ସଦାଚାରୀଙ୍କ ବିପକ୍ଷରେ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ସଦାଚାରୀ ସାଧୁ ପୁରୁଷମାନେ ସାଂପ୍ରତିକ ସମାଜରେ ଏକ ବିରଳ ସଂପ୍ରଦାୟ। ଯେନ ତେନ ପ୍ରକାରେଣ ଯାବତୀୟ ମିଥ୍ୟାଚାରକୁ ଆପଣେଇ ନେଇ ଦ୍ରୁତ ଗତିରେ ଦୌଡ଼ି ଚାଲିଥିବା ଲୋକଙ୍କ ଭିଡ଼ ଭିତରେ ଏମାନେ କାଁ ଭାଁ ଆତଯାତ ହେଉଥାନ୍ତି…
ଅଣରାଜନୈତିକ ପ୍ରଧାନମନ୍ତ୍ରୀ
ଜିତେନ୍ଦ୍ର କୁମାର ନାୟକ ‘ସଙ୍କଟର ସରକାର ନ ହୋଇ ସମସ୍ୟାର ସମାଧାନ ବାଟ ବାହାର କରିବା ଭଳି ହେବ ତାଙ୍କ ସରକାର’। କଦାପି ଇରାକ୍ ଭୂଖଣ୍ଡକୁ ଅନ୍ୟ ରାଷ୍ଟ୍ରଗୁଡ଼ିକର ଯୁଦ୍ଧକ୍ଷେତ୍ର କରିବାକୁ ଦିଆଯିବ ନାହିଁ।’ ନିକଟରେ ଇରାକ୍ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ…
ଏଇ ଭାରତରେ
ଆସାମର ତିନି ଜଣ ସାଙ୍ଗ ବର୍ଜ୍ୟବସ୍ତୁରୁ ଇଟା ତିଆରି କରୁଛନ୍ତି। ସେମାନେ ‘ଜେରୁଣ୍ଡ ବ୍ରିକ୍ସ ଷ୍ଟାର୍ଟଅପ’ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ୨୫ ବର୍ଷୀୟ ରୁପମ୍ ଚୌଧୁରୀଙ୍କ ସହ ମୌସମ ତାଲୁକଦାର ଏବଂ ଡ୍ୟାଭିଡ ପ୍ରତିମ୍…
ଦୁର୍ଦ୍ଦିନରେ ଲାଗିଛି ଝଗଡ଼ା
ପଞ୍ଜାବର ମୁଖ୍ୟ ଶାସନ ସଚିବ କରଣ ଅବତାର ସିଂ ଏକ ବିବାଦରେ ପଡିଯାଇଛନ୍ତି।ଏହାର ରାଜନୈତିକ ପ୍ରତିକ୍ରିୟା ଥିବା ଭଳି ମନେହେଉଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ସହଯୋଗୀ ଏବଂ ପ୍ରଶାସକଙ୍କ ମଧ୍ୟରେ ଲାଗିଥିବା ଏହି ବିବାଦକୁ କମାଇବା ପାଇଁ…
କୋଭିଡ୍-୧୯ରୁ ଶିକ୍ଷା
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ କରିସାରିଥିବା ଏବଂ ସମଗ୍ର ବିଶ୍ୱକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେବାର ଅହମିକା ପୋଷଣ କରୁଥିବା…
ପୁଣି ମଦ
ପ୍ରକାଶ ତ୍ରିପାଠୀ କୋଭିଡ୍-୧୯ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଚାଲିଥିଲାବେଳେ କେତେକ ସର୍ତ୍ତରେ ମଦଦୋକାନ ଖୋଲିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଥିଲେ। କିଛି ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ଯେଉଁ ଦୃଶ୍ୟ ନଜରକୁ ଆସିଲା ସେଥିରୁ ଅନ୍ତତଃ…
ଏଇ ଭାରତରେ
କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିଥିଲେ। ସେଠାରୁ କୋଲକାତା ଆସି ଚାକିରି କରି…
ବୈଜ୍ଞାନିକ ଚେତନାର ଆବାହନ
ମାନବ ଜୀବନକୁ ଦୀର୍ଘାୟୁ କରିବାରେ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହୋଇଛି। ବିଜ୍ଞାନ ଅନେକ ରୋଗର ନିରାକରଣ କରିଛି, ଅନେକ ଦୁଃସାଧ୍ୟ ରୋଗର ଉପଶମ ଖୋଜି ବାହାର କରିଛି ଏବଂ ଅନେକ ବ୍ୟାଧିକୁ ନିୟନ୍ତ୍ରଣରେ ରଖିପାରିଛି। ଏହାସତ୍ତ୍ୱେ ବିଜ୍ଞାନ ଅନେକ ନୂତନ ଆହ୍ବାନକୁ…
କରୋନା ଓ କପି ପ୍ରସଙ୍ଗ
କମଳାକାନ୍ତ ଜେନା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଅଭିଯାନରେ କଲେଜ ପଢ଼ାପଢ଼ି ଓ ପରୀକ୍ଷା ବନ୍ଦ ରହିଛି। କଲେଜ ଖୋଲିଲା ପରେ ଯାଇ ଯାହା ପରୀକ୍ଷାପତ୍ର ହେବ। ଦୁଇଦିନ ତଳେ ଜଣେ ଅଭିଭାବକ ମତେ ଫୋନ୍ କରି କହିଲେ – ‘ସାର୍,…
ଘରୋଇ ହିଂସା ସାମାଜିକ ବ୍ୟାଧି
ଇଂ. ବିଦ୍ୟାଧର ପଣ୍ଡା ”ବାପା! ତୋତେ ମୋ’ ରାଣ। ବାପା! ତୋତେ ମୋ’ ରାଣ ବାପା। କାଠଫାଳିଆ ପକେଇ ଦେ। ବାପା! ତୋତେ ମୋ’ ଛୁଆଭାଇ ରାଣ। ବାପା! ତୋତେ ତୋ ପୁଅରାଣ। ବୋଉକୁ ମାରନା, କାଠଫାଳିଆ ପକେଇ ଦେ।“ ରାତି…
ଏଇ ଭାରତରେ
ଖାସିର ଜଣେ ମହିଳା ବ୍ୟାଙ୍କ ଚାକିରି ଛାଡ଼ି ନିଜର କଫି ଫାର୍ମ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ଜୀବିକା ଯୋଗାଇଛନ୍ତି। ଏହି ମହିଳା ହେଲେ ଦାସୁ ମାର୍ଲିନି। ତାଙ୍କୁ ବର୍ତ୍ତମାନ ବୟସ ୩୮ ବର୍ଷ। ମେଘାଳୟର ଶିଲଂରେ କଫି…
ବୁଦ୍ଧିଆ ଗାଈ
ରୋସମଣ୍ଡ ୟଙ୍ଗ୍ ‘ଦି ସିକ୍ରେଟ ଲାଇଫ୍ ଅଫ୍ କାଓଜ’ ପୁସ୍ତକ ଲେଖିଛନ୍ତି। ଗାଈମାନଙ୍କ ସମ୍ପର୍କରେ ଏହା ଏକ ଚମତ୍କାର ପୁସ୍ତକ। ସନ୍ଡେ ଟାଇମ୍ସର ସବୁଠୁ ଅଧିକ ବିକ୍ରି ହୋଇଥିବା ୧୦ଟି ପୁସ୍ତକ ମଧ୍ୟରେ ଏହା ଅନ୍ତର୍ଭୁକ୍ତ। ଛୋଟ ହେଲେ ବି ଏହା…
Archives


