ସମ୍ପାଦକୀୟ

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ମଶା ଅନେକ ରୋଗର ମୂଳ କାରଣ। ବିଭିନ୍ନ ଡାକ୍ତରୀ ତଥ୍ୟକୁ ଆଧାର କଲେ ଜଣାଯାଏ ଯେ, ବିଶ୍ୱରେ ପ୍ରତିବର୍ଷ ୧ ମିଲିୟନ ଲୋକ ବିଭିନ୍ନ ମଶାବାହିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଆମ ଦେଶରେ ମଶାବାହିତ…

ଆଗାମୀ ପିଢ଼ିର କୃତ୍ରିମ ବୁଦ୍ଧିମତ୍ତା

ଜେଫ୍‌ ମୁଲଗନ୍‌ ପୃଥିବୀର ଏବକାର ସ୍ଥିତି ଯାହା ତାହାର ବହୁ ପୂର୍ବରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ସ୍ବଷ୍ଟ ଥିଲା। କିନ୍ତୁ ଏହା ସର୍ମ୍ପକରେ ଡାଟା ବା ତଥ୍ୟ ଥିଲା ସମ୍ପୂର୍ଣ୍ଣ ଅସ୍ପଷ୍ଟ ଓ ଅପ୍ରକାଶ୍ୟ। ତଥ୍ୟ ସଂଗ୍ରହରେ ସମସ୍ୟା ମଧ୍ୟ…

ଶରୀରର ଆଧିଭୌତିକ ରହସ୍ୟ

ରିତେଶ କୁମାର ଶିଶୁ ଆମେ ଜାଣୁ ଯେ, ଆମ ଶରୀର ରକ୍ତ ମାଂସରେ ଗଢ଼ା। କିନ୍ତୁ ବିଜ୍ଞାନ କହେ, ଏହି ଶରୀର କେତେକ ମୌଳିକ ପଦାର୍ଥକୁ ନେଇ ଏକ ରାସାୟନିକ ସରଞ୍ଚନା ମାତ୍ର, ଯେଉଁଥିରେ ଅହରହ ରାସାୟନିକ ପ୍ରକ୍ରିୟାମାନ ଚାଲୁ ରହିଛି।…

ମହୋତ୍ସବର ଅମୃତ

ଉପେନ୍ଦ୍ର ବିଶ୍ୱାଳ ଏଇମାତ୍ର ପୂରିଛି ୭୫ବର୍ଷ। ଆରମ୍ଭ ହୋଇଯାଇଛି ସ୍ବାଧୀନତାର ଅମୃତ ମହୋତ୍ସବ। ଅର୍ଥାତ ବର୍ଷତମାମ ମହୋତ୍ସବ ମାଧ୍ୟମରେ ଅମୃତ ସନ୍ଧାନରେ ବ୍ରତୀ ରହିବ ଭାରତ। ସେଇ ‘ଅମୃତ’ ସମ୍ବନ୍ଧେ ଆଗକୁ ଆମର ଆଲୋଚନା। ତା’ପୂର୍ବରୁ ଟିକିଏ ମାତ୍ର ମନ୍ଥନ କରିବା…

ଏଇ ଭାରତରେ

ପ୍ରକୃତି ଓ ପରିବେଶକୁ ଭଲ ପାଇବାର କେତେ ଗଭୀର ହୋଇପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛଖି ଜଣେ ଇଞ୍ଜିନିୟରଙ୍କ ଜୀବନରେ। କମ୍ପୁଟର ସାଇନ୍ସ ଇଞ୍ଜିନିୟର ଆଭା ପାଣ୍ଡେ ରହନ୍ତି ଗୁରୁଗ୍ରାମରରେ । ସେ ରହୁଥିବା ଘର ଅଗଣାରେ ପରିବା ଚାଷ କରୁଛନ୍ତି…

