୫ ନିର୍ବାଚନ
ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି। ଏହି ରାଜ୍ୟର ନିର୍ବାଚନ କେତେ ସମ୍ବେଦନଶୀଳ ଓ…
ବିଦେଶୀଙ୍କ ଚକ୍ଷୁରେ
ନିକଟରେ ସ୍ବିଡେନ୍ର ଭେରାଇଟିଜ୍ ଅଫ୍ ଡେମୋକ୍ରାସି ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର ଶାସନରେ ପରିଣତ ହୋଇଥିବା କୁହାଯାଇଛି। ଏପରି କି ଭାରତର ସ୍ଥିତି ପାକିସ୍ତାନ ଭଳି ହୋଇଯାଇଥିବା…
ଫାଲତୁ ପରୀକ୍ଷା
ଦ୍ୱିତୀ ଚନ୍ଦ୍ର ସାହୁ ପରୀକ୍ଷା ପାଇଁ ଗଳଦ୍ଘର୍ମ ଉଦ୍ୟମ। ବିଳମ୍ବିତ ରାତି ଯାଏ ପଢ଼ିବା। ପାହାନ୍ତ ପହରରୁ ଉଠି ପଢ଼ିବା ଲାଗି ପୁଣି ଘରେ ତାଗିଦ୍। ଖାଲି ତାଗିଦ୍ ନାହିଁ ପିଲାଟି ପଢୁଛି ନା ନାହିଁ ମଝିରେ ମଝିରେ ଉଠି ପରଖୁଥିଲା…
ଧାନକିଣା: ଏଥର ସମସ୍ୟା ଟାର୍ଗେଟ୍
ଅଶୋକ କୁମାର ବରାଳ ଧାନ ବିକ୍ରିକୁ ନେଇ ସମସ୍ୟା ଚାଷୀଙ୍କ ପିଛା ଛାଡୁନାହିଁ। ସରକାର ଧାନକିଣାରେ ଯେତେ ସୁଧାର ଆଣିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଧାନକିଣାକୁ ନେଇ ଏବେ ଚାରିଆଡ଼େ ସମସ୍ୟା ଉପୁଜିଥିଲା ବେଳେ ବିଧାନସଭାରେ ଧାନକିଣାରେ ଅନିୟମିତତା…
ଏଇ ଭାରତରେ
ଜଣେ ଆଦର୍ଶ ଶିକ୍ଷକ ହେବ ତ ମଧ୍ୟପ୍ରଦେଶର ଆଲୋକ ତ୍ରିପାଠୀଙ୍କ ଭଳି ହେବା ଦରକାର। ସତନା ଜିଲା ସହଦେବା ଗାଁର ସରକାରୀ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଆଲୋକ ପ୍ରଧାନ ଶିକ୍ଷକ। ସେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ସହ ଦୀର୍ଘ…
କି ପରିବର୍ତ୍ତନ ଆଣିବେ
ଆକାର ପଟେଲ ଗତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୮ଟି ଜିତିଥିଲା। ଏହା କାହିଁକି ବିଧାନସଭା ନିର୍ବାଚନ ନ ଜିତିବ ତାହା କହିବା ମୁସ୍କିଲ। କାରଣ ଅନ୍ୟ ଦଳ ଅପେକ୍ଷା ଭାଜପା ଇଲେକ୍ଟୋରାଲ ବଣ୍ଡ୍…
ତାମିଲ ‘ରେବତୀ’ର ସ୍ରଷ୍ଟା
ରେବତୀ ଅନ୍ୟ ଜାତିର ପୁଅକୁ ବିବାହ କରି ଦେବାରୁ ମାତାପିତା ଝିଅକୁ ତ୍ୟଜ୍ୟ କରିଦେଲେ। ଅର୍ଥ ଓ ପ୍ରତିପତ୍ତି ଥିବାରୁ ସେମାନେ ଝିଅର ଆବେଗକୁ ବୁଝିପାରିଲେ ନାହିଁ। ଫଳରେ ମାନସିକ ଭାରସାମ୍ୟ ହରାଇ ରେବତୀ ଆତ୍ମାହୁତି ଦେଇଦେଲେ। ଝିଅର ଏଭଳି ଅବସ୍ଥା…
ସଙ୍କଟରେ ଶିମିଳିପାଳ
ଡ . ପ୍ରଫୁଲ୍ଲ କୁମାର ସାହୁ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜ। ଆୟତନ ଦୃଷ୍ଟିରୁ ଓଡ଼ିଶାର ଏହି ସର୍ବବୃହତ୍ ଜିଲାର ମଧ୍ୟଭାଗରେ ଅବସ୍ଥିତ ଶିମିଳିପାଳ ଜୈବମଣ୍ଡଳ। ୨୭୫୦ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ କେବଳ ଦେଶର ସର୍ବବୃହତ୍ ବିଶୁବ ମଣ୍ଡଳୀୟ…
ଏଇ ଭାରତରେ
୧୪ ବର୍ଷ ବୟସରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି ଉତ୍ତରପ୍ରଦେଶର ଅମର ପ୍ରଜାପତି। ସେ ନବମ ଶ୍ରେଣୀରେ ପଢୁଛନ୍ତି। ୨୦୨୦ରେ କରୋନା ଯୋଗୁ ଲକ୍ଡାଉନ ଲାଗୁ ହେବା ପରେ ସେ ତାଙ୍କ ଗ୍ରାମର ଲୋକଙ୍କୁ ନିଯୁକ୍ତି ହରାଇବା ଲକ୍ଷ୍ୟ କରିଥିତ୍ଲେ। ଗୋରଖପୁରର…
ଚାଷକୁ ବିପଦ
ନାରାୟଣ ଚନ୍ଦ୍ର ବିଶ୍ୱାଳ ରାଜ୍ୟରେ ଏବେ ଅଗ୍ନି ବର୍ଷୁଛି। କେତେକ ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଓଡ଼ିଶାର ସମସ୍ତ ସହର ଏବେ ସତେଯେମିତି ତତଲା କଡ଼େଇରେ ଭାଜି ହେଉଛି। ଏଣେ ମୌସୁମୀ ଶୁଣାଇଲାଣି ଡରିବା ଭଳି ଖବର। ଏଥର ମୌସୁମୀ ବର୍ଷା ସ୍ବାଭାବିକଠାରୁ…
ଦଳୀୟ ରାଜନୀତି ଓ ଜିଡିପି
ସହଦେବ ସାହୁ ଉପସ୍ଥିତ କୃଷକ ଆନ୍ଦୋଳନ ସମ୍ବନ୍ଧରେ ଆଲୋଚନା ବେଳେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ କୃଷି ଆଇନ ଅଣାଯାଇଛି ବୋଲି ବେଶ୍ ଚର୍ଚ୍ଚା ହେଉଛି, ତେଣେ ଆମ ଦେଶର ସ୍ଥୂଳ ଆୟ, ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (ଜିଡିପି)…
ଏଇ ଭାରତରେ
ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ ସକାଳେ ଦୌଡ଼ିବା ସମୟରେ ସଫେଇ ଅଭିଯାନରେ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ରିପୁଙ୍କ ବୟସ ୩୩…
Archives


