ସମ୍ପାଦକୀୟ

ସରଳ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ ଦେଖିଲି ଜଣେ ବୟସ୍କ ମଣିଷ ମୁହଁରେ ଗାମୁଛା ଘୋଡେଇ ଗାଁ ଆଡକୁ ଚାଲିଛି। ହାତରେ ଖାଲି ଗୋଟେ ବାଡି। ସନ୍ଧ୍ୟା ଭ୍ରମଣରେ ଫେରୁଥିଲି ଘରକୁ। ଲକ୍‌ଡାଉନ୍‌ ଜନିତ ଅବସାଦ ମେଣ୍ଟାଇବାକୁ ଘର ପଛ ପାଖ ରାସ୍ତାକୁ ବୁଲିବାକୁ…

ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି ଅତ୍ୟନ୍ତ ଅସହଜ ଚିତ୍ର ଜଳଜଳ ଦିଶୁଛି। ଗୁଜରାଟର ସୁରତ ନଗରୀରେ ବହୁତ ଓଡ଼ିଆ ରହନ୍ତି।…

ଏଇ ଭାରତରେ

ଗୁଜରାଟର ନର୍ସ କମଲେଶ ପରମାର କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି । ସେ ଏଥିପାଇଁ ଦିନରାତି ଏକା କରି ଦେଇଛନ୍ତି । ସେବାର ପ୍ରତ୍ୟେକ ଦିନ ତାଙ୍କ ପାଇଁ ପ୍ରଥମ ଓ ଶେଷ ବୋଲି ସେ…

ଖାଦ୍ୟ ବିପ୍ଳବ

ବିଶ୍ୱରେ ୧୯୧୮-୧୯ରେ ସ୍ପାନିସ୍‌ ଫ୍ଲୁ ବେଳେ ଯେଉଁସବୁ ଦେଶରେ ମୃତ୍ୟୁ ଘଟିଥିଲା, ତା’ର ସ୍ପଷ୍ଟ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେତେବେଳେ ଭାରତରେ ୧ କୋଟି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ବ୍ରିଟିଶ ସରକାର ଚରିତ୍ରଗତ ଭାବେ…

କରୋନା ମୁକାବିଲାରେ ଭାରତୀୟ ଡାକ

ବୃହସ୍ପତି ସାମଲ ଭାରି ବ୍ୟସ୍ତ ଲାଗୁଥାଏ ସଂଜିତ୍‌ ହାଲଦାରଙ୍କୁ। ଶନିବାର କାମ ସାରି ନିଜର କର୍ମସ୍ଥଳୀ ନଦିଆ ଜିଲାର ଦେବଗ୍ରାମ ଉପଡାକଘରୁ ୧୬୦ କି.ମି. ଦୂର ନିଜଘର ଦକ୍ଷିଣ ୨୪ ପ୍ରଗଣାର ଗରିଆକୁ ଚାଲିଆସିଥିଲେ ପରିବାରର ଭଲମନ୍ଦ ବୁଝି ପୁଣି ଫେରିଯିବାକୁ।…

ଆସ, ଘରକୁ ଯିବା

ସୁଧାକର ଦାସ ବନମାଳୀର ଚା’ ଦୋକାନ ବନ୍ଦ ହେବା ଆଜିକୁ ୪୮ ଦିନ ହେଇଗଲା। ଚା’ ଛଡା ବିସ୍କୁଟ, କେକ୍‌, ଗୁଟ୍‌ଖା, ସିଗାରେଟ୍‌ ମିଶେଇଲେ ଟଙ୍କା ୩୦୦୦ ଭଳିଆ ବେପାର କରୁଥିଲା। ଦିନକୁ ଲାଭ ୫୦୦ ଥୁଆ। ରାତି ୮ ଟା…

