ବାତ୍ୟାର ବୈଜ୍ଞାନିକ ବିଶ୍ଳେଷଣ
ଡ. ସଞ୍ଜୟ କୁମାର ସାମନ୍ତରାୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ଓଡ଼ିଶା ପ୍ରାୟ ପ୍ରତ୍ୟେକ ବର୍ଷ ଗଭୀର ଭାବେ ପ୍ରଭାବିତ ହୋଇ ଆସୁଛି। କେଉଁ ବର୍ଷ ବର୍ଷାଦିନ ପୂର୍ବରୁ ବାତ୍ୟା ଆସେ ତ କେଉଁ ବର୍ଷ ବର୍ଷାଦିନ ପରେ ବାତ୍ୟା ଆସେ।…
ମାନସିକ ସ୍ବାସ୍ଥ୍ୟରେ ଗୋଷ୍ଠୀର ଭୂମିକା
ରାଜୀବ କର୍ମି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିବରଣୀ ଅନୁଯାୟୀ ପୃଥିବୀରେ ୨ ଭାଗ ଲୋକ ଗୁରୁତର ମାନସିକ ରୋଗ ଏବଂ ୧୫ ଭାଗ ଲୋକ ସାଧାରଣ ମାନସିକ ରୋଗ ସହିତ ବଞ୍ଚୁଛନ୍ତି ଏବଂ ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଭାରତରେ…
ଏଇ ଭାରତରେ
ଅନେକ ସମୟରେ ଜଣକର ଅଭିନୟ ଚିନ୍ତା ଓ କୌଶଳ ଏକ ଜଟିଳ ସମସ୍ୟାର ସମାଧାନ ବାଟ ଦେଖାଇଥାଏ। ଯେମିତି କରିଛନ୍ତି ଗୁଜରାଟର ରାହୁଲ ଚୌଧୁରୀ। ପରିବେଶ ସୁରକ୍ଷା ଲାଗି ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ଉପଯୋଗ କରି ମଜଭୁତ ଶିଟ୍ ବା ଚାଦର…
ଜୀବନ ଏମିତି ଚାଲିବ
ଆକାର ପଟେଲ ପୂର୍ବରୁ କିଛି ସପ୍ତାହ ପର୍ଯ୍ୟନ୍ତ ଭାରତର ଗଣମାଧ୍ୟମରେ କୋଭିଡ୍ ପରିଚାଳନା ଘଟଣା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରିକି ତାହା କିଛିଦିନ ଧରି ବିଶ୍ୱ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏ ପର୍ଯ୍ୟନ୍ତ ଟିକାର ଅଭାବ ରହିଛି…
ଜନହିତୈଷୀ ପ୍ରଧାନମନ୍ତ୍ରୀ
ହାଇତି ଉତ୍ତର ଆମେରିକା ମହାଦେଶରେ ଅବସ୍ଥିତ ଏକ ଦେଶ। ଏହାର ରାଜଧାନୀ ପୋର୍ଟ-ଆଉ-ପ୍ରିନ୍ସ। ୧.୧ କୋଟି ଜନସଂଖ୍ୟାବିଶିଷ୍ଟ ଏହି ଦେଶର ଅର୍ଥନୀତିକୁ ୨୦୧୦ର ଭୂକମ୍ପ, ୨୦୧୨ର ହଇଜା ଓ ୨୦୧୬ର ହରିକେନ୍ ମାଥ୍ୟୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଅସଂଖ୍ୟ ଲୋକ ନିଯୁକ୍ତି…
ଦୁର୍ଦ୍ଦିନର ଜୟଗାନ
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଦୁଃସମୟର ଆୟୁଷ ବେଶ୍ ଲମ୍ବା ଜଣାପଡ଼େ, ଯେତେବେଳେ ସୁସମୟ ବିଜୁଳି ଝଟକିଲା ଭଳି ଆସେ ଓ ନିମିଷକେ ପୁଣି ଉଭାନ୍ ହୋଇଯାଏ। କଥାଟି ମନସ୍ତାତ୍ତ୍ୱିକ ପର୍ଯ୍ୟାୟର ହେଲେ ବି ଏହାର ବାସ୍ତବତାକୁ ଅସ୍ବୀକାର କରିହେବ…
ଏଇ ଭାରତରେ
ଗାଁଗୁଡ଼ିକୁ ସ୍ମାର୍ଟ ସେବା ଓ ଇ-ବ୍ୟବସାୟ ସୁବିଧା ଯୋଗାଇ ଦେବା ଲାଗି ଦୁଇ ଛାତ୍ର ସୋଲାର ଇଲେକ୍ଟ୍ରିକ ଟ୍ରାଇସାଇକେଲ ବା ସୌର ବିଦ୍ୟୁତ୍ ଚାଳିତ ଟ୍ରଲି ନିର୍ମାଣ କରିଛନ୍ତି। ନିଖିଲ ମୁକ୍କାର ଏବଂ ହୋ ଜିଙ୍ଗ ଏନ୍ ଟ୍ରଲିିରେ ସ୍ମାର୍ଟ ସିଷ୍ଟମର…
ଏଇ ଭାରତରେ
ମାତ୍ର ୧୦ ବର୍ଷ ବୟସରେ ବେଙ୍ଗାଲୁରୁର ମାନ୍ୟ ହର୍ଷ ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ବିଭିନ୍ନ ପରିବା ଚୋପାରୁ ପରିବେଶ ଉପଯୋଗୀ କାଗଜ ପ୍ରସ୍ତୁତ କରୁଛନ୍ତି। ସେ ନିର୍ଦ୍ଦିଷ୍ଟ ପ୍ରକାର ପରିବା ଚୋପା ଉପଯୋଗ କରି ରଙ୍ଗିନ କାଗଜ ପ୍ରସ୍ତୁତ…
ଦୁଷ୍ଟପ୍ରୀତି କାଲି ଓ ଆଜ
ଅଲେଖ ଚନ୍ଦ୍ର ମିଶ୍ର ଜଙ୍ଗଲରେ ଓଟଟିଏ ଅକସ୍ମାତ୍ ଗୋଷ୍ଠରୁ ଅଲଗା ହୋଇଯାଇ ବାଟବଣା ହୋଇଗଲା ଓ ଏକ ସିଂହ ହାବୁଡ଼ରେ ପଡ଼ିଗଲା। ସିଂହକୁ ଦେଖି ସେ ଏତେ ଭୀତତ୍ରସ୍ତ ହୋଇପଡ଼ିଲା ଯେ ତା’ର ଗର୍ଭରେ ଥିବା ଶାବକଟିଏ ଜନ୍ମ ହୋଇ ପଡ଼ିଲା।…
ତୃତୀୟ ଲହର କ’ଣ ଶେଷ
ସହଦେବ ସାହୁ କରୋନା ଭାଇରସ୍ ଅକାଳ ମୃତ୍ୟୁର ଭୟ ବଢ଼ାଇଲା ବେଳେ ବିଶାରଦମାନେ କହିହେଲେ ଯେ, ହର୍ଡ ଇମ୍ୟୁନିଟି ଆସିଗଲେ ଆମକୁ ଏଥିରୁ ଉଦ୍ଧାର ମିଳିଯିବ। ହର୍ଡ ବା ଗୋଠ ଆଞ୍ଚଳିକ ନା ପୃଥିବୀ ବ୍ୟାପୀ? ଏ ପ୍ରଶ୍ନର ସମାଧାନ ହୋଇନାହିଁ।…
ଏଥର କଠିନ ପରିଶ୍ରମ
ମୋଦି ସରକାରରେ ପ୍ରଥମ ଥର ମନ୍ତ୍ରୀ ହୋଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ର ସବୁଠୁ ବ୍ୟସ୍ତ ବ୍ୟକ୍ତି ବୋଲି କୁହାଯିବ। ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ଏବେ ଅଧିକାରୀମାନଙ୍କୁ ସଂଗଠିତ କରି ତାଙ୍କ ଅନୁସାରେ କାର୍ଯ୍ୟ କରାଇବାକୁ…
ଏଇ ଭାରତରେ
ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା ବ୍ୟକ୍ତି ପୁରସ୍କୃତ କରିଥାନ୍ତି। କିନ୍ତୁ ଫେଲ୍ ହୋଇଥିବା ପିଲାଙ୍କୁ ପୁରସ୍କାର କି ଉପହାର ଦେବା କଥା କେବେ ଶୁଣିଛନ୍ତି ! ହେଲେ ଏମିତି…
Archives


