ଏଇ ଭାରତରେ
ମାଟି କିମ୍ବା ସିମେଣ୍ଟ ଇଟା ନୁହେଁ ଏଥର ସ୍ବପ୍ନର ଘର ନିର୍ମାଣ କରିବେ ଏକ ସ୍ବତନ୍ତ୍ର ଇଟାରେ। ଏହା ପୁଣି ତିଆରି ହୋଇଛି ଶତପ୍ରତିଶତ ବର୍ଜ୍ୟବସ୍ତୁରେ। ଇଟାର ଦାମ୍ ରଖାଯାଇଛି ୧୦ ଟଙ୍କା। ଏହା ମାଟି ଓ ସିମେଣ୍ଟ ଇଟାଠାରୁ ଅଢେଇ…
କେରଳ ସୁନା
ନଗଦ ଅର୍ଥ ପରେ ସବୁଠାରୁ ଅଧିକ ଲିକ୍ୟୁଡିଟି ବା ସହଜରେ ଅର୍ଥ ଭଳି କାମ ଦେଉଥିବା ହଳଦିଆ ଧାତୁ ହେଲା ସୁନା। ବିଶେଷକରି ବିମୁଦ୍ରୀକରଣ ପରେ ଓ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ସର୍ବଦା ଘଟୁଥିବାରୁ ଏହି ଧାତୁର ଚାହିଦା ବୃଦ୍ଧି ପାଉଛି।…
ଜୀବନ ବଞ୍ଚାଇବ ପ୍ଲାଜ୍ମା ଥେରାପି
ଡା.ସତ୍ୟସ୍ବରୂପ ପଟ୍ଟନାୟକ ସମଗ୍ର ବିଶ୍ୱରେ ଭୟାବହ ଆତଙ୍କ ଖେଳାଇ ଦେଇଥିବା କରୋନା ପାଇଁ ପ୍ଲାଜ୍ମା ଥେରାପି ମୃତ୍ୟୁ ସଞ୍ଜୀବନୀ ସଦୃଶ। ଏହି କ୍ରମରେ ଦେଖିଲେ ଭାରତର ଅନ୍ୟ ରାଜ୍ୟ ତୁଳନାରେ ପ୍ଲାଜ୍ମା ଥେରାପିକୁ ସଫଳତାର ସହ ଆଗେଇ ନେବା ପାଇଁ ଓଡ଼ିଶା…
ପରାଜୟ ପାଇଁ ମଣିଷର ଜନ୍ମ ନୁହେଁ
ଡ. ପବିତ୍ର ସୁବୁଦ୍ଧି ଏସଂସାରରେ ସବୁ ମଣିଷ ମରନ୍ତି, କିନ୍ତୁ ସମସ୍ତେ ବଞ୍ଚିବା ଜାଣନ୍ତି ନାହିଁ। ସେଇଥିପାଇଁ ଅସଲ ମୃତ୍ୟୁ ପୂର୍ବରୁ ଅନେକ ମଣିଷ ଅନେକ ଥର ମରିଥାନ୍ତି। ଏ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷ ଏବେ ସାମାନ୍ୟ ସାମାନ୍ୟ କଥାରେ…
ଏଇ ଭାରତରେ
କରୋନା ସଂକ୍ରମଣ ସମୟରେ ଗରିବ ଓ ଗୃହହୀନମାନଙ୍କ ଖାଦ୍ୟାଭାବକୁ ହୃଦୟଙ୍ଗମ କରିଛନ୍ତି ମଧ୍ୟପ୍ରଦେଶର ମହିଳା ଚାଷୀ କ୍ରିଷ୍ଣା ମାଓ୍ବାସୀ। ସେ ଚାଷରୁ ଯାହା ଉପତ୍ାଦନ କରୁଛନ୍ତି ସେସବୁକୁ ଗରିବଙ୍କୁ ବାଣ୍ଟି ଦେଉଛନ୍ତି। ମାଓ୍ବାସୀ ଜନଜାତିର ଏହି ମହିଳା ରହନ୍ତି ସତ୍ନା ଜିଲା…
ଅର୍ଥନୀତି ବଞ୍ଚାଅ
ଭାରତରେ କୋଭିଡ୍-୧୯ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂତାଣୁକୁ ପ୍ରତିହତ କରିବା ଲାଗି ଟିକା ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଉଛି। ହେଲେ ଏହା କେବେ ବଜାର ଦେଖିବ ତାହା କହିବା କଷ୍ଟକର। କେବଳ…
ଆଲ୍ବର୍ଟଙ୍କଠାରୁ ଓଲୀଙ୍କ ରାମରାଜ୍ୟ ଯାଏ
