ଦେଶର ଅର୍ଥନୀତି ତଳକୁ ତଳକୁ
କିଶୋର ଜେନା ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି, ଆଉ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସଂସ୍କାରର ଗଳ୍ପ ଶୁଣାଉଛନ୍ତି। ସଂସ୍କାର ନୀତି ସମ୍ପର୍କରେ ତାଙ୍କର ଦାବି, କୋଭିଡ୍ ମହାମାରୀ ସମୟରେ ଏହି ଉଦ୍ୟମ ଆସ୍ଥା ଓ ଉତ୍ସାହ ସୃଷ୍ଟିରେ ସହାୟକ ହେବ। ଏହି…
ସଞ୍ଚାର ଭବନରେ ନିରାଶା
ସଞ୍ଚାର ଭବନରେ ଜଟିଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାକୁ କେହି ରାଜି ନ ଥିତ୍ବା ଭଳି ଜଣାପଡ଼ୁଛି। ଏବେ ସେଠାରେ ବିଭିନ୍ନ ବିଭାଗରେ ବାବୁମାନଙ୍କ ସଂଖ୍ୟା ପୂର୍ବଭଳି ରହିଛି। କିନ୍ତୁ ଭିତିରିଆ ଭାବେ ନୀତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଲାଗି କାର୍ଯ୍ୟ…
ଏଇ ଭାରତରେ
ମହାମାରୀ କରୋନା ସମୟରେ ସୁରକ୍ଷିତ ରହିବା ଲାଗି ଆମେ ଘରେ ରହୁଥିତ୍ବାବେଳେ ପୁଡୁଚେରୀର ମଣିକନ୍ଦନ କିନ୍ତୁ ଦିନରାତି କୋଭିଡ୍ ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। ସେ ରୁହନ୍ତି ରାମନାଥପୁରମ୍ରେ ଓ ପ୍ରତିଦିନ କୋଭିଡ୍ ପୀଡ଼ିତଙ୍କୁ ଆମ୍ବୁଲାନ୍ସ ଯୋଗେ ମାଗଣାରେ ହସ୍ପିଟାଲ ନେଉଛନ୍ତି। ଏଭଳି…
ଚଳନ୍ତି ଈଶ୍ବର
ଡ. ପ୍ରଫୁଲ୍ଲ କୁମାର ସାହୁ ବାପା କେବଳ ଏକ ଶବ୍ଦ ନୁହେଁ, ଅନୁଭବ। ସ୍ବପ୍ନର ଝଲକାଏ ଆତ୍ମପ୍ରକାଶ। ଆମ ମୁଗ୍ଧ ଅନୁଭବର ଏକ ଅମୃତମୟ ସତ୍ତା; ଯାହାକୁ ବୁଝେଇ ହୁଏ ନାହିଁ କୌଣସି ସଂଜ୍ଞାରେ। ନିଅଣ୍ଟ ପଡ଼େ ଶବ୍ଦ। ସେ ପିଲାଙ୍କୁ…
ମହାମାରୀ ଓ ମହିଳା ନେତୃତ୍ୱ
ମିସେଲ୍ ବ୍ୟାରୀ, ଗୀତା ରାଓ ଗୁପ୍ତା କୋଭିଡ୍ -୧୯ ମହାମାରୀରେ ଏବେ ସାରା ବିଶ୍ୱ ପ୍ରଭାବିତ। ଏହା କୋଟି କୋଟି ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ମହିଳାମାନଙ୍କ କ୍ୟାରିୟର ଉପରେ ପ୍ରଚଣ୍ଡ ଆଘାତ ଦେଇଛି ଯାହା ଆମେରିକାରେ ସ୍ପଷ୍ଟ ପ୍ରତୀୟମାନ ହୋଇଛି।…
ଆକର୍ଷଣ ମୋହ-ବିସ୍ମୟର
ଡ.ବାସୁଦେବ ମିଶ୍ର ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ ମଧ୍ୟ ଜୀବନକାଳ ମଧ୍ୟରେ ସେପରି ସୁଯୋଗର ପୂର୍ଣ୍ଣ ଉପଯୋଗ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ…
ଅର୍ଥନୀତି ଓ ଜଳବାୟୁ ବିପ୍ଳବ
ଟମ୍ ବ୍ରୁକେସ, ଏକ୍ଜିକ୍ୟୁଟିଭ ଡାଇରେକ୍ଟର, ଷ୍ଟ୍ରାଟେଜିକ କମ୍ୟୁନିକେଶନ, ୟୁରୋପିଆନ କ୍ଲାଇମେଟ ଫାଉଣ୍ଡେଶନ | ଗେର୍ନଟ ଓ୍ବାଗନେର, କ୍ଲିନିକାଲ ଆସୋସିଏଟ୍ ପ୍ରଫେସର, ଏନ୍ଭାଇରନମେଣ୍ଟାଲ ଷ୍ଟଡିଜ୍, ନ୍ୟୁୟର୍କ ୟୁନିଭର୍ସିଟି ନିଓକ୍ଲାସିକାଲ ଅର୍ଥନୀତି ଚିନ୍ତାଧାରା କେଉଁଠିି ସୀମିତ ହୋଇ ରହିନାହିଁ। ଏହା ହେଉଛି ଅର୍ଥନୀତିର…
ମାନସିକ ଚାପ ଓ ସଂକ୍ରମଣ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଧୁନିକ ଜୀବନ ଶୈଳୀର ଅନ୍ୟତମ ଭୟାବହ ପରିଣାମ ହେଲା ମାନସିକ ଚାପ। ଅପରିସୀମ ଲୋଭ, କ୍ରୋଧ, ଈର୍ଷା, ହିଂସା, ଭୟ ଆଦି ନକାରାତ୍ମକ ଭାବପ୍ରବଣତା ଆମଠାରେ ବଢ଼ି ବଢ଼ି ଚାଲିବା ହେଉଛି ଏହାର ପ୍ରଧାନ କାରଣ।…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରି ରାଜସ୍ଥାନର ଏକ ଗାଁ ପଡିିଆ ଜମିରେ ଘଞ୍ଚଜଙ୍ଗଲ ସୃଷ୍ଟି କରିପାରିଛି। ଉଦୟପୁରଠାରୁ ୭୫କି.ମି. ଦୂର କାରେକ୍ ହେଉଛି ପଶ୍ଚିମ ରାଜସ୍ଥାନର ଶେଷ ଗାଁ। ଏହି ଗ୍ରାମର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୩୩୯ ହେକ୍ଟର ଜମିରେ…
ଏଇ ଭାରତରେ
ପରିଶ୍ରମର ଫଳ ମହୁ ଭଳି ମିଠା, ଯାହା ଚାଖିପାରିଛନ୍ତି ପଞ୍ଜାବର ଚାଷୀ ଗୋବିନ୍ଦର ସିଂ ରାନ୍ଦଓ୍ବା। ନିଜର ସୁନା ଅଳଙ୍କାର ବିକ୍ରି କରି ମହୁ ଚାଷ ଆରମ୍ଭ କରିଥିଲେ। ଏଥିରୁ ଏବେ ସେ ବର୍ଷକୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର…
ଆତ୍ମନିର୍ଭର ଓଡ଼ିଶା
ଶ୍ୱେତପଦ୍ମାସିନୀ ମହାନ୍ତି ଓଡ଼ିଶା ‘ଆତ୍ମନିର୍ଭର’ ହେବା ଦରକାର। କିନ୍ତୁ ଏହା ରୋଜଗାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିନି। ପାଠୁଆ, ଅପାଠୁଆ ଓଡ଼ିଆ ପୁଅଙ୍କ ପାଇଁ ଓଡ଼ିଶାରେ ରୋଜଗାର ନାହିଁ। କାହିଁକି ନାହିଁ? ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାରେ ଅଭାବ ରହିଛି କେଉଁଠି।…
ପରିବେଶ ସନ୍ତୁଳିତ ବିକାଶ ଆବଶ୍ୟକ
ଇଂ. ଶକ୍ତି ପ୍ରସାଦ ଦାସ ଆମେ ସମସ୍ତେ ଜାଣୁ, ଜଳବାୟୁ ପରିବର୍ତ୍ତନ ଆମ ସଭ୍ୟତା ପାଇଁ ସବୁଠାରୁ ବଡ଼ ଆହ୍ବାନ। ତେଣୁ, ପରିବେଶକୁ ରକ୍ଷା କରିବାର ସମୟ ଆସନ୍ନ। ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ, ମଣିଷର ପ୍ରବୃତ୍ତି ହେଉଛି ସାମ୍ପ୍ରତିକ ଭୋଗ…
Archives


