ଏଇ ଭାରତରେ

୧୪ ବର୍ଷ ବୟସରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି ଉତ୍ତରପ୍ରଦେଶର ଅମର ପ୍ରଜାପତି। ସେ ନବମ ଶ୍ରେଣୀରେ ପଢୁଛନ୍ତି। ୨୦୨୦ରେ କରୋନା ଯୋଗୁ ଲକ୍‌ଡାଉନ ଲାଗୁ ହେବା ପରେ ସେ ତାଙ୍କ ଗ୍ରାମର ଲୋକଙ୍କୁ ନିଯୁକ୍ତି ହରାଇବା ଲକ୍ଷ୍ୟ କରିଥିତ୍ଲେ। ଗୋରଖପୁରର ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି(ଜିଆଇଡିଏ) ଦ୍ୱାରା ଆୟୋଜିତ ଅନ୍‌ଲାଇନ ଏଲ୍‌ଇଡି ଲାଇଟ ତିଆରି କରିବାର ଶିକ୍ଷା ଲାଭ କରି ଏକ ଏଲ୍‌ଇଡି ମାନୁଫାକ୍‌ଚରିଂ କମ୍ପାନୀ ଆରମ୍ଭ କରିଛନ୍ତି। ତାଙ୍କ କମ୍ପାନୀ ନାମ ରଖିତ୍ଛନ୍ତି ଜୀବନ ପ୍ରକାଶ । ଏବେ ଏଥିତ୍ରେ ୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ବି ଅମର ଘରେ ଏଲ୍‌ଇଡି ଲାଇଟ ବଲ୍‌ବ ତିଆରି କରୁଥିତ୍ଲେ। ଏଣୁ ଏହି କାର୍ଯ୍ୟ ତାଙ୍କୁ ସହଜ ମନେ ହେଲା । ଅନ୍ୟମାନଙ୍କୁ ଏଲ୍‌ଇଡି ଲାଇଟ୍‌ ବଲ୍‌ବ ତିଆରି କରିବାର କୌଶଳ ସମ୍ପର୍କରେ ବି ପ୍ରଶିକ୍ଷଣ ଦେଉଛନ୍ତିି। ସେ ଆଗକୁ ଏଲ୍‌ଇଡି ଲ୍ୟାମ୍ପ ପୋଲ୍‌ ଏବଂ ସୋଲାର ଲ୍ୟାମ୍ପ ପୋଲ୍‌ ତିଆରି କରି ଅଧିତ୍କ ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିତ୍ଛନ୍ତି। ଏହି କାର୍ଯ୍ୟରେ ଅମରଙ୍କ ପିତା ତାଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟି ହଟାଯାଉଛି

ସମ୍ପାଦକୀୟ/ତଥାଗତ ସତପଥୀ ହ୍ୟୁମାନିଟିଜ୍‌ ଷ୍ଟଡିଜ୍‌ ବା ମାନବବାଦୀ ପାଠ ଲାଗି ଉଚ୍ଚ ଶିକ୍ଷା କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ...

ଏଇ ଭାରତରେ

ଅହମଦାବାଦର ଶିଳ୍ପା ପଟେଲଙ୍କ ପରିବାର ପରିବେଶ ଉପଯୋଗୀ କପଡ଼ା ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି। ଉକ୍ତ ପରିବାର ‘ଛାପା’ ନାମକ ପରିବେଶ ସହନୀୟ...

ଏ ଉପଦେଶ କ’ଣ ପାଇଁ

କିଶୋର ଜେନା ଅଧିକାର ଏବଂ ଅଧିକାର ପାଇଁ ଲଢ଼େଇରେ ଗତ ୭୦ ବର୍ଷରେ ଅନେକ ସମୟ ବ୍ୟୟ ହୋଇଛି ଏବଂ ସେଥିରେ ଭାରତ ଦୁର୍ବଳ ହୋଇଛି।...

‘ସୋଲୋ’ର ସ୍ରଷ୍ଟା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଗି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ...

ଶୀତତାପ ନିୟନ୍ତ୍ରଣ ଓ ପରିବେଶ ତାତି

ସହଦେବ ସାହୁ ଜୁନ୍‌ ୨୩ରେ ଖବର ବାହାରିଲା ଯେ ଏସି ମେଶିନ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ସରକାର କହିଛନ୍ତ,ି ମେଶିନରେ ୨୪ ଡିଗ୍ରୀ ସେଲ୍‌ସିୟସ୍‌ ଡିଫଲ୍ଟ...

ଏଇ ଭାରତରେ

ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ...

ବିଚାରର ଦୁଇଟି ମାର୍ଗ

ଡ. ବାସୁଦେବ ମିଶ୍ର ପ୍ରବୃତ୍ତି ଆଉ ନିବୃତ୍ତି: ବିଚାରର ମାର୍ଗ ଦୁଇଟି- ଜୀବନକୁ ସୁନ୍ଦର ସୁଠାମ କରି ଗଢି ତୋଳିବା ପାଇଁ। ମନୁଷ୍ୟତାର ମହକକୁ ଚତୁର୍ଦ୍ଦିଗରେ...

କେବଳ ଦଳ ନୁହେଁ

ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା ହେଉଛି ନିର୍ବାଚନ। ନିର୍ବାଚନ ପରେ ଗଠିତ ସରକାର ଦଳର ସୀମା ପରିସର ଭିତରେ ରହିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମଙ୍ଗଳ...

Advertisement
Archives

Model This Week