କରୋନା ଓ କୃଷି
ଡ. ରବୀନ୍ଦ୍ର କୁମାର ନାୟକ କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ କଲବଲ ହେଉଛି। କୋଭିଡ୍-୧୯ ଭୂତାଣୁ ଜୁଆର ପରି ମାଡ଼ିଚାଲିଛି ଓ ହଜାର ହଜାର ନର ସଂହାର କରୁଛି। ଆମେରିକା, ଇଟାଲୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ଚାଇନା…
ଢୋକେ ପିଇ, ଦଣ୍ଡେ ଜିଇ
ସୌମ୍ୟା ପରିଡ଼ା ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ ଥାଉ ପଛେ। ମାସେ ପାଇଁ ସିନା ମୁଁ ମୋ ଘରେ ସଉଦାପତ୍ର ସାଇତି ରଖିଛି।…
ଏଇ ଭାରତରେ
ଦେଶରେ କରୋନା ବିରୋଧୀ ଲଢ଼େଇରେ ଦିନକୁ ଦିନ ନୂଆ ନୂଆ ଯୋଦ୍ଧା ଯୋଡ଼ି ହେଉଛନ୍ତି। ସେଥିରୁ ଦିଲ୍ଲୀର ଜଣେ ଗୃହିଣୀ ବାଦ୍ ଯାଆନ୍ତେ କେମିତି। ୫୬ ବର୍ଷୀୟା ଲକ୍ଷ୍ମୀ ଦାସ ଦିଲ୍ଲୀରେ ସପରିବାର ରହନ୍ତି। ସେ ଘରେ ମାସ୍କ ତିଆରି କରି…
ଏକ ଚେତାବନୀ
ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍-୧୯ ମହାମାରୀ ଚାଲିଗଲା ପରେ ଆମ ସମସ୍ତଙ୍କର ମନେ ରହିବ। ସାଧାରଣ ପରିବହନ ବ୍ୟବସ୍ଥା ନଥିବାବେଳେ ଏହି ଦୁର୍ବଳଶ୍ରେଣୀର ଲୋକମାନେ ସେମାନଙ୍କର…
ଅମ୍ଫନ୍ ମୁକାବିଲାରୁ ଶିକ୍ଷା
ଡ. ଶିବ ଶଙ୍କର ସାହୁ ତାଲାବନ୍ଦ କୋଟି କୋଟି ଲୋକଙ୍କ ବଞ୍ଚତ୍ବାର ରାହା ଛଡ଼େଇ ନେଇଛି। ଏପରି ସମୟରେ ବାତ୍ୟା ଅମ୍ଫନ୍ କ୍ଷୟକ୍ଷତି ଓଡ଼ିଶା, ପଶ୍ଚିମବଙ୍ଗ ସମେତ ବାଂଲାଦେଶ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି। ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାର…
ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍
ପ୍ରଫୁଲ୍ଲ କର ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ ଶହ ଶହ ଗାୟକ ଗାଇପାରନ୍ତିି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ…
ଏଇ ଭାରତରେ
ଝାଡ଼ଖଣ୍ଡର ଜଣେ ସାମାଜିକ କର୍ମୀ ୨୫,୦୦୦ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା କିଛି କମ୍ କଥା ନୁହେଁ। ଏଇ ସମାଜସେବୀ ହେଉଛନ୍ତି ନୀଳକଣ୍ଠ ମିଶ୍ର। ନୀଳକଣ୍ଠଙ୍କ ଜନ୍ମ ଜାମସେଦପୁରରେ। ବର୍ତ୍ତମାନ ତାଙ୍କୁ ବୟସ ୪୫। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଗଣିତରେ…
କଫକାରକ ଖାଦ୍ୟ
ମାନେକା ଗାନ୍ଧୀ କରୋନା ମହାମାରୀର ଅନେକ ପ୍ରଭାବ ଏବେ ପରିଦୃଶ୍ୟ। ସେଥିମଧ୍ୟରୁ ଗୋଟିଏ ହେଉଛି, ଏହା ତୁମକୁ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ଚିନ୍ତା କରିବାକୁ ବାଧ୍ୟ କରିଛି। ତୁମେ ସହଜରେ ଶ୍ୱାସପ୍ରଶ୍ୱାସ ନେଇପାରୁଛ ତ? ଏଥିପାଇଁ ଫୁସ୍ଫୁସ୍କୁ ସୁରକ୍ଷିତ ରଖିବା…
କରୋନା ଓ ଅସ୍ପୃଶ୍ୟ ମଣିଷ
ଗଣେଶ୍ୱର ନାୟକ ଭାରତରେ ଇଂରେଜମାନଙ୍କୁ ତଡ଼ିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ବିଶାଳ ଆନ୍ଦୋଳନ ଚଳାଇଥିଲେ, ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ବି ଏହି ଆନ୍ଦୋଳନର ଏକ ଅଂଶ ଥିଲା। ସେ ସମସ୍ତଙ୍କୁ ବୁଝାଇବାକୁ ଲାଗିଥିଲେ, ସବୁ ମଣିଷ ହରିଙ୍କ ସନ୍ତାନ, ସଭିଏ…
ପ୍ରକୃତିକୁ ଭଲ ପାଅ
ବ୍ରଜକିଶୋର ଦାଶ ମାନବ ପ୍ରକୃତିର ସନ୍ତାନ। ପ୍ରକୃତିର କୋଳରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୁଏ ଲାଳିତ ପାଳିତ। ସଞ୍ଜ ସକାଳେ ଆକାଶର ବିଭିନ୍ନ ଦୃଶ୍ୟ ତାକୁ ବିମୋହିତ କରେ। ନଦୀ, ସମୁଦ୍ରକୂଳର ନିର୍ଜନତା, ଝାଉଁବଣ, ଦିଗନ୍ତ ବିସ୍ତାରୀ ପୁଳାପୁଳା ସବୁଜିମା ତାକୁ…
ଏଇ ଭାରତରେ
ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୋଲକାତା ବାରାନଗର ନିବାସୀ ଦେବ କୁମାର ମଲ୍ଲିିକ। ନିରାଶ୍ରୟ ବରିଷ୍ଠ ନାଗରିକମାନଙ୍କ ପାଇଁ ସେ…
ନେପାଳ ଗଲା
ଏବର କେନ୍ଦ୍ର ସରକାର ସର୍ବଦା କହିଆସୁଛନ୍ତି, ଭାରତ ବିଶ୍ୱର ବିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରଖିଚାଲିଛି। ଆମେରିକା ଓ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର ନେତୃତ୍ୱକୁ ସମ୍ମାନ ଦେଉଥିବା ବିଷୟ ବିଭିନ୍ନ ମଞ୍ଚରେ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତକୁ ଆମେରିକା…
Archives


