ସଂସ୍କୃତ ପୁସ୍ତକର ପାର୍ସୀ ଅନୁବାଦ
ଇଂ. ମାୟାଧର ସ୍ବାଇଁ: ମୋଗଲ ସମ୍ରାଟ୍ ଆକବର ୧୫୫୬ରୁ ୧୬୦୫ ପର୍ଯ୍ୟନ୍ତ ଭାରତ ଶାସନ କରିଥିଲେ। ସେ ଭାରତର ପ୍ରାଚୀନ ଜ୍ଞାନଗରିମା ସମ୍ବନ୍ଧରେ ଜାଣିଥିଲେ ଏବଂ ଏହାକୁ ମୁସଲମାନ ପଣ୍ଡିତ ଓ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ କେତୋଟି ବିଶିଷ୍ଟ ସଂସ୍କୃତ…
ଦୁଃଖବନ୍ଧୁଙ୍କ ଦୁଃଖ
ଚିତ୍ର ଚରିତ୍ର ନିରଞ୍ଜନ ପାଢ଼ୀ: ଦୁଃଖ ବାଣ୍ଟିଲେ ସରେ’ ବୋଲି ଯେଉଁ ଆପ୍ତବାକ୍ୟଟି କେଉଁକାଳରୁ ଗଡ଼ି ଗଡ଼ି ଆସୁଛି, ତହିଁରେ ବୋଧହୁଏ ବେଶିମାତ୍ରାରେ ବିଶ୍ୱାସୀ ହୋଇପଡ଼ିଥିଲେ ଦୁଃଖବନ୍ଧୁ। ତା’ ନ ହେଲେ ସେ ଏମିତି ପ୍ରଗଳ୍ଭ ହୋଇପଡ଼ି ନ ଥାନ୍ତେ ନିଜ…
ଅବସ୍ଥାର ବ୍ୟବସ୍ଥା ନାହିଁ
ଭାରତ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଧିମା ପଡ଼ିଯାଇଛିି। ନିଯୁକ୍ତି କମିଆସିଛି। ଲୋକଙ୍କ ହାତରେ କ୍ରୟ କରିବାର ଶକ୍ତି ହ୍ରାସ ପାଇଛି। ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ଯଥେଷ୍ଟ କମିଯାଇଛି।…
ହଜିଲାଣି ବିକାଶ ଦୃଷ୍ଟିଭଙ୍ଗୀ
ଆକାର ପଟେଲ ସରକାରଙ୍କ ଗୁଜରାଟ ମଡେଲ ନିର୍ଦ୍ଦିଷ୍ଟ କଥନିକା (ନ୍ୟାରେଟିଭ୍) ଉପରେ ଆଧାରିତ ଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ଯେପରି ଭାବେ ରାଜ୍ୟ ସରକାର ପରିଚାଳିତ ହେଉଥିଲା ଭାରତରେ ଅନ୍ୟ କେଉଁଠି ସେପରି ହେଉ ନ ଥିଲା। ସରକାରକୁ ପୂର୍ବାପେକ୍ଷା ଅଧିକ…
ଇଲେକ୍ଟୋରାଲ ବଣ୍ଡ୍: ଦେୟ ଭରୁଛନ୍ତି ଜନତା
ନୀତିନ୍ ସେଠୀ ବେନାମୀ କୋଟିପତିମାନେ ଇଲେକ୍ଟୋରାଲ ବଣ୍ଡ୍ ଆକାରରେ ଈପ୍ସିତ ରାଜନୈତିକ ଦଳଗୁଡ଼ିକୁ ହଜାର ହଜାର କୋଟି ଟଙ୍କା ଦାନ କରୁଥିବା ବେଳେ ଭାରତୀୟ ଟିକସଦାତାମାନେ ବ୍ୟାଙ୍କିଙ୍ଗ୍ ଫି, କମିଶନ୍, ଛପା ଓ ଆନୁଷଙ୍ଗିକ ଖର୍ଚ୍ଚ ଆଦି ବହନ କରୁଛନ୍ତି ବୋଲି…
ଆନ୍ଦୋଳନର ଆଚାର ସଂହିତା ଓ ଅରାଜକତା
ଅରୁଣ କୁମାର ପଣ୍ଡା ଆନ୍ଦୋଳନ, ଧର୍ମଘଟ, ଧାରଣା ଦାୟିତ୍ୱହୀନ ରାଜନୈତିକ ଖେଳ ନୁହେଁ, ବରଂ ଏହା ଜୀବନ୍ତ ଗଣତନ୍ତ୍ରର ପ୍ରାଣଶକ୍ତି। ନିଜର ବିଚାର କିମ୍ବା ଯୁକ୍ତି ସପକ୍ଷରେ ଜନମତ ପ୍ରଭାବିତ କରିବା ସହିତ ଶାସନର ସ୍ବେଚ୍ଛାଚାର ବିରୋଧରେ ଜାଗରଣ ସୃଷ୍ଟି କରିବା…
