ଏଇ ଭାରତରେ
ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ଦ୍ୱାରା ସବୁ ସମ୍ଭବ। ଯାହା ପ୍ରମାଣିତ ହୋଇଛି ଋତ୍ୱିକ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ। ଜଣେ ପ୍ରତିଷ୍ଠିତ ସ୍କ୍ବାଶ୍ ଖେଳାଳି ଭାବେ ବହୁ ଖ୍ୟାତି ଅର୍ଜନ କରିବା ପରେ ଆଦିବାସୀ ପିଲାମାନଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ…
ଅନ୍ତରଙ୍ଗ ସମନ୍ବୟକାରୀ
ଚଳଚ୍ଚିତ୍ର ଓ ଟେଲିଭିଜନ ଭଳି ମଞ୍ଚରେ ପ୍ରଦର୍ଶିତ ହେଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ନେଇ ଦର୍ଶକଙ୍କ ମହଲରେ ସର୍ବଦା ଗୋଟେ ଉତ୍କଣ୍ଠା ଥାଏ। ଶୁଟିଂ ସମୟରେ ନାୟିକା ଓ ନାୟକ ଯେତେବେଳେ ପରସ୍ପରକୁ ଛୁଇଁଥାଆନ୍ତି, ସେମାନଙ୍କ ମଧ୍ୟରେ କି ପ୍ରକାର ଶିହରଣ…
ପ୍ରଭାବ ପକାଉଛି ମଞ୍ଜୁର କାହାଣୀ
ବିଚିତ୍ର ବିଶ୍ୱାଳ ମଞ୍ଜୁ ନାମ୍ନୀ ଝିଅଟିଏ ଜଙ୍ଗଲ ପାଖ ଏକ ଗାଁରେ ରହୁଥିଲା। ତାଙ୍କ ଗାଁରେ ଭିନ୍ନ ଭିନ୍ନ ପ୍ରକାର ଫସଲ ଯଥା ଶସ୍ୟ, ଡାଲି, ଫଳମୂଳ, ତେଲ, କନ୍ଦା, ମସଲା ଓ ପନିପରିବା ଆଦି ଅମଳ ହେଉଥିଲା। ପିଲାଦିନରୁ ତାକୁ…
ସତ୍ସାହସ ନାହିଁ
ଆକାର ପଟେଲ ଭାରତ ସରକାର ‘ଫାଷ୍ଟେଟ୍ ଗ୍ରୋଇଂ ଇକୋନୋମୀ’ ବା ‘ଦ୍ରୁତ ଅଭିବୃଦ୍ଧିର ଅର୍ଥ ବ୍ୟବସ୍ଥା’ କଥା ଯାହା କହୁଥିଲେ ତାହା ଆଉ ୪ ବର୍ଷ ହେବ ଶୁଣିବାକୁ ପାଉନାହୁଁ। ୨୦୧୬ ନଭେମ୍ବର ରାତି ୮ଟାରେ ଆମକୁ ବିମୁଦ୍ରୀକରଣ ଭାଷଣ ଦେବା…
ଏଇ ଭାରତରେ
ପରିବେଶ ପାଇଁ ପକ୍ଷୀଙ୍କ ଆବଶ୍ୟକତାକୁ ଖୁବ୍ ଭଲ ଭାବେ ବୁଝିଛନ୍ତି ମଧ୍ୟପ୍ରଦେଶର କୃଷକ ନାରାୟଣ ସିଂ। ସେଥିପାଇଁ ସେ ୧୨ ବର୍ଷ ବୟସରୁ ତାଙ୍କ ଗାଁରେ ମୟୂରଙ୍କର ସୁରକ୍ଷା କରୁଛନ୍ତି। ଶିକାରୀ ତଥା ଲୋକମାନଙ୍କ ଆକ୍ରମଣରୁ ସେମାନଙ୍କୁ ବଞ୍ଚାଇବା ଲାଗି ସେ…
ଏଇ ଭାରତରେ
ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା ଭେଁାସଲେ। ମାତ୍ର ୬ ବର୍ଷ ବୟସରେ ଅନୁରାଧା ଶିଶୁ ଶ୍ରମିକ ଭାବେ କାମ କରି…
ନିଶାର ଦଶା
ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ ଦିନ କାୟା ବିସ୍ତାରକରି ଅନେକଙ୍କୁ ଆକ୍ରାନ୍ତ କରୁଛି। ନିଶା ହେଉଛି ଅକାଳ ମୃତ୍ୟୁର ନିମନ୍ତ୍ରଣ…
ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ
ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲା। ଏହା ଥିଲା ଏକଛତ୍ରବାଦ ଅହଂକାରର ଏକ କୁତ୍ସିତ…
ଘୋର ଅବ୍ୟବସ୍ଥା
ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ କରିଥିତ୍ବା ତ୍ରୁଟି ନର୍ଥ ବ୍ଲକରେ ଭିନ୍ନ ମୋଡ଼ ନେଇଛି। ଏହାକୁ ନେଇ ବହୁ ଅସନ୍ତୋଷ…
ଏଇ ଭାରତରେ
ଫେକ୍ ନ୍ୟୁଜ୍ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍ ନ୍ୟୁଜ୍ର ପ୍ରଭାବକୁ ପ୍ରତିହତ କରିବା ପାଇଁ ମହାରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ରତନ ଚତୁର୍ବେଦୀ ଅଣ୍ଟା ଭିଡ଼ିଛନ୍ତି। ସୁର୍ଗଣା ବ୍ଲକ୍ରେ…
ଜୀବନର ସାତରଙ୍ଗ
ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ ସିଲିଂ ଫ୍ୟାନ୍ ବା ଟେବୁଲ ଫ୍ୟାନ୍ ଥିଲା। ଝାଳ ମାରିବା ପାଇଁ ବିଞ୍ଚଣା ହିଁ…
ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼
ମାରିଆ ଫର୍ନାଣ୍ଡା ଏସ୍ପିନୋସା, ଡାନିଲୋ ଟର୍କ ବୃହତ୍ ଶକ୍ତି ପ୍ରତିଯୋଗିତା, ସମସ୍ୟା ସୃଷ୍ଟିକାରୀ ବିଦେଶୀ ପ୍ରୀତି ଜାତୀୟତା,ଜୀବନ ଜିଇବାରେ ପ୍ରମୁଖ ଭୂମିକା ନେଉଥିତ୍ବା ପରିବେଶଗତ ବିପଦ ଏବଂ କୋଭିଡ୍-୧୯ର ଘାତକ ସଂକ୍ରମଣ ଏବେ ବିଶ୍ୱର ସବୁ ଦେଶର ସରକାରଙ୍କ ପାଇଁ ଏକ…
Archives