ଏଇ ଭାରତରେ

ସାରା ଭାରତରେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ଯାତାୟାତର ସୁବିଧା ଯୋଗାଇ ଦେଉଛନ୍ତି ସରତାଜ ଲାମ୍ବା। ଲୋକମାନେ ଗାଡ଼ିରେ ଯିବା ସମୟରେ ସେମାନଙ୍କୁ ଆବଶ୍ୟକ ସେବା କରାଯାଉଛି। ଆର୍ମି ଓ୍ବାଇଭ୍‌ସ୍‌ ଓ୍ବେଲଫେୟାର ଆସୋସିଏଶନ୍‌ର ଜଣେ ସକ୍ରିୟ ସଦସ୍ୟ ଭାବେ ସରତାଜ୍‌ ଅବସରପ୍ରାପ୍ତ କର୍ମଚାରୀମାନଙ୍କ…

ସାମୁଦ୍ରିକ ପ୍ରଳୟ

ବାଦଲ ଭୂୟାଁ   ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍‌ବେଗର କାରଣ ହେଲାଣି। ବାୟୁମଣ୍ଡଳରେ ଗ୍ରୀନ୍‌ ହାଉସ ଗ୍ୟାସ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଓ ତାପମାତ୍ରା ବୃଦ୍ଧି ପାଉଛି ।…

ସାତ ପିଢ଼ି ଅପେକ୍ଷା କରିବାକୁ ପଡ଼ିବ

ଡ. ସନ୍ତୋଷ କୁମାର ମହାପାତ୍ର   ସମ୍ପ୍ରତି ସରକାରଙ୍କ ତରଫରୁ ଏପରି ପ୍ରଚାର କରାଯାଉଛି ଯେ ଜଣେ ଭାବିବ ଲୋକ ଘିଅ ମହୁରେ ଭାସୁଛନ୍ତି। ୧୩୦କୋଟି ଲୋକଙ୍କ ମଧ୍ୟରୁ ୧୦୦କୋଟି ଦୁର୍ବିଷହ ଜୀବନଯାପନ କଲାବେଳେ ୩୦ କୋଟି ଲୋକ ଆର୍ଥିକ ଦୃଷ୍ଟିରୁ…

ରାକ୍ଷୀ ସାୱନ୍ତଙ୍କ ପୋଷାକ

ଦୁଇଦିନ ପୂର୍ବେ ଉତ୍ତରପ୍ରଦେଶର ଉନ୍ନାଓଠାରେ ଭାଜପାର ‘ପ୍ରବୁଦ୍ଧ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ସେଠାରେ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାୱନ୍ତଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦୀକ୍ଷିତ କହିଥିଲେ ଯେ, ଗାନ୍ଧିଜୀ…

ଆଜି ବାଲ୍ୟ ବିବାହ, କାଲି ସତୀ

ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ରାଜସ୍ଥାନ ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୧ ବାଚନିକ ଭୋଟ୍‌ରେ ଗୃହୀତ କରାଇଛନ୍ତି। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ, ୨୧ ବର୍ଷ ବୟସରୁ କମ୍‌ ଜଣେ ବର ଓ ୧୮ ବର୍ଷରୁ କମ୍‌ କନ୍ୟାଙ୍କ…

μ = Σxi /n

ଆରମ୍ଭରୁ କହିବାକୁ ଚାହୁଁ ଯେ, ମାତୃଭାଷା ପାଇଁ ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଏଠାରେ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାକୁ କୌଣସି ଭାବରେ ଆଞ୍ଚ ଆଣିବାର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ନିକଟରେ ସରକାରଙ୍କ ଦ୍ୱାରା ଇଞ୍ଜିନିୟରିଂ ପାଠକୁ…

ଏଇ ଭାରତରେ

ଲକ୍‌ଡାଉନ ସମୟରେ ଅନେକେ ଜିନିଷ ପ୍ରସ୍ତୁତ କରିବାରେ ଲାଗି ଯାଇଥିବା ବେଳେ କେରଳର ଅଜି ଆନନ୍ଦ କିନ୍ତୁ ବିୟର ବୋତଲ ଓ ମାଟିରେ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। ଏବେ ସେହି ଘର ଶେଷ ହୋଇଛି। କେରଳର କୁନ୍ନୁର ନିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?