ଏଇ ଭାରତରେ
ଏମିତି ସ୍କୁଲ୍ ଅଛି ଯେଉଁଠି ପିଲା ପଢୁଛନ୍ତି, ତା’ ସହ ଚାଷ ବି କରୁଛନ୍ତି। ମାତାପିତା ବି ପରୀକ୍ଷା ଦେଉଛନ୍ତି। କେରଳର ଆଲାପ୍ପୁଝା ଜିଲା ଅନ୍ତର୍ଗତ ମୁହମ୍ମାସ୍ଥିତ ସିଏମ୍ଏସ୍ ଲୋୟର ପ୍ରାଇମେରୀ ସ୍କୁଲ୍ରେ ଚାଲିଛି ଏମିତିକା ବ୍ୟବସ୍ଥା। ୧୫ ବର୍ଷ ତଳେ…
ବାବୁଙ୍କ ଲାଗି ଲଢ଼େଇ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିନକର ଗୁପ୍ତାଙ୍କ ନିଯୁକ୍ତି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍) ଦ୍ୱାରା ରଦ୍ଦ ହେବା ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଝଟ୍କା ହୋଇଛି, ଯଦିଓ ଏହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ନୁହେଁ।…
ଓଡ଼ିଶାର ଲେନିନ୍ : ଭଗବତୀ ଚରଣ
ଡ. ପ୍ରଫୁଲ୍ଲ କୁମାର ସାହୁ ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଚାଷୀ, ମୂଲିଆ, ଗରିବ ଓ ଅସହାୟ ମଣିଷର ଅସଲ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ…
ଇଲେକ୍ଟୋରାଲ ବଣ୍ଡ୍: ଏସ୍ବିଆଇର ମିଛ
ନୀତିନ୍ ସେଠୀ ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)କୁ ତଥ୍ୟ ମଗାଗଲା ବେଳେ ଏହା ତ୍ରୁଟିପୂର୍ଣ୍ଣ, ଅସମ୍ପୂର୍ଣ୍ଣ ବା ସ୍ଥଳବିଶେଷରେ ମିଥ୍ୟା ତଥ୍ୟ ଦେଇଥିବା ବେଳେ ସ୍କିମ୍ ସମ୍ବନ୍ଧୀୟ ସବୁ ସୂଚନା…
ଏଇ ଭାରତରେ
ଗରିବଙ୍କ ସେବା କୌଣସି ପୂଜାଠାରୁ ବି ଅଧିକ। ଏମିତି ଭାବନା ନେଇ ଧାନବାଦର କେତେଜଣ ଯୁବକ ପ୍ରତିମାସରେ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସେମାନେ ନିଜସ୍ବ ଉଦ୍ୟମରେ ଏହି ସେବା କରୁଛନ୍ତି। ଯୁବକମାନେ ଧାନବାଦ ରାଇଜିଂ ଚ୍ୟାରିଟେବଲ ସୋସାଇଟି ଗଠନକରି ପ୍ରତିମାସ ଦ୍ୱିତୀୟ…
ଆଜିର ଅର୍ଥନୀତି/ ସତ କହିବେ ତ
ଭାରତ ଏବେ ସବୁଠୁ ଖରାପ ଆର୍ଥିକ ଅବସ୍ଥା ଦେଇ ଗତି କରୁଛି, ଯାହା ଅନେକ ଦଶନ୍ଧି ଭିତରେ ଦେଖାଯାଇ ନ ଥିଲା। ଏହିପରି ସ୍ଥିତିରେ ବାର୍ଷିକ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ପାଖରେ ଅନେକ ଆହ୍ବାନ ଓ ସୁଯୋଗ…
Archives


