ମଧୁବାବୁ କାହା ଦୃଷ୍ଟିରେ କିପରି
ଦିଲ୍ଲୀପ ଦାଶଶର୍ମା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖ ଦିନ ମହାପ୍ରୟାଣ ହୋଇଥିଲା। ସେହି ସମୟରେ ତାଙ୍କର ବହୁ ଭାରତୀୟ ଓ ଇଉରୋପୀୟ ବନ୍ଧୁ, ଉଚ୍ଚ ପଦାଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ଶୋକବାର୍ତ୍ତା…
ସଡ଼କ ନିରାପତ୍ତାର ଆହ୍ବାନ
ଈପ୍ସିତା ମହାନ୍ତି ପ୍ରତି ମୁହୂର୍ତ୍ତରେ ଆମ ଦେଶର କୋଣ ଅନୁକୋଣରେ ଘଟିଚାଲିଛି ଛୋଟବଡ଼ ସଡ଼କ ଦୁର୍ଘଟଣା। ବର୍ଷକୁ ବର୍ଷ ଦେଶରେ ଏଥିଜନିତ ସାଧାରଣ ଆହତ, ଗୁରୁତର ଆହତ ଓ ମୃତାହତଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ପ୍ରଶ୍ନ ହେଉଛି ଏସବୁ…
ଏଇ ଭାରତରେ
୨୦୧୦ରୁ ଭାରତରେ ବାୟୁ ପ୍ରଦୂଷଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିତ୍କ କାର୍ବନ ନିର୍ଗମନ ହେତୁ ଏଭଳି ପରିସ୍ଥିତି ଉପୁଜିିଛି। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଯାହା ପଦକ୍ଷେପ ନିଆଯାଇଥାଉ ନା କହିଁକି, ବ୍ୟକ୍ତିଗତ ସ୍ତରରେ ତେଜସ ସିଦନଲଙ୍କ ଭୂମିକା…
ଏଇ ଭାରତରେ
ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍.କେ.। ଯିବା ସମୟରେ ଗୁଗଲ୍ ମ୍ୟାପ୍ ଥିଲା ତାଙ୍କ ଗାଇଡ୍। ଏଥିପାଇଁ ତାଙ୍କୁ ୧୦୦ ଦିନ ଲାଗିଛି। କେରଳର ଥ୍ରିସୁର୍ରୁ ବାହାରି…
ଶ୍ୱାସରୁଦ୍ଧ ପାରିବାରିକ ସମ୍ପର୍କ
ମୀରା ବେଉରା ଭାରତବର୍ଷ ସାଧୁ ସନ୍ନ୍ୟାସୀଙ୍କ ଦେଶ, ମୁନିଋଷିଙ୍କ ଦେଶ; ଯେଉଁଠି ପରିବାର ହିଁ ସମାଜର ମୂଳପିଣ୍ଡ ଆଉ ସେହି ପରିବାରର ଅଧିଷ୍ଠାତ୍ରୀ ଦେବୀ ହେଉଛି ନାରୀ। ପରିବାରକୁ ଏକ ପ୍ରଭାବଶାଳୀ ମୂଳ ସାମାଜିକ ପ୍ରତିଷ୍ଠାନ ରୂପେ ଗ୍ରହଣ କରାଯାଇଛି।…
ସମୟର ଆହ୍ବାନ: ଏକ ସମୟରେ ନିର୍ବାଚନ
ଅନିଲ କୁମାର ବିଶ୍ୱାଳ ଦେଶରେ ଓ୍ବାନ୍ ନେଶନ, ଓ୍ବାନ୍ ଇଲେକ୍ସନ ବା ଏକ ରାଷ୍ଟ୍ର, ଏକ ନିର୍ବାଚନକୁ ନେଇ ଚର୍ଚ୍ଚା ଚାଲିଛି। ଏଠାରେ ଏକ ନିର୍ବାଚନ ଅର୍ଥ ନୁହେଁ ଗୋଟିଏ ନିର୍ବାଚନ। ଏହାର ଅର୍ଥ ଦେଶର ଲୋକ ସଭା ଓ…
ବଦଳିଲା ମ୍ୟାନ୍ମାର
ମ୍ୟାନ୍ମାର (ଯାହାକୁ ପୂର୍ବରୁ ବର୍ମା କୁହାଯାଉଥିଲା) ୧ ଫେବୃୟାରୀ ୨୦୨୧ରେ ପୁଣି ସେନା ଅକ୍ତିଆରକୁ ଚାଲିଯାଇଛି। ଅଙ୍ଗ୍ ସାନ୍ ସ୍ୟୁ ଚୀଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଲିଗ୍ ଫର୍ ଡେମୋକ୍ରାସି ନଭେମ୍ବର ୨୦୨୦ରେ ଅନୁଷ୍ଠିତ ନିର୍ବାଚନରେ ୮୩ ପ୍ରତିଶତ ଭୋଟ ପାଇ ବିଜୟଲାଭ…
କ୍ଷେତ ବିଷମୁକ୍ତ ହେଉ
ବାଦଲ ଭୂୟାଁ ସାମ୍ପ୍ରତିକ ସମୟରେ ଚାଷୀଟିଏ କ୍ଷେତରେ ଜୈବିକ ଖତ ପ୍ରୟୋଗ କରିବା ପ୍ରତି ଯେତିକି ଯତ୍ନବାନ ହେଉନାହିଁ ତା’ଠାରୁ ଅଧିକ ଯତ୍ନବାନ ହେଉଛି ଫସଲରେ ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିର ପ୍ରୟୋଗ ପ୍ରତି। ଏହାଦ୍ୱାରା ସେ ଯେ କେବଳ…
ହିସାବ ଠିକ୍
ଆଗରୁ ବନ୍ଦର ଯାଇସାରିଛି। ଅଧିକାଂଶ ଉଡ଼ାଜାହାଜ ପଡ଼ିଆ ମଧ୍ୟ ବିକ୍ରି ହୋଇସାରିଛି। ଏପରିକି ଭାରତର ଐତିହାସିକ କୀର୍ତ୍ତିରାଜି ମଧ୍ୟ ବିକ୍ରି କରିଦିଆଯାଇଛି। କିଛିମାସ ହେବ ଚାଷୀ ଆନ୍ଦୋଳନ ଚାଲିଛି। ଗତ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିଲ୍ଲୀର ପ୍ରସିଦ୍ଧ…
ଏଇ ଭାରତରେ
ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୦ ବର୍ଷୀୟ ନାରାୟଣନ୍ କନାଲୟାମ। ତାଙ୍କ ଫାର୍ମରେ ୮୭ ପ୍ରକାରର ବିନ୍ସ ଉପତ୍ାଦନ କରୁଛନ୍ତି। ପୁରୁଣା ପ୍ରଜାତିର ଶସ୍ୟ ସଂରକ୍ଷଣ କରିବା ଲକ୍ଷ୍ୟରେ ସେ…
ମରିଯାଉଛି ମଣିଷପଣିଆ
ଇବ୍ରାର ଖାଁ ସମାଜରେ ମଣିଷ ଚରିତ୍ର ଆଜି ପୂରାପୂରି ବଦଳି ଯାଇଛି। ସଭ୍ୟ ଶିକ୍ଷିତ ମଣିଷ ପରିମାର୍ଜିତ ଜୀବନକୁ ନେଇ ଗର୍ବ କରି ଚାଲିଥିଲେ ମଧ୍ୟ ନିଜ ଭିତରେ ଥିବା ମଣିଷପଣିଆକୁ କେତେଦୂର ପରିସ୍ଫୁଟ କରିପାରିଛି ତାହା ହିଁ ବିଚାର୍ଯ୍ୟ। ଆଜି…
ସ୍ବଚ୍ଛତା, ସ୍ବାସ୍ଥ୍ୟରକ୍ଷା ଓ ଆମ ଶିଶୁମାନେ
ଲୋକନାଥ ପଣ୍ଡା ନିକଟରେ ରାୟଗଡ଼ ଜିଲାର ଗ୍ରାମାଞ୍ଚଳରେ କେତେକ ସରକାରୀ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା ଶିଶୁମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା। ସ୍କୁଲ ପିଲାମାନଙ୍କ ମଧ୍ୟରେ ସ୍ବଚ୍ଛତା, ପରିମଳ, ହାତଧୁଆ, ଜଳକୁ ନେଇ ସଚେତନତା ସୃଷ୍ଟି କରିବା…
Archives