ଏଇ ଭାରତରେ

ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ଗାଁଗୁଡିକରେ ଲକ୍‌ଡାଉନ୍‌ରେ ଓ୍ୟଷଧ ପହଞ୍ଚାଉଛନ୍ତି ମନୀଷ ପନ୍ଥ। ମୁଖ୍ୟତଃ ପକ୍ଷାଘାତ, ଉଚ୍ଚରକ୍ତଚାପ ଏବଂ ଅନ୍ୟ ଜୀବନଶୈଳୀ ସମ୍ବନ୍ଧିତ ରୋଗରେ ପୀଡ଼ିତ ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ମନୀଷ ସେମାନଙ୍କୁ ସହଯୋଗ କରୁଛନ୍ତି। ୩୦ ବର୍ଷୀୟ ମନୀଷ…

ସମାପ୍ତ ନା ସମ୍ପ୍ରସାରଣ

ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୧୭ ମେ’ରେ ସରିବାକୁ ଯାଉଛି। ଯଦି ଲକ୍‌ଡାଉନ୍‌ ୪.୦ କାର୍ଯ୍ୟକାରୀ ହୁଏ, ତେବେ ସଂକ୍ରମଣ ରୋକିବା ପାଇଁ ରେଳଗାଡ଼ି ବନ୍ଦ କରିଥିଲେ ତାହାର ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଆନ୍ତା। ଉଲ୍ଲେଖଯୋଗ୍ୟ ଯେ, ୧୦ ମେ’ରେ ରେଳ…

ପ୍ରଧାନମନ୍ତ୍ରୀ ମୋଦି-ବିଶ୍ୱନେତା

ଜଗତ ପ୍ରକାଶ ନଡ୍ଡା ଗଭୀର ସଙ୍କଟ ଦେଇ ଗତି କରୁଥିବା ଦେଶକୁ ନେତୃତ୍ୱ ଦେବା, ନୂଆ ଆଦର୍ଶର ରାସ୍ତା ଦେଖାଇବା ତଥା ବିଶ୍ୱରେ ଭାରତକୁ ପ୍ରତିଷ୍ଠିତ କରିପାରୁଥିବା ରାଜନେତା କ୍ୱଚିତ ଜନ୍ମ ନେବା ଦେଖାଯାଆନ୍ତି। ଏକ ଗରିବ ପରିବାରରେ ଜନ୍ମ ହୋଇ…

ମାଙ୍କଡ଼ ହାତେ ଶାଳଗ୍ରାମ

ରାଜୀବ କର୍ମି ଶିକ୍ଷା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ଶିକ୍ଷା ସରକାରଙ୍କର ଅତ୍ୟାବଶ୍ୟକ ସେବା। ଶିକ୍ଷା ମୁକ୍ତ ଏବଂ ବାଧ୍ୟତାମୂଳକ। କିଏ, କେଉଁଠି କହିଛି ଏହାର ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ। ମାତ୍ର ଅନବରତ ମାନସ ମନ୍ଥନ ପରେ ଶିକ୍ଷା ବିଷୟକ ମତବାଦର…

ଏଇ ଭାରତରେ

ଆସାମରେ କାର୍‌ ଚଲାଉଥିବା ଜଣେ ମହିଳା ପରେ ବ୍ୟବସାୟୀ ପାଲଟି ୧୦,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ମନ୍ଦିରା ବରୁଆ। ମନ୍ଦିରାଙ୍କୁ ଯେତେବେଳେ ବୟସ ୧୬ ବର୍ଷ ସେତେବେଳେ ତାଙ୍କ…

ଘରମୁହାଁ ଧାଡ଼ି

ତଥାଗତ ସତପଥୀ ଜର୍ମାନ ଦାର୍ଶନିକ ତଥା ଅର୍ଥନୀତିଜ୍ଞ କାର୍ଲ ମାର୍କସ ସମାଜରେ ମଣିଷକୁ ଦୁଇ ଶ୍ରେଣୀରେ ଭାଗ କରିଦେଇଥିଲେ। ଗୋଟେ ପୁଞ୍ଜିପତି ଓ ଅନ୍ୟଟି ସର୍ବହରା ବା ଖଟିଖିଆ। ଖଟିଖିଆଙ୍କ ଶ୍ରମ ଉପରେ ପୁଞ୍ଜିପତିମାନେ ଅୟସ କରିଆସୁଥିବା ବିଷୟ ପିଲାଟିବେଳୁ ପଢ଼ିଆସିଛୁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri