ସମ୍ପାଦକୀୟ

ଏଇ ଭାରତରେ

ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍‌.କେ.। ଯିବା ସମୟରେ ଗୁଗଲ୍‌ ମ୍ୟାପ୍‌ ଥିଲା ତାଙ୍କ ଗାଇଡ୍‌। ଏଥିପାଇଁ ତାଙ୍କୁ ୧୦୦ ଦିନ ଲାଗିଛି। କେରଳର ଥ୍ରିସୁର୍‌ରୁ ବାହାରି…

ଶ୍ୱାସରୁଦ୍ଧ ପାରିବାରିକ ସମ୍ପର୍କ

ମୀରା ବେଉରା   ଭାରତବର୍ଷ ସାଧୁ ସନ୍ନ୍ୟାସୀଙ୍କ ଦେଶ, ମୁନିଋଷିଙ୍କ ଦେଶ; ଯେଉଁଠି ପରିବାର ହିଁ ସମାଜର ମୂଳପିଣ୍ଡ ଆଉ ସେହି ପରିବାରର ଅଧିଷ୍ଠାତ୍ରୀ ଦେବୀ ହେଉଛି ନାରୀ। ପରିବାରକୁ ଏକ ପ୍ରଭାବଶାଳୀ ମୂଳ ସାମାଜିକ ପ୍ରତିଷ୍ଠାନ ରୂପେ ଗ୍ରହଣ କରାଯାଇଛି।…

ସମୟର ଆହ୍ବାନ: ଏକ ସମୟରେ ନିର୍ବାଚନ

ଅନିଲ କୁମାର ବିଶ୍ୱାଳ   ଦେଶରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ବା ଏକ ରାଷ୍ଟ୍ର, ଏକ ନିର୍ବାଚନକୁ ନେଇ ଚର୍ଚ୍ଚା ଚାଲିଛି। ଏଠାରେ ଏକ ନିର୍ବାଚନ ଅର୍ଥ ନୁହେଁ ଗୋଟିଏ ନିର୍ବାଚନ। ଏହାର ଅର୍ଥ ଦେଶର ଲୋକ ସଭା ଓ…

ବଦଳିଲା ମ୍ୟାନ୍‌ମାର

ମ୍ୟାନ୍‌ମାର (ଯାହାକୁ ପୂର୍ବରୁ ବର୍ମା କୁହାଯାଉଥିଲା) ୧ ଫେବୃୟାରୀ ୨୦୨୧ରେ ପୁଣି ସେନା ଅକ୍ତିଆରକୁ ଚାଲିଯାଇଛି। ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ନଭେମ୍ବର ୨୦୨୦ରେ ଅନୁଷ୍ଠିତ ନିର୍ବାଚନରେ ୮୩ ପ୍ରତିଶତ ଭୋଟ ପାଇ ବିଜୟଲାଭ…

କ୍ଷେତ ବିଷମୁକ୍ତ ହେଉ

ବାଦଲ ଭୂୟାଁ ସାମ୍ପ୍ରତିକ ସମୟରେ ଚାଷୀଟିଏ କ୍ଷେତରେ ଜୈବିକ ଖତ ପ୍ରୟୋଗ କରିବା ପ୍ରତି ଯେତିକି ଯତ୍ନବାନ ହେଉନାହିଁ ତା’ଠାରୁ ଅଧିକ ଯତ୍ନବାନ ହେଉଛି ଫସଲରେ ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିର ପ୍ରୟୋଗ ପ୍ରତି। ଏହାଦ୍ୱାରା ସେ ଯେ କେବଳ…

ହିସାବ ଠିକ୍‌

ଆଗରୁ ବନ୍ଦର ଯାଇସାରିଛି। ଅଧିକାଂଶ ଉଡ଼ାଜାହାଜ ପଡ଼ିଆ ମଧ୍ୟ ବିକ୍ରି ହୋଇସାରିଛି। ଏପରିକି ଭାରତର ଐତିହାସିକ କୀର୍ତ୍ତିରାଜି ମଧ୍ୟ ବିକ୍ରି କରିଦିଆଯାଇଛି। କିଛିମାସ ହେବ ଚାଷୀ ଆନ୍ଦୋଳନ ଚାଲିଛି। ଗତ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିଲ୍ଲୀର ପ୍ରସିଦ୍ଧ…

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୦ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭ ପ୍ରକାରର ବିନ୍ସ ଉପତ୍ାଦନ କରୁଛନ୍ତି। ପୁରୁଣା ପ୍ରଜାତିର ଶସ୍ୟ ସଂରକ୍ଷଣ କରିବା ଲକ୍ଷ୍ୟରେ ସେ…

ମରିଯାଉଛି ମଣିଷପଣିଆ

ଇବ୍ରାର ଖାଁ ସମାଜରେ ମଣିଷ ଚରିତ୍ର ଆଜି ପୂରାପୂରି ବଦଳି ଯାଇଛି। ସଭ୍ୟ ଶିକ୍ଷିତ ମଣିଷ ପରିମାର୍ଜିତ ଜୀବନକୁ ନେଇ ଗର୍ବ କରି ଚାଲିଥିଲେ ମଧ୍ୟ ନିଜ ଭିତରେ ଥିବା ମଣିଷପଣିଆକୁ କେତେଦୂର ପରିସ୍ଫୁଟ କରିପାରିଛି ତାହା ହିଁ ବିଚାର୍ଯ୍ୟ। ଆଜି…

ସ୍ବଚ୍ଛତା, ସ୍ବାସ୍ଥ୍ୟରକ୍ଷା ଓ ଆମ ଶିଶୁମାନେ

ଲୋକନାଥ ପଣ୍ଡା ନିକଟରେ ରାୟଗଡ଼ ଜିଲାର ଗ୍ରାମାଞ୍ଚଳରେ କେତେକ ସରକାରୀ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା ଶିଶୁମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା। ସ୍କୁଲ ପିଲାମାନଙ୍କ ମଧ୍ୟରେ ସ୍ବଚ୍ଛତା, ପରିମଳ, ହାତଧୁଆ, ଜଳକୁ ନେଇ ସଚେତନତା ସୃଷ୍ଟି କରିବା…

ନିଆଁରେ ଇନ୍ଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଜାନୁୟାରୀରେ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଫାସ୍‌ଟାଗ ବିଷୟରେ କହିଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ ରାଜଧାନୀ କଲିକତାରୁ ଅପର୍ଣ୍ଣା ଦାସ ନାମ୍ନୀ ଜନୈକା ବ୍ୟକ୍ତି ନମୋ ଆପ୍‌ରେ ଏକ…

ଅଗ୍ରଦୂତ ନବ ପ୍ରଭାତର

ଡ. ହୃଷୀକେଶ ମଲ୍ଲିକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାର ରାଜନୀତି ଓ ସାହିତ୍ୟକୁ ସମୟର ଅକୃପଣ ବରଦାନ। ଏପରି ଏକ ସମୟରେ ସେ ଓଡ଼ିଶାର ମୁମୂର୍ଷୁପ୍ରାୟ ଜାତୀୟ ଜୀବନରେ ସଂଜୀବନୀ ସଦୃଶ ହୋଇ ଉଭା ହୋଇଥିଲେ, ଯେତେବେଳେ ତାଙ୍କ ନେତୃତ୍ୱର…

ସ୍ବଚ୍ଛ ପରିବେଶ ହିଁ ସ୍ବଚ୍ଛ ମାନବ ସମ୍ବଳ

ଡ. ଲକ୍ଷ୍ମଣ ସାହୁ ଦେଶରେ ପ୍ରଦୂଷଣକୁ ରୋକିବା ପାଇଁ କୌଣସି ନିୟମର ଅଭାବ ନାହିଁ, କିନ୍ତୁ ଏକ ଅଂଶଗ୍ରହଣକାରୀ ଆଭିମୁଖ୍ୟ ଏବଂ ପ୍ରାକୃତିକ ପରିବେଶ ସହିତ ଦ୍ୱିପାକ୍ଷିକ ଭୂମିକା ଥିବାବେଳେ ଏହା କାର୍ଯ୍ୟକାରୀ ହେବା ସମ୍ଭବ ହେବ ଏବଂ ଏହାକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?