ସମ୍ପାଦକୀୟ

ସାର୍ବଜନୀନ ନୂ୍ୟନତମ ଆୟ ବ୍ୟବସ୍ଥା ଚାଲୁ କର

ସହଦେବ ସାହୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ନଭେଲ୍‌ କରୋନା ଭାଇରସ୍‌ ମଣିଷମାନଙ୍କ ଭିତରେ ରହିବ, ମଣିଷଠୁ ମଣିଷକୁ ବ୍ୟାପିବ, ଯେ ପର୍ଯ୍ୟନ୍ତ ଟିକା ବାହାରି ନାହିଁ ଅଥବା ଯେ ପର୍ଯ୍ୟନ୍ତ ଜନଗୋଷ୍ଠୀର ୬୦ପ୍ରତିଶତ ଲୋକଙ୍କୁ ଭୂତାଣୁ…

କର୍ମ, ଶ୍ରମ ଓ ଶ୍ରମଜୀବୀ

ଡ. କିଶୋର ମହାନ୍ତି ଶ୍ରମିକମାନଙ୍କ ପାଇଁ ତାଲାବନ୍ଦ କିଛି ନୂଆ କଥା ନୁହେଁ। କେତେକେତେ ଏମିତି ତାଲାବନ୍ଦର ସମ୍ମୁଖୀନ ହେଇଛି ସେ, କିନ୍ତୁ ଏପ୍ରକାର କରୋନା ପ୍ରକୋପ ପାଇଁ ତାଲାବନ୍ଦ ତା’ ଜୀବନ ଜୀବିକାରେ ଏକବାର ତାଲା ପକାଇ ଦେଇଛି। ସମ୍ପୂର୍ଣ୍ଣ…

ଏଇ ଭାରତରେ

ଅଧାରୁ ପାଠ ଛାଡ଼ି ନିଶା କବଳରେ ପଡ଼ିଯାଉଥିବା ପିଲାମାନଙ୍କ ଜୀବନରେ ନୂଆ ଆଶା ଭରି ଦେଉଛନ୍ତି ନାଗାଲାଣ୍ଡର ଜେନ୍‌ପୁ ରୋଙ୍ଗ୍‌ମେଇ। ଡିମାପୁର ନିବାସୀ ଜେନ୍‌ପୁ ଏଭଳି ୧,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ପୁଣି ସମାଜର ମୁଖ୍ୟ ଧାରାରେ ସାମିଲ କରିପାରିଛନ୍ତି। ଜେନ୍‌ପୁ ୨୦୧୦ରେ…

ଟଙ୍କା ଆସୁଛି

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ସୁଧହାର କମାଇଛି। ଏଥିସହିତ ଋଣ ପରିଶୋଧ କିସ୍ତିକୁ ଆଉ ୩ ମାସ ପାଇଁ ସ୍ଥଗିତ ରଖିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ସୁପାରିସ କରିଛି। ସମ୍ଭବତଃ ଏହା ଋଣକାରୀଙ୍କୁ…

ଏମର୍ଜେନ୍ସି ହେଲେ

ଜିତେନ୍ଦ୍ର କୁମାର ନାୟକ ଏମର୍ଜେନ୍ସି ବା ଜରୁରିକାଳୀନ ପରିସ୍ଥିତି କ’ଣ କେବଳ ଶାସକଙ୍କ ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଥାଏ? ଭାରତର ଗଣତାନ୍ତ୍ରିକ ଇତିହାସରେ ୧୯୭୫ରେ ଲାଗୁ କରାଯାଇଥିବା ଏମର୍ଜେନ୍ସି ଥିଲା ଗାଦି ରକ୍ଷା ପାଇଁ। ଦୀର୍ଘଦିନ ଧରି ଶାସନରେ ରହିବା ସକାଶେ…

ବିଦ୍ୟାର୍ଥୀ ଓ ହ୍ବାଟ୍‌ସଆପ୍‌ ପୁସ୍ତକ

ନଗେନ୍ଦ୍ର ନାଥ ପଟ୍ଟନାୟକ ପୁସ୍ତକ ପଢ଼ିବା ମହାଆନନ୍ଦର ବିଷୟ। ବିଦ୍ୟାର୍ଥୀ ଜୀବନରେ ଶିକ୍ଷା ଏକପ୍ରକାର ବାଧ୍ୟତାମୂଳକ। କିନ୍ତୁ ପାଠପଢ଼ା ସମୟରେ ବିବଶ ହୋଇ ପଢ଼ୁଥିବା ପିଲା ଏବଂ ଆଗ୍ରହ ତଥା ଆନନ୍ଦ ସହକାରେ ଶିକ୍ଷା ଲାଭ କରୁଥିବା ଛାତ୍ରଙ୍କ ମଧ୍ୟରେ ବିଶେଷ…

ଏଇ ଭାରତରେ

ଦେଶରେ କୃଷକଙ୍କ ଦୁଃଖ କହିଲେ ସରିବନି। କିନ୍ତୁ ସେମାନଙ୍କ ଦୁଃଖ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ରର କୃଷକ ପୁଅ ଅଶୋକ ଦେଶ୍‌ମାନେ। ପରଭାନି ଜିଲାରେ ତାଙ୍କ ଜନ୍ମ। ତାଙ୍କ ବାପା ଚାଷ କରିବା ସମୟରେ ପିଲାଦିନେ ସେ ସବୁ…

କେରଳ ରୋଲ ମଡେଲ

ଆକାର ପଟେଲ ଦେଶରେ ଲକ୍‌ଡାଉନ୍‌ ଲାଗୁକରି ୩୭,୦୦୦ ରୁ ୭୧,୦୦୦ କୋଭିଡଜନିତ ମୃତ୍ୟୁ ଟାଳି ଦେଇଛୁ ବୋଲି ସରକାର କହିଛନ୍ତି। ଯଦି ଦୁଇଟି ଲକ୍‌ଡାଉନ ଲାଗୁ କରାଯାଇ ନ ଥାଆନ୍ତା ତେବେ ଏବେ ସୁଦ୍ଧା ୧୪ ଲକ୍ଷରୁ ୨୯ ଲକ୍ଷ କୋଭିଡ୍‌-୧୯…

କରୋନା ମହାମାରୀ-ଶ୍ରମିକ ଦୁର୍ଦ୍ଦଶା

କିଶୋର ଜେନା କରୋନାଜନିତ ମହାମାରୀ ପରିସ୍ଥିତି ଭିତରେ ବିଶ୍ୱର ବିଭିନ୍ନ ଦେଶ ଅର୍ଥନୀତିର ପୁନର୍ଗଠନରେ ଶ୍ରମିକମାନଙ୍କର କଲ୍ୟାଣ ଓ ସୁରକ୍ଷାକୁ ଯଥାସମ୍ଭବ ରକ୍ଷାକରିବାର ଉଦ୍ୟମ କରୁଥିବାବେଳେ, ଠିକ୍‌ ସେହି ସମୟରେ ଭାରତ ସରକାର ବିପରୀତ ପଥରେ ଶ୍ରମିକ ଛଟେଇକୁ ଅବାଧ କରି…

ଡାକ୍ତର ରାଜନେତା

କରୋନା ମହାମାରୀକୁ ନେଇ ବିଶ୍ୱବାସୀ ହନ୍ତସନ୍ତ ହେଉଛନ୍ତି। ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ବିଭିନ୍ନ ସମୟରେ ନିୟମାବଳୀ ଜାରି କରୁଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ…

ଏଇ ଭାରତରେ

ଭାରତୀୟ ନୌବାହିନୀ ଅଧିକାରୀ ଭାବେ ଯୋଗଦେଇ ଦେଶ ସେବା କରିବାର ସ୍ବପ୍ନ ଦେଖି ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଦିବ୍ୟାଙ୍ଗଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏସ୍‌.ରାମକ୍ରିଷ୍ଣନ୍‌। ଥାଞ୍ଜାଭୁରରେ ସ୍କୁଲ ଶିକ୍ଷା ଶେଷ କରିବା ସହ କୋଏମ୍ବାଟୁରସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜରେ ପଢୁଥିବା…

ବିବାଦୀୟ ବଦଳି

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ କର୍ନାଟକ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri