ସମ୍ପାଦକୀୟ

ବିଜ୍ଞାନ ଓ ଈଶ୍ୱର

ଉପେନ୍ଦ୍ର ବିଶ୍ୱାଳ   ଆଲେଖ୍ୟଟିକୁ ଆରମ୍ଭ କରିବା, ବିଶ୍ୱକବିଙ୍କ ବିଶ୍ୱାସ ଏବଂ ତତ୍‌ସଂକ୍ରାନ୍ତ ଗୋଟେ ଘଟଣାରୁ। ଏକଦା ରବୀନ୍ଦ୍ରନାଥ ଟାଗୋରଙ୍କ ମୁଣ୍ଡବିନ୍ଧାର କାରଣ ଥିଲେ ପାଖ ଇଲାକାରେ ରହୁଥିବା ଜଣେ ନାସ୍ତିକ। ବିଶ୍ୱକବିଙ୍କର ଭଗବାନଙ୍କ ପ୍ରତି ଭକ୍ତିଭାବ ଏବଂ ତଜ୍ଜନିତ ଈଶ୍ୱରଙ୍କ…

ବିପଦରେ ହିମାଳୟ

ଉତ୍ତରାଖଣ୍ଡର ୨୦୧୩ କେଦାରନାଥ ବିପର୍ଯ୍ୟୟ ପରେ ଏବେ ନନ୍ଦାଦେବୀ ପର୍ବତର ହିମସ୍ଖଳନ ଆମକୁ ଚେତାଇ ଦେଇଛି ଯେ ହିମାଳୟ ପରିବେଶଜନିତ ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ବିରାଟ ହିମଖଣ୍ଡ ଧସି ଚାମୋଲି ଜିଲାର ଋଷିଗଙ୍ଗା ଓ ଧଉଳିଗଙ୍ଗାରେ ଯେଭଳି ବିତ୍ପାତ ଆଣିଲା…

ଏଇ ଭାରତରେ

ନବମ ଶ୍ରେଣୀର ଛାତ୍ର ରିଶଭ ପ୍ରସୋଭଙ୍କ ମାନସିକତାକୁ ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ଲାଗେ। ବେଙ୍ଗାଲୁରୁର ୧୪ ବର୍ଷ ବୟସର ଏହି ଛାତ୍ର ଜଳ ଅପବ୍ୟୟ ରୋକିବାରେ ଲାଗିଛନ୍ତି। ତାଙ୍କ ଆଖପାଖ ଲୋକଙ୍କ ଘରେ ତଥା ଅନେକ ହଷ୍ଟେଲ ଓ ସ୍କୁଲରେ ଟ୍ୟାପ୍‌ଗୁଡ଼ିକରେ…

ଅପ୍ରତ୍ୟାଶିତ ପ୍ରାକୃତିକ ବିତ୍ପାତ

ଡ. ନରେନ୍ଦ୍ର ସେଠୀ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟର ତରଳିବା ପରେ ହଠାତ୍‌ ଆସିଥିବା ପାଣିରେ ଅନେକ ଲୋକ ଭାସିଗଲେ। ଘଟଣା ଏତେ ଭୟଙ୍କର ଥିଲା ଯେ ୫୦୦ ମେଗାୱାଟର ନିର୍ମାଣାଧୀନ ତପୋବନ ଡ୍ୟାମ୍‌ ଦିଆସିଲି ଖୋଳ ପରି ଜଳର ପ୍ରଖର…

ଦୁର୍ନୀତି, ମହାଦୁର୍ନୀତି ଓ ସାମୂହିକ ଦୁର୍ନୀତି

ହରିଶଙ୍କର ମିଶ୍ର ଦୁର୍ନୀତି ହେଉଛି ନୀତିର ସାମାନ୍ୟ ବିଚ୍ୟୁତି, ଯାହାର ସର୍ବୋଚ୍ଚ ସୀମା ନ ଥାଏ। ସାମ୍ପ୍ରତିକ ସମାଜରେ ସଂଖ୍ୟାଧିକ ରାଜନେତା ରାଜକର୍ମଚାରୀ ଓ ସରକାରଙ୍କୁ ପ୍ରଭାବିତ କରିପାରୁଥିବା ଲୋକଙ୍କ ଆଭିଜାତ୍ୟ ଚଳଣି ପଛରେ କେବଳ ଦୁର୍ନୀତିଲବ୍ଧ ଅର୍ଥ ରହିଥିବା ନିଃସନ୍ଦେହ।…

ଗଣତନ୍ତ୍ରର ମାପକାଠି

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଫେବୃୟାରୀରେ ମତ ରଖିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ଯେଉଁମାନେ ପ୍ରତିବାଦ କରୁଛନ୍ତି, ସେମାନେ ‘ଆନ୍ଦୋଳନଜୀବୀ’। ଆନ୍ଦୋଳନଜୀବୀର ଅର୍ଥ ବୁଝାଇବାକୁ ଯାଇ ସେମାନଙ୍କୁ ବୃତ୍ତିଗତ ପ୍ରତିବାଦକାରୀ…

ଶର୍ମାଙ୍କୁ ମାନିନିଅ

କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଭିଡାଓଟରା ଚାଲିଛି। ଚାଷୀମାନେ ବିବାଦୀୟ ଆଇନ ପ୍ରତ୍ୟାହାର ଲାଗି ଅଡ଼ି ବସିଥିବା ବେଳେ ସରକାର ଜିଦ୍‌ରେ ଅଟଳ ଅଛନ୍ତି। ସରକାର କହୁଛନ୍ତି, ଚାଷୀଙ୍କ ଲାଭ ପାଇଁ ଏହି ଆଇନ ଅଣାଯାଇଛି।…

ଆମେ ନୀରବ ହେତୁ ଶୋଷିତ କି

ରାଜୀବ କର୍ମୀ ବେଳେବେଳେ ମନକୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରେ। ସମାଜରେ ଅସହାୟ, ନିରାଶ୍ରୟ, ଦରିଦ୍ର ଏବଂ ଅବହେଳିତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଛି କାହିଁକି? ଅନେକ ସରକାରୀ ଏବଂ ବେସରକାରୀ ଯୋଜନା ସହିତ ଜନ ସଚେତନତାରେ କୋଟି କୋଟି ଟଙ୍କା…

ପୁଷେ ଖଇ, ମାଘେ ଦହି

ଅଭିମନ୍ୟୁ ଧଳ ଓଡ଼ିଆରେ ଲୋକ କଥାଟିଏ ଅଛି, ‘ପୁଷେ ଖଇ, ମାଘେ ଦହି, ଚଇତେ ନିମ ଚକୁଳିଖାଇ’। ପ୍ରକୃତି ତା’ର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ପାଇଁ ଛଅଋତୁ ବା ବାରମାସ ଲାଗି ନାନା ପ୍ରକାର ଖାଦ୍ୟ, ଫଳ, ପୁଷ୍ପ ଆଦି ଖଞ୍ଜେଇ…

ଏଇ ଭାରତରେ

୧୨ ବର୍ଷ ବୟସରେ ବାହା ହୋଇ ନିଜସ୍ବ ଉଦ୍ୟମରେ ଶିକ୍ଷାଲାଭ କରିବା ସହ ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳ ନ୍ୟୁଜ୍‌ ନେଟ୍‌ଓ୍ବର୍କ ଚଳାଇବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତରପ୍ରଦେଶର କବିତା ଦେବୀ। କୁଞ୍ଜନ ପୁରଓ୍ବା ଗଁାର…

ଲୋକତନ୍ତ୍ରର ସ୍ଥିତି କେଉଁଠି

ଆକାର ପଟେଲ ଦି ଇକୋନୋମିଷ୍ଟ ଏକ ମାଗାଜିନ, କିନ୍ତୁ ଏହା ନିଜକୁ ଏକ ଖବରକାଗଜ ଭାବେ ପ୍ରତିପାଦିତ କରେ। ୧୭୫ ବର୍ଷର ପୁରୁଣା ଏହି ମାଗାଜିନ ସପ୍ତାହକୁ ୧୦ ଲକ୍ଷ କପି ବିକ୍ରି ହୁଏ। ଏହା ହିଁ ଏକମାତ୍ର ମାଗାଜିନ ଯାହା…

ଅର୍ଥ ଅନର୍ଥର ଖେଳ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସାଧୁତା ସାଂପ୍ରତିକ ସମାଜର ଏକ ବିରଳ ସମ୍ପଦ ଏବଂ ଅସାଧୁତାର ଏକ ସିଂହଭାଗ ମୂଳରେ ଥାଏ ପୁଳାଏ ସହଜଲଭ୍ୟ ଅର୍ଥ ଅର୍ଜନ କରିବାର ପ୍ରଚଣ୍ଡ ପ୍ରବଣତା। ଯେଉଁ ସମ୍ପଦ ଉପାର୍ଜନ କରି ବଡ଼ ଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri