ଅଶାନ୍ତ ଆଫଗାନିସ୍ତାନ
ଡ. ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାର ନିଷ୍ପତ୍ତି ଯୋଗୁ ଗତ ଦୁଇ ଦଶକର ଶାନ୍ତି ଓ ବିକାଶ ପ୍ରକ୍ରିୟା ସଙ୍କଟାପନ୍ନ ହେବାର ଆଶଙ୍କା…
କଳାର ମାନଚିତ୍ରକର
ଜୀବନରେ ପ୍ରସିଦ୍ଧିଲାଭ ପାଇଁ ଅଧିକ ପାଠପଢ଼ା ଏକମାତ୍ର ସୋପାନ ହୋଇ ନ ପାରେ। ପୃଥିବୀବ୍ୟାପୀ ଏହାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି। ଅର୍ଥାତ୍ ଲୌକିକ ଦୃଷ୍ଟିରୁ ଜଣେ ଉଚ୍ଚଶିକ୍ଷିତ ନ ହୋଇଥିଲେ ମଧ୍ୟ ନିଜ କାର୍ଯ୍ୟ ବା ସେବା ପ୍ରତି ଏକନିଷ୍ଠ ହେବା…
ଏଇ ଭାରତରେ
ଆଇଟି ଚାକିରି ଛାଡ଼ି ପାର୍ଥସାରଥୀ ନାରା ନିଜ ଅଞ୍ଚଳରେ କମ୍ୟୁନିଟି ଫାର୍ମିଂ ବା ଗୋଷ୍ଠୀଗତ କୃଷିର ବିକାଶ କରୁଛନ୍ତି। ନିଜର ୨୦ ଏକର ଫାର୍ମରୁ ବର୍ଷକୁ ସେ ୧ କୋଟି ଟଙ୍କା ବ୍ୟବସାୟ କରି ୧୨ ଲକ୍ଷ ଟଙ୍କା ପାଖାପାଖି ଲାଭ…
ଏଇ ଭାରତରେ
ଭାରତର ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ ଜନିତ ଧନ ଜୀବନ ହାନିକୁ ରୋକିବାକୁ ଆଇଆଇଟି(ମଣ୍ଡି)ର ଦୁଇ ଗବେଷକ ଡ. ବରୁଣ ଦତ୍ତ ଏବଂ ଡ.କେ.ଭି.ଉଦୟ ଏକ ଡିଭାଇସ୍ ବା ଯନ୍ତ୍ର ବିକାଶ କରିଛନ୍ତି। ଏହାର ଦାମ କମ୍ ଓ ଭୂସ୍ଖଳନ ହେବା ପୂର୍ବରୁ ଏହା…
ଚାଲ ଗାଁକୁ ଯିବା
ଦ୍ୱିତୀ ଚନ୍ଦ୍ର ସାହୁ ଘରେ ପିଲା। ସ୍କୁଲରେ ତାଲା। ପିଲାଙ୍କ ନିକଟକୁ ଶିକ୍ଷା ପହଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ପରେ ବି ସମସ୍ତଙ୍କ ନିକଟରେ ଶିକ୍ଷା ପହଞ୍ଚିପାରୁନି। ଆଧୁନିକ ବୈଷୟିକ କୌଶଳକୁ ବ୍ୟବହାର କରାଗଲେ ମଧ୍ୟ ପ୍ରତିଟି ପିଲା ସିଧାସଳଖ ଶିକ୍ଷା…
ଗଣତନ୍ତ୍ର ଉପରେ ପେଗାସସ୍ ଆକ୍ରମଣ
ଭାଲଚନ୍ଦ୍ର ଷଡ଼ଙ୍ଗୀ ଭାରତ ସମେତ ବିଶ୍ୱର ୫୦ଟି ଦେଶର ପଚାଶ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍କୁ ପେଗାସସ୍ ସଫ୍ଟୱେର ମାଧ୍ୟମରେ ହ୍ୟାକିଂ କରି ସରକାରଙ୍କ ଦ୍ୱାରା ସେମାନଙ୍କ ନଜରଦାରି କରୁଥିବାର ଖବର ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…
ଘରୋଇକରଣ ଚିନ୍ତା
ଏୟାର ଇଣ୍ଡିଆର ଘରୋଇକରଣ ପ୍ରକିୟାକୁ ସରକାରୀ ସ୍ତରରେ ଏବଂ ବାହାରେ ଲୋକେ ଉତ୍ସୁକତାର ସହ ଲକ୍ଷ୍ୟ ରଖିଛନ୍ତି। ଜଣେ ଦକ୍ଷ ଅଧିକାରୀ ଭାବେ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା ବିନିବେଶ ପ୍ରକ୍ରିୟା କିଭଳି ଶୀଘ୍ର ସମ୍ପାଦିତ ହେବ…
ଏଇ ଭାରତରେ
ଜୈବିକ କୃଷିର ଆକର୍ଷଣ କେତେ ତାହା ସ୍ପଷ୍ଟ ହୋଇଛି ତାମିଲନାଡୁର ଏସ୍. ଜୟଲକ୍ଷ୍ମୀଙ୍କ କ୍ଷେତ୍ରରେ। ସେ କାନାଡ଼ାରେ ୧୪ ବର୍ଷ ଚାକିରି କରିବା ପରେ ତାହା ଛାଡ଼ି ଭାରତ ଫେରି ଜୈବିକ ଚାଷ କରିବା ସହ ତାଙ୍କ ଅଞ୍ଚଳର ମହିଳାମାନଙ୍କୁ ଏହି…
ଜନମାନସିକତା ରାଷ୍ଟ୍ରର ଶକ୍ତି
ଉପେନ୍ଦ୍ର ବିଶ୍ୱାଳ ସୋମାଲିଆ ପରି ଇଥିଓପିଆ ଥିଲା କଙ୍କାଳକାୟ ମଣିଷଙ୍କର ଭାଗ୍ୟହୀନ ଭୂମି। ଆଜି ଦୁର୍ଯୋଗ ବିରୋଧରେ ଲଢ଼େଇ କରି ଇତିହାସ ରଚୁଛି ଇଥିଓପିଆ । ଏହା ୨୦୦୦ରେ ଗରିବ ଦେଶ ତାଲିକାର ଶୀର୍ଷ ଦ୍ୱିତୀୟ ସ୍ଥାନରେ ଥିଲା । ଏବେ…
ଆଫଗାନିସ୍ତାନ ଓ ଦୁଇ ମହାଶକ୍ତି
ଡଜୋମାର୍ଟ ଓଟୋର୍ବାଏଭ୍ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଚିନ୍ତିତ ଥିତ୍ବା ଭଳି ମନେହେଉଛି। ଜୁନ୍ ୧୬ ଜେନେଭା ଶିଖର ସମ୍ମିଳନୀରେ ସେ ଆଫଗାନିସ୍ତାନ ସଙ୍କଟ ଉପରେ ଏକ ସମନ୍ବିତ ପଦକ୍ଷେପକୁ ଦୃଷ୍ଟିରେ ରଖି ତାଜିକସ୍ତାନ ଓ…
ଅନାଥ ଶିଶୁଙ୍କ ଭବିଷ୍ୟତ
ଅଭିମନ୍ୟୁ ଧଳ କୋଭିଡ୍ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କର ହୃଦୟଫଟା ଦୃଶ୍ୟ ଓଡ଼ିଶା କାହିଁକି, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁଙ୍କ ବାବଦରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ…
ପରିବେଶ ଉପଯୋଗୀ ଅଭିବୃଦ୍ଧି
ପଲ୍ ଗ୍ରୁଏନ୍ଓ୍ବାଲ୍ଡ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କିତ ଗବେଷଣାର ଏକ ଦୀର୍ଘ ତଥା ଉଲ୍ଲେଖନୀୟ ଇତିହାସ ରହିଛି। କିନ୍ତୁ ଏବେ ସ୍ଥାୟୀ ପରିବେଶ ଉପଯୋଗୀ ଅଭିବୃଦ୍ଧିର ବିତର୍କ ଆରମ୍ଭ ହୋଇଛି। ଏହା ଅର୍ଥ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ଜୋର୍…
Archives