ସାରଦା ପ୍ରସାଦ କର ହରିୟାଣାର ଜିନ୍ଦ୍ ଅନ୍ତର୍ଗତ ଗୁଲକାନୀ ଗାଁରେ ଗତ ଛଅ ତାରିଖରେ ୧୩ ବର୍ଷୀୟ ମୁସଲମାନ ଝିଅଟିର ମୃତ୍ୟୁ ପରେ କବରଖାନା ଜଳମଗ୍ନ ଥିବାରୁ ପରିବାରର ଚିନ୍ତା ବଢ଼ିଗଲା। ଆଗେଇ ଆସିଲେ ପଡ଼ୋଶୀ ହିନ୍ଦୁ ପରିବାର। କବରଖାନା ପାଇଁ…
ଅପହଞ୍ଚ ସାକ୍ଷରତା
ହିମାଂଶୁ ଶେଖର ଆଚାର୍ଯ୍ୟ କ୍ଷରତା ବିକାଶର ଚାବିକାଠି। ସେଥିପାଇଁ କୁହାଯାଏ– ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ। ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ନ ହେଲେ କୌଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ…
ଏଇ ଭାରତରେ
ଜୀବନର ନିଶା କାହାର କେମିତି ଥାଇପାରେ, କିନ୍ତୁ ୮୪ ବର୍ଷୀୟ କାମେଗୌଡାଙ୍କ ନିଶା ସମ୍ପୂର୍ଣ୍ଣ ଭିନ୍ନ। ସେ ପୋଖରୀ ଖୋଳିବାରେ ଆନନ୍ଦ ପାଆନ୍ତି। କାମେଗୌଡାଙ୍କ ଘର କର୍ନାଟକ ମନ୍ଦ୍ୟା ଜିଲା ଦାସନାଡୋଡି ଗାଁରେ। କୁଣ୍ଡିନିବେଟା ପାହାଡ଼ ପାଦଦେଶରେ ରହିଥିବା ଏହି ଗାଁ…
ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ
ସିଡ୍ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଦର୍ଶାଯାଇ ନାହିଁ। ୨୦ବର୍ଷୀୟା ଆଲେଜାଣ୍ଡ୍ରୋଭସ୍କାୟାଙ୍କ ଜନ୍ମ…
ଦୁଇମିନିଟିଆ ଉପସ୍ଥାପନା
ଆକାର ପଟେଲ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଚଳିତ ସପ୍ତାହରେ ରିପୋର୍ଟ କରିଛି ଯେ, ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ୫୦ ଜଣ ଅଧିକାରୀଙ୍କଠାରୁ ଇନପୁଟ୍ (ମତାମତ) ନେଇଛନ୍ତି। ଉକ୍ତ ବୈଠକରେ ଅର୍ଥ ଓ ବାଣିଜ୍ୟ ମନ୍ତ୍ରଣାଳୟର…
ଧନଶାଳୀ ଟେକ୍ନୋକ୍ରାଟ୍
ଭାରତୀୟ ବହୁରାଷ୍ଟ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଏଚ୍ସିଏଲ୍ ଟେକ୍ନୋଲୋଜି ଲିମିଟେଡ୍ର ମୁଖ୍ୟାଳୟ ଉତ୍ତରପ୍ରଦେଶର ନୋଏଡାରେ ରହିଛି। ଏଚ୍ସିଏଲ୍ ଏଣ୍ଟରପ୍ରାଇଜ୍ର ଏହା ସହାୟକ କମ୍ପାନୀ। ସଫ୍ଟଓ୍ବେର ସର୍ଭିସ ବ୍ୟବସାୟକୁ ଏଚ୍ସିଏଲ୍ ପ୍ରବେଶ କରିବା ପରେ ଏଚ୍ସିଏଲ୍ ଟେକ୍ନୋଲୋଜି ଲିମିଟେଡ୍ ୧୯୯୧ରେ ସ୍ବାଧୀନ…
Archives


