ ସିଂ। ତାଙ୍କୁ ଏଥିରେ ସହଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ପୁନମ୍‌।…

ନିଜର ମରାମତି

କରୋନା ଭାଇରସ୍‌ ପୃଥିବୀବ୍ୟାପୀ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଲାଣି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ବୋଲାଉ ଥିବା ଆମେରିକା ଆଜି କରୋନା ମାଡ଼ରେ ଧରାଶାୟୀ। ୬ ଏପ୍ରିଲରେ ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ଆମେରିକାରେ ୩,୩୬,୮୫୧ ଜଣ ଲୋକ…

ରାଜନୀତିରେ ଅପରାଧୀଙ୍କ ଭିଡ଼

ବୈକୁଣ୍ଠ ନାଥ ମିଶ୍ର   ସମ୍ପ୍ରତି ଦେଶ ଏକ ଅଦ୍ଭୁତ ସ୍ଥିତିରେ ଉପନୀତ। ଶାସନ, ପ୍ରଶାସନ ଏପରି କି ନ୍ୟାୟିକ ସଂସ୍ଥା ଛୋଟ ବଡ ଅପରାଧରେ ଜଡିତ ବ୍ୟକ୍ତିମାନଙ୍କ ଦ୍ୱାରା କଳୁଷିତ ହେବାରେ ଲାଗିଛି। ୨୦୧୯ରେ ଗଠିତ ସପ୍ତଦଶ ଲୋକ ସଭାରେ…

ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା କରୋନା ଭୂତାଣୁର ବହୁତ ଶୀଘ୍ର କାୟା ବିସ୍ତାର, ମୃତ୍ୟୁ ସଂଖ୍ୟାରେ ବୃଦ୍ଧି, ଉପଚାରର ଅଭାବ…

ଏଇ ଭାରତରେ

କୋଭିଡ-୧୯ କରୋନା ଭାଇରସ୍‌କୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱ ସବୁ ବଳ ଖଟାଇ ଦେଇଛି। ହେଲେ ତାହାକୁ କାବୁ କରାଯାଇପାରୁନାହିଁ। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ବିଶ୍ୱରେ ବୈଜ୍ଞାନିକମାନେ ଓଷଧ ବିକାଶ କରିବାରେ ଲାଗିଥିବାବେଳେ ଭାରତରେ…

କ୍ରୋଧ ସୃଷ୍ଟିକାରୀ

କେତେକ ବିଶେଷ ପରିସ୍ଥିତିରେ ସମଗ୍ର ମଣିଷ ଜାତିକୁ ଏକାଠି ହେବାକୁ ପଡ଼ିଥାଏ। ଆଜିର ସ୍ଥିତିରେ ସମ୍ମିଳିତ ଉଦ୍ୟମ ନ ହେଲେ କରୋନା ମହାମାରୀକୁ ଜିତିବା ସମ୍ଭବ ନୁହେଁ। ଦିନ ଯେତିକି ଗଡ଼ି ଚାଲିଛି ଭାରତରେ କୋଭିଡ୍‌-୧୯ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା…

ଭିନ୍ନ ଏକ ବିଶ୍ୱଯୁଦ୍ଧ ଓ ଭାରତ

ଜୁଲାଇ ୧୯୧୪ ମସିହା। ସର୍ବିୟାର କେତେକ ଉଗ୍ର ଜାତୀୟତାବାଦୀ ଯୁବକ ଗୁଳିକରି ମାରିଦେଲେ ଆର୍କଡିଉକ୍‌ ଫର୍ଡିନାଣ୍ଡ ଓ ତାଙ୍କ ପତ୍ନୀଙ୍କୁ। ସର୍ବିୟାର ସାର୍ବଭୌମତ୍ୱ ଉପରେ ଅଷ୍ଟ୍ରିଆ ଓ ହଙ୍ଗେରୀର ହସ୍ତକ୍ଷେପକୁ ବରଦାସ୍ତ କରିପାରୁ ନ ଥିଲେ ସେମାନେ। ସୁଯୋଗ ଉଣ୍ଡି ଅଷ୍ଟ୍ରିଆର…

ପାନ୍‌ଡେମିକ୍‌ କ’ଣ ଓ କେବେ ହୋଇଥିଲା

ବର୍ତ୍ତମାନ କରୋନା ଭାଇରସ୍‌ ‘ପାନ୍‌ଡେମିକ’ ସମଗ୍ର ପୃଥିବୀର ଛାତି ଥରାଇ ଦେଇଛି ା ଚାଇନାର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇ ବିଶ୍ୱର ସମସ୍ତ ଦେଶକୁ ବ୍ୟାପିଗଲାଣି ା ଏହା ଏକ ନୂତନ ଭାଇରସ୍‌ ା ବୈଜ୍ଞାନିକମାନେ ନାମ ଦେଇଛନ୍ତି…

ଏଇ ଭାରତରେ

କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଏକ ଉଦାହରଣ ସୃଷ୍ଟି କରିଛି। କାଞ୍ଜିରାପାଲ୍ଲୀ ସହରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ନାଜିବ…

କ୍ୱାରାଣ୍ଟାଇନକୁ ଲୁଚିଲେ ବାବୁ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ଅନେକ ବାବୁ ଭାବନ୍ତି ଯେ,ନିୟମ ସେମାନଙ୍କ ପାଇଁ ନୁହେଁ , ତାହା କେବଳ ଅନ୍ୟମାନଙ୍କ ପାଇଁ କରାଯାଇଛି । କେରଳରେ ଜଣେ ଆଇଏଏସ୍‌ ଅଧିକାରୀ ବିଦେଶରୁ ଫେରିବା ପରେ ହୋମ କ୍ୱାରାଣ୍ଟାଇନକୁ ଏଡାଇଗଲେ। ପରେ ତାଙ୍କ…

ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା କରୋନାକୁ ମୁକାବିଲା କରିବା ଲାଗି କେତେ ପ୍ରସ୍ତୁତ ତାହାକୁ ନେଇ ସଭିଙ୍କ ମନରେ…

ଅସମାନତାର ପାଚେରି

ନାରାୟଣ ପଣ୍ଡା ବିଶ୍ୱ ଜନସଂଖ୍ୟାରେ ଦ୍ୱିତୀୟ ଓ ଆୟତନରେ ସପ୍ତମରେ ଥିବା ଆମ ଦେଶ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର। ଏଠାରେ କତିପୟ ଧନଶାଳୀଗୋଷ୍ଠୀ ଯେମିତି ବିଳାସରେ ରହନ୍ତି ତତୋଽଧିକ କୋଟିଗୁଣରେ ଦରିଦ୍ରବର୍ଗ ନୈରାଶ୍ୟ ଓ ଦାରିଦ୍ର୍ୟ ମଧ୍ୟରେ ବାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri