ସମ୍ପାଦକୀୟ

ଏଇ ଭାରତରେ

ଜୀବନ ଜୀବିକା ପଥରେ ସଫଳତାର ସହ ଆଗକୁ ବଢ଼ିବାରେ ଦିବ୍ୟାଙ୍ଗଙ୍କ ଦକ୍ଷତା କେବଳ ଈଶ୍ୱରଙ୍କ କୃପା ବୋଲି କହିବାକୁ ହେବ। ଏମିତି ଜଣେ ଦିବ୍ୟାଙ୍ଗ ହେଉଛନ୍ତି କେରଳର ସୁଧାକର କୁରୁପ। କେରଳର ପଥନାମଥିଟ୍ଟା ଜିଲା ଭାଲିକୋଡୁ ଗାଁରେ ଏକ ଷ୍ଟେସନେରୀ ଦୋକାନ…

ରାଜନୀତିରେ ହିଂସା

ପ୍ରକାଶ ତ୍ରିପାଠୀ ପଶ୍ଚିମ ବଙ୍ଗ ପୁଣି ଚର୍ଚ୍ଚାରେ। ଏ ଚର୍ଚ୍ଚା ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର, ସ୍ବାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦ ଘୋଷ, ବଙ୍କିମ ଚନ୍ଦ୍ର ଚାଟ୍ଟାର୍ଜୀ ବା ସତ୍ୟଜିତ ରାୟଙ୍କ ଭଳି ମହାପୁରୁଷଙ୍କ ପାଇଁ ନୁହେଁ,…

ଆଶା ଓ ଆଶ୍ୱାସନାର ବର୍ଷ ୨୦୨୧

ଦାଶରଥି ଶତପଥୀ ଏ ସଂସାର ଅନିତ୍ୟ, ଜୀବନ ଅନିତ୍ୟ। ସଂସାରରେ କେବଳ ନିତ୍ୟ ହେଉଛି ପରିବର୍ତ୍ତନତା। ଏହି ପରିବର୍ତ୍ତନତାକୁ ଆଧାର କରି ସମୟ ଚକ୍ରରେ ଦୁନିଆ ଚାଲିଥାଏ ଉତ୍ଥାନ ଓ ପତନ ଦେଇ। ସେହିପରି ଏକ ନିରାଶାର ବର୍ଷ ଥିଲା ୨୦୨୦।…

ପ୍ରାଣୀମାନଙ୍କ ଅଦ୍ଭୁତ ବୁଦ୍ଧି

ମାନେକା ଗାନ୍ଧୀ ‘ସୋଫିସ୍‌ ଚଏସ୍‌’ ବହି କିମ୍ବା ଫିଲ୍ମରେ ପ୍ରମୁଖ ଚରିତ୍ର ବା ନାୟକଙ୍କୁ ତାଙ୍କ ଦୁଇ ପିଲାଙ୍କ ଜୀବନ ମଧ୍ୟରୁ ଗୋଟିକୁ ବାଛିବାକୁ ବାଧ୍ୟ କରାଯାଇଛି। ତୁମେ ଏହା ସ୍ଥିର କରିପାରିବ କି? ପ୍ରାଣୀଗୁଡ଼ିକ ଅନୁଭବ କରିପାରନ୍ତି ନାହିଁ କି…

ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ

ଡ. ଭବାନୀ ଶଙ୍କର ଦାଶ ଷୋଡ଼ଶ ଶତାବ୍ଦୀବେଳକୁ ପ୍ରାୟ ସମଗ୍ର ଭାରତବର୍ଷରେ ମୁସଲମାନ ଶାସନ ଅଭିଯାନ ପ୍ରଖର ହୋଇଉଠିଥିଲା। ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳ ମୁସଲମାନ ଶାସନାଧୀନ ହେଉଥିଲା ବେଳେ ଓଡ଼ିଶାରେ ସୂର୍ଯ୍ୟବଂଶୀ ରାଜାମାନଙ୍କର ପ୍ରଚଣ୍ଡ ପ୍ରଭାବୀ ରାଜତ୍ୱ ଯୋଗୁ…

ଏଇ ଭାରତରେ

ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା କାର୍ଯ୍ୟ କଥା ଶୁଣିଲେ ସହଜରେ ଏହାର ଗୁରୁତ୍ୱ ଉପଲବ୍ଧି କରିହୁଏନି। କିନ୍ତୁ ବାଣୀ ମୂର୍ର୍ତ୍ତିିଙ୍କ ଏଭଳି କାର୍ଯ୍ୟକୁ ସମୀକ୍ଷା କଲେ ଏହା ପଛରେ ଏକ ବିରାଟ ପରିବେଶଗତ ତଥା ସୁସ୍ଥ ଜୀବନର ରହସ୍ୟ ଲୁଚି…

ଏଇ ଭାରତରେ

ଭାରତରେ ଥିବା ସ୍କୁଲଗୁଡ଼ିକରେ ସ୍ପିଚ୍‌ ଥେରାପୀ, ଓରାଲିଜମ ଏବଂ ଲିପ୍‌-ରିଡିଂ ଦ୍ୱାରା ବଧିରମାନଙ୍କୁ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଶିକ୍ଷାକ୍ଷେତ୍ର ଓ ଏମାନଙ୍କ ମଧ୍ୟରେ ଏକ ବଡ଼ ଦୂରତା ରହିଯାଉଛି। ଏମାନଙ୍କ ଉପରେ ପାଠ୍ୟପୁସ୍ତକ ବୋଝ ବି ରହିଛି। ଏଣୁ ଜାନଭୀ ଜୋଷୀ…

ପିଲାଙ୍କ ଟିକାକରଣ ପ୍ରଭାବିତ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ପିଲାମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ପୋଲିଓ, ମିଳିମିଳା ଓ ଅନ୍ୟ କେତେକ ରୋଗର ନିରାକରଣ ପାଇଁ ପିଲାମାନଙ୍କୁ ଟିକା ଦିଆଯାଇଥାଏ। କିନ୍ତୁ ଏହି କାର୍ଯ୍ୟକ୍ରମ ବନ୍ଦ ହେବା…

ଜାତୀୟତାର ଯଜ୍ଞପୀଠ: ଉତ୍କଳ ସମ୍ମିଳନୀ

ଡ. ପ୍ରଫୁଲ୍ଲ କୁମାର ସାହୁ   ଆଜି ଡିସେମ୍ବର ୩୦, ଓଡ଼ିଆ ଜାତି ପାଇଁ ଏକ ଐତିହାସିକ ଦିବସ। ଉତ୍କଳୀୟତାର ମୁଗ୍‌ଧ ଅନୁଭବରେ ଜଡ଼ସଡ଼ ବା ଓଡ଼ିଆ ଅସ୍ମିତାର ଅବବୋଧରେ ବଢୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୀର୍ଘ ୧୧୭ ବର୍ଷ ଧରି…

ନିଅଁ ନାହିଁ

ଜମି କିଣିବା ପରେ ଏବଂ ଘର ତିଆରି ଆରମ୍ଭ ହେବା ପୂର୍ବରୁ ନିଅଁ ଖୋଳିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଘର ଯେତିକି ଉଚ୍ଚା ଓ ନିଦା କରିବାର ଇଚ୍ଛା ଥାଏ, ସେତିକି ଗଭୀର ନିଅଁ ଖୋଳିବାକୁ ହୋଇଥାଏ। ଏପରିକି ପାଣି ଭିତରେ…

ଶ୍ରେଷ୍ଠତା ଲକ୍ଷ୍ୟରେ ଭାରତ

ଡ. ଚିତ୍ତରଂଜନ ମିଶ୍ର ଗ୍ଲୋବାଲ କମ୍ପାନୀମାନେ ସେମାନଙ୍କର ଉଦ୍ୟମ ବଳବତ୍ତର କରି ‘ଚାଇନା ପ୍ଲସ୍‌ ୱାନ୍‌’ ଷ୍ଟ୍ରାଟେଜିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଲମ୍ଫ ପ୍ରଦାନ କରିଛନ୍ତି। କୋଭିଡ-୧୯ ଜନିତ ବ୍ୟାଘାତ ଏବଂ ଆମେରିକା-ଚାଇନା ବାଣିଜି୍ୟକ ଉଦ୍‌ବେଗ ମଧ୍ୟରେ ସେମାନେ ସେମାନଙ୍କର…

ଅନ୍ତରୁ ନୂଆ ମାର୍ଗ

କଂଗ୍ରେସ ୨୮ ଡିସେମ୍ବରରେ ତା’ର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବରିଷ୍ଠ ନେତା ଏ.କେ. ଆଣ୍ଟୋନି ଦଳୀୟ ପତାକାକୁ ଉତ୍ତୋଳନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri