ସମ୍ପାଦକୀୟ

ନମସ୍କାର ଓ ଆଶୀର୍ବାଦ

ଅଲେଖ ଚନ୍ଦ୍ର ମିଶ୍ର ନମଃ, ନମସ୍ତେ, ନମସ୍କାର, ଜୁହାର, ଓଳଗି, ଦଣ୍ଡବତ, ପ୍ରଣାମ, ଅଭିନନ୍ଦନ, ଅଭିବାଦନ ଏ ସମସ୍ତ ପ୍ରାୟ ସମାର୍ଥକ ଶବ୍ଦ। ଏଗୁଡ଼ିକ ଏପରି ସମ୍ବେଦନଶୀଳ ଯେ, ଏହାର ଉଚ୍ଚାରଣକର୍ତ୍ତା ଏବଂ ଗ୍ରହୀତା ଉଭୟଙ୍କୁ ଆପ୍ୟାୟିତ କରେ। ଏଥିରେ ସାନବଡ଼,…

ଏଇ ଭାରତରେ

ପରିବାର ପାଇଁ ବୋଝ ପାଲଟି ବୃଦ୍ଧାଶ୍ରମରେ ଜୀବନ କାଟୁଥିତ୍ବା ମା’ବାପାମାନଙ୍କୁ କିନ୍ତୁ ଅନାଥ ଶିଶୁମାନେ ବୋଝ ଲାଗୁନାହାନ୍ତି। ବୟସର ଅପରାହ୍ଣରେ ଏମାନେ ଅନାଥ ଶିଶୁଙ୍କୁ କୋଳେଇ ନେଉଛନ୍ତି। ଗୁଜରାଟର ଏକ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଏଭଳି ମହତ୍‌ କାର୍ଯ୍ୟ କରି ଉଦାହରଣ ସୃଷ୍ଟି…

ପରବର୍ତ୍ତୀ ଆଫଗାନିସ୍ତାନ

ଆମେରିକା ଓ ତାଲିବାନ ମଧ୍ୟରେ ୨୯ ଫେବୃୟାରୀ ୨୦୨୦ରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁଯାୟୀ ଆସନ୍ତା ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହୃତ ହେବେ। ସବୁ ଠିକ୍‌ଠାକ୍‌ ରହିଲେ ଦୀର୍ଘ ୧୮ ବର୍ଷ…

ବିଭାଜନର ପାଚେରି

ନାରାୟଣ ପଣ୍ଡା ସ୍ଵ।ଧୀନତା ପୂର୍ବରୁ ଦେଶର ଦୁର୍ବଳବର୍ଗଙ୍କ ଉପରେ ଐତିହାସିକ ଶୋଷଣ, ଅସମାନତା ଓ ପାତରଅନ୍ତର ନୀତି ଯୋଗୁ ସେମାନେ ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। ସେମାନଙ୍କୁ ବଞ୍ଚିତ କରି ରଖିବାର ଏକ ବିଳାସ ଥିଲା ସବର୍ଣ୍ଣ ଓ ସ୍ବଚ୍ଛଳବର୍ଗମାନଙ୍କର।…

ଓଜନ-ମାପ: ସେକାଳ ଓ ଏକାଳ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ମେର ପୂର୍ବ ନିବନ୍ଧ (ଧରିତ୍ରୀ ୧୫ା୨) ପଢ଼ି କିଛି ପାଠକଙ୍କ ଅନୁରୋଧକ୍ରମେ ଆଉ କିଛି ବାକି ରହିଯାଇଥିବା କଥା ଲେଖିବାକୁ ବାଧ୍ୟ ହେଲି। ପୂର୍ବେ ଗାଁ ଗଣ୍ଡାରେ କାନ୍ଥଘଣ୍ଟା, ଟେବୁଲ ଘଣ୍ଟା ବା ହାତବନ୍ଧା ଘଡ଼ିର ବ୍ୟବହାର…

ଏଇ ଭାରତରେ

ଭୟରେ ଥାନା ଦୁଆରମୁହଁ ମାଡୁ ନ ଥିବା ଆଦିବାସୀଙ୍କ ବିଶ୍ୱାସଭାଜନ ହୋଇପାରିିଛି ରାଜସ୍ଥାନ ପୋଲିସ। ଉଦୟପୁର ରେଞ୍ଜର ମହାନିରୀକ୍ଷକ ବିନୀତା ଠାକୁର୍‌ ଓ ଡୁଙ୍ଗରପୁର ଜିଲା ପୋଲିସ ଅଧୀକ୍ଷକ ଜୟ ଯାଦବ ସପ୍ତାହରେ ଗୋଟିଏ ଦିନ ଆଦିବାସୀ ଗାଁକୁ ଯାଇ ସେଠାରେ…

ମିଛ ଆଶ୍ୱାସନା

ଆକାର ପଟେଲ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରିମାସୀରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁଣି ୪.୭ ପ୍ରତିଶତକୁ କମିଯାଇଛି। ଗତ ଛଅବର୍ଷ ଭିତରେ ଏହା ସବୁଠାରୁ କମ୍‌। କିନ୍ତୁ ଆମ ଅର୍ଥନୀତି ବେଶି ଖରାପ ହୋଇଯାଇ ନାହିଁ ଭାବି ଅର୍ଥମନ୍ତ୍ରୀ ଆଶ୍ୱସ୍ତ…

ଗୀତାର ପ୍ରାସଙ୍ଗିକତା

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ କଥା ପ୍ରାୟ ସମସ୍ତେ ଜାଣନ୍ତି। ସେହି ମହାଭାରତରେ ଭୀଷ୍ମ ପର୍ବର ୩ୟ ଅଧ୍ୟାୟରୁ ୪୨ ଅଧ୍ୟାୟକୁ ‘ଭଗବତ୍‌ ଗୀତା’ ପର୍ବ ବୋଲି କୁହାଯାଏ। ଅନ୍ୟ ସମସ୍ତ ଧର୍ମପୁସ୍ତକ ଅପେକ୍ଷା ‘ଗୀତା’ ଅଧିକ ଭାବରେ ଲୋକଙ୍କ…

‘ରେବତୀ’ ଅନୁବାଦିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପାଇବାଠାରୁ ପାଠକୀୟ ସ୍ବୀକୃତି ଜଣେ ଲେଖକଙ୍କୁ ଅଧିକ ଉତ୍ସାହିତ କରିଥାଏ ବୋଲି ବହୁ ସମୟରେ ବିଭିନ୍ନ ସାହିତି୍ୟକ କହିଥାଆନ୍ତି। କିନ୍ତୁ ଯେଉଁ ଚରିତ୍ର ଆଧାରରେ ଲେଖକ ଜଣେ ବ୍ୟକ୍ତିଙ୍କ ବିଷୟରେ ଲେଖିଥିବେ…

ଏଇ ଭାରତରେ

ପଞ୍ଜାବରେ କେତେକ ସରକାରୀ ସ୍କୁଲରେ ପିଲାମାନେ ପଢିବା ସହ ସ୍କୁଲ ବଗିଚାରେ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମନ୍‌ସା ଜିଲାର ୭୦ଟି ସରକାରୀ ବିଦ୍ୟାଳୟରେ। ଏହିସବୁ ବିଦ୍ୟାଳୟର ପାଖାପାଖି ୫୦୦ ପିଲା ବିନା କୀଟନାଶକରେ…

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ ଉତ୍ସବର ଆୟୋଜନ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ଜୀବନର ସାୟାହ୍ନରେ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌ ଓ ଆକିରା ୟାସିନୋ। ଲିଥିୟମ-ଆୟନ-ବ୍ୟାଟେରି କ୍ଷେତ୍ରରେ ଅଭିନବ ଅବଦାନ ପାଇଁ ସେମାନେ ଏହି ଗୌରବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri