ଏଇ ଭାରତରେ

ଜଣେ ଆଦର୍ଶ ଶିକ୍ଷକ ହେବ ତ ମଧ୍ୟପ୍ରଦେଶର ଆଲୋକ ତ୍ରିପାଠୀଙ୍କ ଭଳି ହେବା ଦରକାର। ସତନା ଜିଲା ସହଦେବା ଗାଁର ସରକାରୀ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଆଲୋକ ପ୍ରଧାନ ଶିକ୍ଷକ। ସେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ସହ ଦୀର୍ଘ ୨୦ ବର୍ଷ ମଧ୍ୟରେ ସ୍କୁଲର ୩.୫ ଏକର ଟାଙ୍ଗର ଜମିକୁ ଜଙ୍ଗଲ କରିପାରିଛନ୍ତି।
ଏଥିରେ ସେ ଆମ୍ବ, ଅଁଳା, ଜାମୁ, ନିମ୍ବ, ତୁଳସୀ, ଅଶ୍ୱଗନ୍ଧା, ଅଶ୍ୱତ୍‌ଥ, ମହୁଲ, ବର ଆଦି ପ୍ରାୟ ୨୪୦ ପ୍ରକାରରୁ ଅଧିକ ଗଛ ଲଗାଇଛନ୍ତି। ୧୯୮୬ରେ ଆଲୋକ ପ୍ରଥମେ ୫ଟି ଚାରା ଲଗାଇଥିଲେ ଓ ତାହାକୁ ଗୋରୁ ଖାଇ ଦେବା ପରେ ସେ ଏକ ଭିନ୍ନ ପନ୍ଥା ଆପଣାଇଥିଲେ।
ପରେ ଜଣେ ଗ୍ରାମବାସୀ ତାଙ୍କ ପିତାଙ୍କ ସ୍ମୃତିରେ ଦାନ କରିଥିବା ୨୭ଟି ଚାରାର ସୁରକ୍ଷା ଦାୟିତ୍ୱ ନେଇଥିଲେ ଆଲୋକ। ପ୍ରତ୍ୟେକ ଗଛର ସୁରକ୍ଷାର ଖର୍ଚ୍ଚ ଆଲୋକ ବହନ କରନ୍ତି। ଯେଉଁ ବ୍ୟକ୍ତିଙ୍କ ସ୍ମୃତିରେ ଗଛ ଲଗାଯାଇଛି ସେଥିରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଛି। ଏହିସବୁ କାର୍ଯ୍ୟ ପାଇଁ ଆଲୋକଙ୍କୁ ମଧ୍ୟପ୍ରଦେଶ ସ୍କୁଲ ବିଭାଗ ଆଉଟ୍‌ଷ୍ଟାଣ୍ଡିଂ ଟିଚର୍ସ ଆଓ୍ବାର୍ଡ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?